Breaking News

ଓଡିଶା ମୁହାଁ ଆଉ ଏକ Batya କାଲିଠାରୁ ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା କୁ ସତର୍କ କରାଇଲା ପାଣିପାଗ ବିଭାଗ, ଜଣାନ୍ତୁ ଆପଣଙ୍କ ଜିଲ୍ଲା ବିଷୟରେ…

ନମସ୍କାର ଦର୍ଶକବନ୍ଧୁ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଆଗାମୀ 48 ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ରହିଛି ବରଗଡ଼ ସମତେ 8ଜିଲ୍ଲାକୁ ଅତି ପ୍ରବଳ ବର୍ଷର ଚେତା ବନି ଜାରିକାଳ ପାଣିପାଗ ବିଭାଗ 48 ଘଣ୍ଟା ମଧ୍ୟରେ ଦରଗଡ଼ ସମ୍ବଲପୁର ଦେବଗଡ଼ ଅନୁଗୁଳ ସୋନପୁର ବୌଦ୍ଧ ଓ ବଲାଙ୍ଗିରୀ ଓ କନ୍ଦମାଲ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିବ | ଏପଟେ ପାଣିପାଗ ବିଭାଗ ପକ୍ଷରୁ ଏହି 14 ଘଣ୍ଟା ମଧ୍ୟରେ ରାଜ୍ୟର ନୂଆ ଜିଲ୍ଲାକୁ ଅତି ପ୍ରବଳ ବର୍ଷର ସମ୍ଭାବନ ରହିଛି |

ସତର୍କ ସୂଚନା ନେଇ ଜାରି କରିଛି ପାଣିପାଗ ବିଭାଗ କେଉଁଝର ସମତେ 8ଜିଲ୍ଲାକୁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ | ତେବେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ଘନୀଭୂତ ହେଉଛି ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଆରମ୍ଭ ହୋଇଯିବ ଆଜି ସନ୍ଧ୍ୟା ସୁଦ୍ଧା ଏହା ଡିପ୍ରେସନ ରୂପ ନେଇ ସୂଚନା ଦେଇଛି ବିଭାଗ | ପରବର୍ତୀ 24 ଘଣ୍ଟା ଘନୀଭୂତ ହେବ ପରେ ଓଡିଶା ଅତି କ୍ରମ କରିବ |

ଉତର ପଶ୍ଟିମ ଦିଗରେ ଗତି କରି ଏହା ଓଡିଶା ଅତିକ୍ରମ ଛତିଶି ଗଡ଼ ଆଡକୁ ମୁହାଁଇବ ଏହାରପ୍ରଭାବ ଯୋଗୁଁ ରାଜ୍ୟରେ 23 ତାରିଖ ପର୍ଯ୍ୟନ୍ତ ଲାଗି raqhib ଲଗାନା ବର୍ଷା ଏପଟେ ଆସୁଛି ଆଉ ଏକ ଲଗୁଚାପ 25 ବେଳକୁ ସୃଷ୍ଟି ହେବାକୁ ଯାଉଛି ୧ ତାରିଖ ବେଳକୁ ଫୁଣି ଏକ ଲଘୁଚାପ କ୍ଷେତ୍ରର ସମ୍ଭାବନା କରିଛି ପାଣିପାଗ ବିଭାଗ ଯାହାକି ପଛକୁ ପଛ ଓଡିଶାକୁ ମୁହାଁଇବ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗକୁ ଫୁଣି ଠାରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ ତେବେ ନିଶ୍ଚୟ ଜଣାନ୍ତୁ କଣ ରହିଛି ଏହି ବଡ଼ ଖବର |

ଆଜି ଲଘୁଚାପ କ୍ଷେତ୍ର କେଉଁଠି ରହିଛି ଓ କେଉଁ ଆଡକୁ ଗତି କରିବା ସହିତ ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ କେଉଁ 17 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି ନିଶ୍ଚୟ ଜଣାନ୍ତୁ | ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ମିଳୁଥିବା ସୂଚନ ଅନୁଯାଇ ଆଜି ଉତର ପଶ୍ଟିମ ପାର୍ଶ୍ଵବତୀ ପଶ୍ଟିମ ବାଂଗପ ସାଗରରେ ଘନୀଭୁତ ହେବ ଲଘୁଚାପ ଆଜି ସାନ୍ଧ୍ୟ କିମ୍ବା କାଲି ସକାଳ ସୁଦ୍ଧା ଏହା ଓଡିଶା ଅତିକ୍ରମ କରିବାର ସୂଚନା ରହିଛି |

ଏହାର ପ୍ରଭାବରେ ରାଜ୍ୟର ଆଜି ଅନେକ ସ୍ଥାନରେ ପ୍ରବଳ ବର୍ଷା ରହିଛି ଉପକୂଳ ଜିଲ୍ଲାର କେତକ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଭ୍ୟନ୍ତରୀଣ ଏବଂ ପଶ୍ଟିମ ଓଡ଼ିଶାର ଏହି ସବୁ ସ୍ଥାନକୁ ଅତି ପ୍ରବଳ ବର୍ଷା ନେଇ ଚାଟ ବନି ଜାରି ହୋଇଛି ସୁନ୍ଦରଗଡ଼ ଦେବଗଡ଼ ଝାରସୁଗୁଡା ବରଗଡ଼ ସମ୍ବଲପୁର ଅନୁଗୁଳ ବୌଦ୍ଧ ଏବଂ ବଲାଙ୍ଗୀରି ଜିଲ୍ଲାରେ ଆଗାମୀ 24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କେତେକ ସ୍ଥାନରେ ହେବାର ସମ୍ଭାବନା ରହିଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.