Breaking News

Odia Vastu : ସ୍ତ୍ରୀର ଏହି ଗୋଟିଏ ଭୂଲ୍ ପାଇଁ ସ୍ବାମୀ ସର୍ବଦା ଋଣ କରଜରେ ବୁଡି ରହିଥାନ୍ତି, ଦେଖନ୍ତୁ କଣ ସେହି ତିନଟି ଭୁଲୁ !

ବନ୍ଧୁଗଣ ଆଶ୍ଚର୍ଯ୍ୟ ଚଣକ୍ୟଙ୍କୁ କିଏବା ନଜାଣେ ସେ ଏକ ଉତ୍ତମ ଅଜ୍ଞାନୀ ରାଜନେତା ସହ ଉତ୍ତମ ନୀତିକାର ମଧ୍ୟ ଥିଲେ ତାଙ୍କ ନୀତି ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ହେଉଛି ତାଙ୍କ ନୀତିରେ ଆଜିର ମନୁଷ୍ୟ କିପରି ସୁଖ ଓ ସୁବିଦା ପାଇ ଜୀବନରେ ସ୍ରେଷ୍ଟ ଧନ ବାନ ହୋଇ ମାନସନମନା ସହିତ ଜୀବନ ବେତିତ କରିବ ସେହି ବିଷୟରେ ବର୍ଣିତ କରାଯାଇଛି ଚାଣକ୍ୟ ଙ୍କ ନୀତି ଅନୁସାରେ ପ୍ରତେକ ସ୍ତ୍ରୀ ପାଇଁ ତାର ସ୍ୱାମୀ ହିଁ ସବୁଠାରୁ ହିଁ ସୁନ୍ଦର ଓ ପ୍ରଭାବ ସାଳି ହୋଇଥାଏ |

କିନ୍ତୁ ବନ୍ଧୁଗଣ ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନେ ଥଟା ମଜାରେ ନିଜ ସ୍ୱାମୀଙ୍କ ବିଷୟରେ ଏମିତି କିଛି କଥା କହିଦେଇଥାନ୍ତି ଯାହାକୁ କାହାରି ଆଗରେ ପ୍ରକାଶ କରିବା ଉଚିତି ହୋଇନଥାଏ | କିନ୍ତୁ ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ପ୍ରତେକ ମହିଳା ମାନଙ୍କୁ ନିଜ ସ୍ୱାମୀଙ୍କର ଏପରି କିଛି କଥା ରହିଛି ଯାହାକୁ ସର୍ବଦା ଗୁପ୍ତ ରଖିବା ଉଚିତି ନଚେତ ସ୍ତ୍ରୀଙ୍କର ଏପରି ଭୁଲୁ କାରଣରୁ ସ୍ୱାମୀଙ୍କର ଉର୍ନତିରେ ବାଧା ଉତ୍ପର୍ଣ୍ଣ ହୋଇଥାଏ |

ଯାହା ଫଳରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ଶୟରେ ସମ୍ପର୍କ ବହୁତ ଖରାପ ହୋଇଥଏ ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ଏପରି କିଛି କଥା ବିଷୟରେ ଯାହାକୁ କେବେବି ମହିଳା ମାନେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିଛି ହୋଇନଥାଏ | ପ୍ରଥମ କଥାଟି ହେଉଛି ନିଜ ସ୍ୱାମୀଙ୍କୁ ଡର ଲାଗୁଥିବା ଦିନିଷ ବନ୍ଧୁମାନେ ରଖନ୍ତୁ ଆମ ଚାଣକ୍ୟ ନୀତି ଅନୁସାରେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କୁ କୌଣସି ଦିନିଶ ଭୟ ଲାଗୁଥାଏ ତେବେ ଏହାକୁ କେବେବି ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ନଚେତ ଭବିଷ୍ୟତରେ ଲୋକ ମାନେ ସେହି କଥାକୁ ଆକ୍ଷେପ କରି ଆପଣଙ୍କ ସ୍ୱାମୀଙ୍କର ମଜାକ ଉଡାଇ ପାରନ୍ତି କିମ୍ବା ଆପଣଙ୍କ ସ୍ୱାମୀଙ୍କ ଠାରୁ ଫାଇଦା ଉଠାଇ ପାରନ୍ତି |

