Breaking News

ଓଡିଶା ଫୁଣି ମାଡି ଆସୁଛି ଆଉ ଏକ ବାତ୍ୟା ଜିଲ୍ଲାକୁ ହାଇଆଲର୍ଟ !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ବାତ୍ୟା ପ୍ରଭାବ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଏହି ସବୁ ଜିଲ୍ଲା ରେ ପ୍ରତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପ୍ରବଳ ବର୍ଷା ହୋଇଥିବା ରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଜରି ରହିବ ଆକାଶ ରୁ ଖସିବା ନିଆ ବର୍ଷ | ତେବେ ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ଗତ କାଲି ବାରିପଦା ଥରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି | ଅନ୍ୟ ପକ୍ଷରେ କଳା ବୈଶାଖୀ ସମ୍ଭାବନା ନେଇ କେତେକ ଜାଗା ରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ତେବେ ଅଞ୍ଚିଲିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ କୋରାପୁଟ,ରାୟଗଡ଼ା,ଗଜପତି,ଗଞ୍ଜାମ,କନ୍ଧମାଳ,କେନ୍ଦୁଝର, ମୟୁର୍ରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ରେ କେତକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି | ଅନ୍ୟ ପଟେ ଆହୁରି କିଛି ଜିଲ୍ଲା ରେ କଲବଲ କରି ମୁଣ୍ଡ ଫଟ ଖରା ୧୫ ଟି ଜିଲ୍ଲା କୁ ୟେଲୋ ୱର୍ଣ୍ଣିଂ ଜରିକଲା ପାଣିପାଗ ବିଭାଗ |

ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସର ରାଜ୍ୟ ରେ ତାତି ର ପ୍ରଭାବ ରହିବ | ବିଶେଷ କରି ପଶ୍ଚିମ ଓଡ଼ିଶା ରେ ଏହାର ଉଗ୍ର ରୂପ ଧାରଣ କରିବ | ଏବେ ପଶ୍ଚିମ ଓଡ଼ିଶାରେ ମୁଣ୍ଡା ଫଟ ଖରା ଲାଗିରହିଛି ତେବେ ଅଭ୍ୟନ୍ତର ଓଡ଼ିଶା ରେ ମଧ୍ୟ ତାତି ର ପ୍ରଭାବ ଜାରି ରହିଛି | ତେବେ ଦକ୍ଷିଣ ଓଡ଼ିଶା ରେ ବର୍ଷା ହେବାର ସମ୍ଭାବନା ରହିଛି |

ଏନେଇ ୧୫ ଟି ଜିଲ୍ଲା କୁ ୟେଲୋ ୱାର୍ନିଂ ଜାରି କଳା ପାଣିପାଗ ବିଭାଗ କେନ୍ଦୁଝର,ଅନୁଗୁଳ,ଢେଙ୍କାନାଳ,ବୌଦ୍ଧ,କଳାହାଣ୍ଡି ,ରାୟଗଡ଼ା,କନ୍ଧମାଳ,ନୂଆପଡ଼ା,ବଲାଙ୍ଗୀର,
ଭଦ୍ରକ,ବାଲେଶ୍ଵର,ଗଞ୍ଜାମ ଓ ଗଜପତି ଜିଲ୍ଲା ରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଉପକୂଳ ବର୍ତ୍ତି ଓଡ଼ିଶାରେ ୧୦୧ ରହିଥିବା ବେଳେ ପଶ୍ଚିମ ଓଡ଼ିଶା ରେ ଗ୍ରୀଷ୍ମ ପ୍ରଭାବ ଜରି ରହିଛି | ୧୬ ତାରିଖ ପର୍ଯ୍ୟନ୍ତ ଏହା ଅନୁଭୂତ ହେବ ଏହି ସମୟ ରେ ତାପମାତ୍ରା ସ୍ଵାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.