Breaking News

ଓଡିଆ ହିରୋଇନମାନଙ୍କ Real Life ସୁନ୍ଦରୀ ମା ମାନଙ୍କୁ ଆଗରୁ ଦେଖି ନଥିବେ, ଏତେ ସୁନ୍ଦର ଦେଖିବାକୁ

ନମସ୍କାର ବନ୍ଧୁଗଣ ଆପଣମାନେ ଆପଣମାନେ ଓଡ଼ିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମନକୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ସେଥିରେ ଅଭିନୟ କରୁଥିବା ହେରୋଇନ ଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ପ୍ରକୃତ ମା ମାନଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଏଲିନା ସାମନ୍ତରାୟ : ଏଲିନାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ସିନେମା ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଏଲିନାଙ୍କଙ୍କ ମା।

ଅନୁଚୌଧୁରୀ : ଅନୁଚୌଧୁରୀ ଆପଣମାନେ ତାଙ୍କର ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଅନୁଚୌଧୁରୀଙ୍କ ମା।

ଭୂମିକା ଦାସ : ଭୂମିକା ଦାସଙ୍କୁ ଆପଣମାନେ ସୁନ୍ଦର ଅଭିନୟ କରୁଥିବାର ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାଙ୍କୁ ବେଶ୍ ପସନ୍ଦ ଆସୁଥିବ। ତେବେ ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ଭୂମିକା ଦାସଙ୍କ ମା।

ଶିବାନୀ ସଙ୍ଗୀତା : ଆପଣମାନେ ଶିବାନୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାଙ୍କୁ ବେଶ୍ ପସନ୍ଦ ଆସୁଥିବ। ତେବେ ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ଶିବାନୀଙ୍କ ମା।

ପୁନମ ମିଶ୍ର : ଆପଣମାନେ ପୁନମ ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ | ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଜଗଜିତ୍ ଙ୍କ ମା।

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.