ଏଣୁ ଯଦିଅ ଆପଣ ଆପଣଙ୍କ ସ୍ୱାମୀଙ୍କର କୌଣସି ଦୃର୍ବଲ ସମୟ କିମ୍ବା କୌଣସି ଦିନିଷର ଭୟ ବିଷୟରେ ଆପଣ ଜାଣିଥାନ୍ତି ତେବେ କେବେବି ଅନ୍ୟ ମାନଙ୍କ ଆଗରେ ଏହାକୁ ପ୍ରକାଶ କରନ୍ତୁ ନାହିଁ ନଚେତ ଆପଣଙ୍କ ସ୍ୱାମୀଙ୍କର ବାହ୍ୟ ଶତ୍ରୁମାନେ ତାଙ୍କୁ ଖେତୀ ପହଁଚାଇ ବା ପାଇଁ ମଧ୍ୟ ଏହାକୁ ଉପଯୋଗ କରିପାରନ୍ତି | ଏଣୁ ଏହାକୁ ସର୍ବଦା ମାନେ ରଖନ୍ତୁ |

ଦ୍ୱତୀୟ କଥା ହେଉଛି ସ୍ୱାମୀଙ୍କର କୌଣସି ରୋଗ ବିଷୟରେ କେବେ ବନ୍ଧୁମାନେ ଆମ ଚାଣକ୍ୟ ନୀତି ଅନୁସାରେ କୌଣସି ମହିଳା ନିଜ ସ୍ୱାମୀଙ୍କର କୌଣସି ରୋଗ ବିଷୟରେ ଅନ୍ୟ ମାନଙ୍କୁ କହିଥାଏ | କିମ୍ଭା କୌଣସି କୋଣସି ମହିଳାଙ୍କର ସ୍ୱାମୀ ବହୁତ ଦିନରୁ କୌଣସି ଭୟଙ୍କର ରୋଗରେ ପୀଡିତ ଅଛନ୍ତି ତେବେ ଏହାକୁ କେବେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ନଚେତ ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମିତ୍ର ମାନେ ତାଙ୍କ ଠାରୁ ଡିରେଇ ଯିବାର ସମ୍ଭାବନ ରହିଛି ଯାହା ଦ୍ୱାରା ଆପଣଙ୍କ ସ୍ୱାମୀ ଙ୍କର ପରିସ୍ଥିତି ଅଧିକ ଗମ୍ଭୀରିତ ହୋଇପାରେ ହେଲେ ଭୁଲୁରେ ଆପଣ ଏହି କଥା ଅନ୍ୟ ମାନଙ୍କୁ ପ୍ରକାଶ କରନ୍ତୁ ନାହିଁ |

ତେବେ ତୃତୀୟ କଥାଟି ହେଉଛି ନିଜ ସ୍ୱାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡା ବନ୍ଧୁଗଣ ଆମ ଚାଣକ୍ୟ ନୀତି ଅନୁସାରେ ପ୍ରତେକ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ମୋଟ ଝଗଡା ହୋଇଥାଏ କିନ୍ତୁ ଏହାକୁ କେବେବି ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ନଚେତ ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଅଧିକ ଫାଟ ସୃଷ୍ଟି ହୋଇଥାଏ ଯାହା ଭବିଷ୍ୟତରେ ଆପଣଙ୍କ ସମ୍ପର୍କକୁ ନଷ୍ଟ କରି ଦେଇଥାଏ | ଏବଂ ଏହା ସହ ଆପଣଙ୍କ ଝଗଡା ବିଷୟରେ ବାହାର ଲୋକ ମାନେ ଜିଣିଲେ ଆପଣଙ୍କ ସ୍ୱାମୀ ଏବଂ ଆପଣଙ୍କର ମଧ୍ୟ ମଜାକ ଉଡ଼ିପାରେ ଏଣୁ ଏପରି କଥାକୁ ବାହ୍ୟ ଲୋକଙ୍କ ଆଗରେ କେବେବି ପ୍ରକାଶ କରନ୍ତୁ ନାହିଁ |

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.