ଦର୍ଶକବନ୍ଧୁ ସୀମା ଟପିଲା ବିକୃତ ମାନବିକତା ଓ ଅନ୍ଧ ବିଶ୍ଵାସ ଲୋଭ ର ବଶବର୍ତ୍ତୀ ହୋଇ ନିଜର ବାପା କୁ ବଳି ଦେବା ଉଦ୍ୟମ ରେ ପୁଅ ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କଲମ ପୁର ବ୍ଲକ ଅନ୍ତର୍ଗତ ବେଲାପଡ଼ା ଗାଁ ରେ ଘଟିଛି | ଶୁକ୍ରବାର ଦିନ କଥା କଥିତ ପୁଅ ଓ ପୂଜକ କୁ ପୋଲିସ ଗିରଫ କରିଛି ଏହି ସମୟ ରେ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ଏହି ଗ୍ରାମରେ ଲିଙ୍ଗରାଜ ନାମକ ଏକ ଯୁବକ ନିଜର ୭୦ ବର୍ଷ ର ବାପା ବଳି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି |
ଧନ ପାଇବ ଲୋଭ ରେ ଜଣେ ପୂଜକ ଙ୍କ ସହ ମିଶି ବଳିଦେବ ଙ୍କୁ ବଳିଦେବକୁ ଲିଙ୍ଗରାଜ ଉଦ୍ୟମ କରୁଥିଲା | କୌଣସି ସୂତ୍ର ରୁ ଖବର ପାଇ ପୋଲିସ ବଳଦେବ ଙ୍କୁ ଉଦ୍ଧାର କରିଛି | ଏବଂ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଏହି ସମୟ ରେ ପୋଲିସ ଉପରକୁ ଲିଙ୍ଗରାଜ ଉପରକୁ ବି ଆକ୍ରମଣ ମଧ୍ୟ କରିଥିଲା | ସୂଚନା ମିଳିଛି କି ଶୁକ୍ରବାର ଦିନ ନିଜ ବାପା କୁ ଗାଧେଇ ଦେଇଥିଲେ |
ଏହା ପରେ ତାଙ୍କ ବାପା ଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ବେକ ରେ ଫୁଲମାଳ ପକାଇ ଘର ଭିତରକୁ ନେଇଥିଲେ ଗ୍ରାମବାସୀ ଦେଖି ସନ୍ଧୟ କରି କଲମ ପୁର ଫାଣ୍ଡି କୁ ସୂଚନା ଦେଇଥିଲେ | ଏହା ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏହି ସମୟ ରେ ଲିଙ୍ଗରାଜ ପୋଲିସ ଙ୍କ ଉପରେ କୁରାଢି ରେ ଆକ୍ରମଣ କରିଥିଲା ଲିଙ୍ଗରାଜ ଙ୍କ ଟାଙ୍ଗିଆ ଛୋଟ ରେ ଜଣେ ଗ୍ରାମ ଲୋକି ଆହତ ହୋଇଛନ୍ତି |
ପରେ ପୋଲିସ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଲିଙ୍ଗରାଜ ଙ୍କୁ କାବୁ କରାଯାଇଥିଲା ଲିଙ୍ଗରାଜ ଙ୍କ ଘର ଭିତରୁ ଚିନାଗଡ ଥାନା ଅନ୍ତର୍ଗତ ବେଳପଡ଼ା ଗ୍ରାମ ର ପୁଚକ ଚିତ୍ର ହୁସେନ ରାଣା ଙ୍କୁ ମଧ୍ୟ ପୋଲିସ ଉପରକୁ କରିଛି ଚିତ୍ର ସେନ ସେଠାରେ ପୂଜା ପାଠ କରୁଥିବା ଗ୍ରାମ ବସି ମାନେ ଅଭିଯୋଗ କରିଛନ୍ତି ଉଭୟ ୩ ଜଣ ଙ୍କୁ ପୋଲିସ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ଆହତ ଗ୍ରାମ ରଖି ଗଙ୍ଗାରାମ କୁ କଦମ ପୁର ଗୋଷ୍ଟି ଶ୍ବସ୍ତ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …