Breaking News

ଓଡ଼ିଶାର ପୁରୀ ଜନ୍ମ ନେଲା ଏହି ଭୂତ ଛୁଆ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏହି ଭୁତ ଛୁଆକୁ ଦେଖିଲା ପରେ ତାଙ୍କ ବାପା,ମା ଙ୍କ ଅବସ୍ତା ଏମିତି ହେଲାଯେ….

ଦର୍ଶକବନ୍ଧୁ ବର୍ତମାନେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ ଏକ ଭୁତ ଛୁଆ ଜନ୍ମ ହୋଇଛି ବୋଲି ଜଣ ପଡିଛି ଏହି ଭୁତ ଛୁଆ ଜନ୍ମ ହେବା କୌଣସି ନୂଆ କଥା ନୁହେଁ | ଏପରି ବହୁତ ଥର ଓଡ଼ିଶାରେ ଭୁତ ଛୁଆ ଜନ୍ମ ହୋଇଥିବାର ଦେଖିବାକୁ ମିଳିଛି ବର୍ତମାନେ ସୋସିଆଲ ମିଡିଆରେ ଗୋଟେ ଭିଡ଼ିଓ ବହୁ ମାତ୍ରେ ରେ ଭାଇରଲ ହେବାରେ ଲାଗିଛି ଯାହାକ ଆପଣ ମାନେ ଦେଖିଥିବେ |

ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବଯେ ଭିଡ଼ିଓ ରେ ଥିବା ଭୁତ ଛୁଆଟି କାହାର ଏହି ଘଟଣାଟି ପୁରୀର ନିମାପଡା ଠାରେ ଘଟିଛି ରାତି 11ତା ସମୟରେ ବର୍ଷା ଏତେ ଜୋରରେ ହୋଇଥାଏ ଘରୁ କେହି ବାହାରି ପାରୁନଥିଲେ ସେହି ସମୟରେ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀକୁ ଗୋଟେ ଘେରେଇ ହସ୍ପିଟାଲ କୁ ନେଇ ଗଲେ ହସ୍ପିଟାଲରେ ପହଁଚିଲା ପରେ ଡାକ୍ତର ତାଙ୍କୁ ବାହାରେ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ |

ତେଣୁ ବ୍ୟକ୍ତି ଜଣଙ୍କ ବାହାରେ ଅପେକ୍ଷା କରି ଥିଲେ କିଛି ସମୟ ଅପେକ୍ଷା ପରେ ତାଙ୍କ ସ୍ତ୍ରୀ ଯେଉଁ ରିମୁରେ ଥିଲେ ସେହି ରିମୁରେ ଭୟଙ୍କର ଏକ କାନ୍ଦିବାର ଚିତ୍କାର ଶୁଣା ଗଲା ସତେ ଯେମିତି ଗୋଟେ ଛୁଆର ତଣ୍ଟିକୁ କିଏ ଜଣେ ଚିପି ଦଉଚି | ଏହି ଶବ୍ଦ ଶୁଣିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସତୀ ପାଖକୁ ଯାଇଥିଲେ ଏପରେ ବ୍ୟକ୍ତି ଜଣକ ଯାହା ଦେଖିଥିଲେ ତାଙ୍କ ଆଖିରୁ ଭୟର ଲୁହ ବାହାରି ଆସିଥିଲା ବ୍ୟକ୍ତି ଜଣଙ୍କ ଦେଖିଲେ ଯେ ତାଙ୍କ ଏକ ଭୁତ ଛୁଆ ଜନ୍ମ ହୋଇଛି |

ଯାହାର ବଡ଼ ବଡ଼ ଦାନ୍ତ ଥାଏ ଗୋଡ଼ରେ ଲମ୍ବା ଲମ୍ବା ନଖ ଥାଏ ଏହି ଦେଖିବାପରେ ବ୍ୟକ୍ତି ଜଣଙ୍କ କଣ କରିବେ ବୁଝି ପାରୁନଥିଲେ ଏହି ଭୁତ ଛୁଆକୁ ନେଇ ମୁହଁ ଦେଖାଇବେ ଭୁତ ଛୁଆଟି କିଭଳି ଜନ୍ମ ନେଲା ଏପରି ଭାବୁଥିବ ସମୟରେ ସେହି ଭୁତ ଛୁଆ ଜୋରରେ ଚିତକାର କରିଲା ଏହା ପରେ ତାର ମୄ-ତ୍ୟୁ ହୋଇଥିଲା | ଏହା ସୋସିଆଲ ମିଡିଆରେ ଖୁବୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଏହି ଥିଲେ କଣ ସତ୍ୟ ସତ୍ୟ ଅଛି କିଛି ଜଣାପଡିନାହିଁ

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.