Breaking News

Odia Vastu : ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି ଗଛ ଘରେ ହେବ ଧନର ବର୍ଷା…ଏବଂ ତୁଳସୀ ଗଛ ଯଦି ସୁକି ଯାଏ ତାହାଲେ କଣ ଅଶୁଭ ସଂକେତ ଦେଇଥାଏ ଜଣାନ୍ତୁ !

ଦର୍ଶକବନ୍ଧୁ ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମନାଯାଏ ତୁଳସୀ ଗଛ ଦେବୀ ବୃନ୍ଦଙ୍କ ଠାରୁ ଜନ୍ମ ନେଇଛି ଏହା ଭଗବାନ ବିଷ୍ଣୁ ଙ୍କର ପ୍ରିୟ ଗଛ ଅଟେ ପ୍ରଚୀନ ଗ୍ରନ୍ଥ ଏହାର ମହତ୍ୱା ରହିଛି ତୁଳସୀ ଗଛ ଆମ ଭିତରେ ଥିବା କେତେକ ରୋଗକୁ ନାଶ କରିବାର ଶକ୍ତି ପାଖରେ ରଖିଥାଏ ଆମଠାରୁ ନକରାତ୍ମକ ଶକ୍ତି ଦୁରେଇ ରଖିବାରେ ସମର୍ଥ ମଧ୍ୟ ଅଟେ ଆମ ଘରକୁ ଆସୁଥିବା ବିପଦକୁ ତୁଳସୀ ଗଛ ରଖିଥାଏ ତା ସହିତ ରୋଗକୁ ବି ନାସା କରିଥାଏ ଯଦି ଆପଣ ତାକୁ ଠିକି ଦିଗ ଏବଂ ଠିକି ସ୍ଥାନରେ ଲଗାଇଛନ୍ତି ଏହା କରିବା ଦ୍ୱାରା ଘରର ଆର୍ଥିକ ସ୍ତିତି ସୁଧାରିଥାଏ |

ପ୍ରଚୀନ କାଳରୁ ହିଁ ରୁଷି ମୁନି ମାନେ ଆଶ୍ରମରେ ତୁଳସୀ ଗଛକୁ ରଖିଥାନ୍ତି ରାଜା ମହାରାଜା ମାନଙ୍କ ମହଲରେ ମଧ୍ୟ ତୁଳସି ଗଛ ଲଗାଯାଉଥିଲା ତୁଳସୀ ଗଛକୁ ସବୁଦିନେ ଜଳ ଅର୍ପଣ କରିବାର ପରମ୍ପରା ଚାଲି ଆସୁଛି କେତେକ ଶାସ୍ତ୍ର ରେ ତୁଳସୀ ଗଛ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ମା ଲକ୍ଷ୍ମୀଙ୍କ ର ଆଗମନ ହୋଇଥାଏ | ଏହା ସହିତ ଏହି ଗଛ ରହିବବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଯଦି ଆପଣ ପ୍ରତି ଦିନ ତୁଳସୀର ପତ୍ର ଖାଆନ୍ତି କେତେ ପ୍ରକାର ରୋଗ ଏବଂ ବେମାରୀଙ୍କୁ ରକ୍ଷା କରିଥାଏ ଏବଂ ଆପଣଙ୍କର ଆର୍ଥିକ ୟୁନାଟିରେ ସହାୟକ ହୋଇଥାଏ |

ସବୁ ଦିନେ ସକାଳୁ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ବଡ଼ ଶୁଭ ମାନାଯାଏ କିନ୍ତୁ ଶାସ୍ତ୍ର ରେ ଏମିତି କିଛି କଥା କୁହାଯାଇଛି ଯେଉଁ ଦିନ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଅନୁଚିତ ଏଥି ପାଇଁ ମୁଁ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛି ତୁଳସୀ ଗଛ କେଉଁ ଦିଗରେ ଲଗାଇବା ଶୁଭ ଓ କେଉଁ ଦିଗରେ ଲଗାଇବା ଅଶୁଭ ଏବଂ କେଉଁ ଦିନ ଜଳ ଛଡ଼ାଇବା ଉଚିଛି ନୁହେଁ ଏହାର ପୂଜା କରିବା ସମୟେ କେଉଁ କଥାର ଧ୍ୟାନ ରଖିବା ଉଚିଛି |

ମା ଲକ୍ଷ୍ମୀଙ୍କ କୃପାରୁ ଏହି ଦିନ ଛାଡ଼ନ୍ତୁ ନାହିଁ ତୁଳସୀକୁ ଜଳ ଶାସ୍ତ୍ର ରେ ଏପରି ବିଷୟରେ କୁହାଯାଇଛି ଯେଉଁ ଦିନ ତୁଳସୀ ଗଛକୁ ଜଳ ଚଢ଼ିବା ଉଚିଛି ନୁହେଁ ପ୍ରତେକ ରାବିବାର ଏକାଦଶୀ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀକୁ ଜଳ ଛାଡ଼ନ୍ତୁ ନାହିଁ ତା ସହ ସୂର୍ଯ୍ୟ ଅସ୍ତ ପରେ ତୁଳସୀର ପତ୍ର ତୋଳନ୍ତୁ ନାହିଁ | ଏହା କରିବା ଦ୍ୱାରା ବସ୍ତୁ ଦୋଷ ଲାଗିଥାଏ ଯେଉଁ ବ୍ୟକ୍ତି ଗୁରୁବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଢ଼ାଳିଥାଏ ରବିବାରକୁ ଛାଡି ପ୍ରତି ଦିନ ସନ୍ଧ୍ୟରେ ଏହାର ପାଖରେ ଘିଅ ଦୀପ ଜଳାଇଥାଏ ଏପରି ଘରେ ସବୁ ବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି |

ଏବଂ ଆର୍ଥିକ ସ୍ଥିତି ଦୁରେଇ ଯାଏ ତୁଳସୀ ଗଛ ସୁକିଯିବ ଧ୍ୟାନ ରଖନ୍ତୁ ସୁକି ଯାଇଥିବା ତୁଳସୀ ଗଛ ଯେପରି ଘରେ ନରହୁ ଅଥବା ତୁଳସୀ ଗଛକୁ ସୁକିବାକୁ ଦିଅନ୍ତୁ ନାହିଁ ଏହାକୁ ନିୟମିତ ରୂରେ ଜଳ ଛଡାଇ ସତେଯେ ରଖନ୍ତୁ ତୁଳସୀ ଗଛ ସୁକି ଯିବା ବହୁତ ଅଶୁଭ ମାନାଯାଏ | ଜ୍ୟୋତିଷ ଲୋକ ମାନନ୍ତି କି ତୁଳସୀ ଗଛ ବୃଦ୍ଧଙ୍କ କାରଣରୁ ସୁକିଥାଏ କାରଣ ବୃଦ୍ଧ ଗ୍ରହ ସବୁଜ ରଙ୍ଗର ପ୍ରତୀକ ଅଟନ୍ତି ଏବଂ ଗଛ ପତ୍ର ସବୁଜ ପ୍ରତୀକ ଅଟନ୍ତି ଏହା ଏପରି ଗ୍ରହ ଅଟେ ଯାହା ଅନ୍ୟ ଗ୍ରହର ଭଲ ଏବଂ ଖରାପ ପ୍ରଭାବ ଜାତକ ଯାଏଁ ପହଞ୍ଚା ଯାଇଥାଏ |

ତୁଳସୀ ଦ୍ୱାରା ବସ୍ତୁ ଦୋଷ ଦୂର କରନ୍ତି ଆପଣଙ୍କ ଘରେ ବସ୍ତୁ ଦୋଷ ଅଛି ତେବେ ଏହାକୁ ଦୂର କରିବା ପାଇଁ ତୁଳସୀ ଗଛକୁ ଅଗ୍ନି କୋଣ ଦକ୍ଷିଣ ପୂର୍ବ ଦିଗରେ କୌଣସି ଖାଲି ଜାଗାରେ ଲଗାନ୍ତୁ ପୁଅ ମାନେ ଯଦି ବହୁତ ଜିଦିଆ ଅଟନ୍ତି ଏହି ଉପାୟ କରନ୍ତୁ ତୁଳସୀ ଗଛକୁ ପୂର୍ବ ଦିଗରେ ଝରକା ପାଖରେ ରଖିବା ଦୂର ଆପଣଙ୍କ ପୁଅ ଯଦି ଜିଦି କରୁଥାଏ ତାହାଲେ ତାହାର ଜିଦି ବନ୍ଦ ହୋଇଯିବ | ପୁରାଣ ଏବଂ ଶାସ୍ତ୍ର ରେ କୁହାଯାଇଛି ଯେଉଁ ଘରକୁ ବିପଦ ଆସିବାର ଥିବ ସେହି ଘରେ ତୁଳସୀ ଗଛ ଶୀଘ୍ର ଶୁଖିଯାଏ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.