Breaking News

Odia Vastu : ଅପରାଜିତା ଫୁଲ ଧନକୁ ଚୁମ୍ବକ ପରି ଟାଣିଥାଏ କରନ୍ତୁ ଏହି ଉପାୟ, ଦେଖିବେ କେବେବି ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ !

ନମସ୍କାର ଦର୍ଶକବନ୍ଧୁ ଅପରାଜିତା ଯାହାର କେବେବି ପରାଜୟ ହୋଇନଥାଏ ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହା ଶିବଙ୍କର ଏକ ନାମ ଅଟେ ଅପରାଜିତା ମା ଦୁର୍ଗାଙ୍କର ଏକ ନାମ ଅଟେ ଏଣୁ ନୀଳକଣ୍ଠ ଶିବଙ୍କ ନାମ ଏହି ଅପରାଜିତା ଫୁଲଟି ଶିବ ଓ ଶକ୍ତିଙ୍କର ସ୍ୱରୂପ ଅଟେ ଏଣୁ ଏହା ଅତ୍ୟନ୍ତ ଗୁଣ କାରି ଚମତ୍କାରୀ ହୋଇଥାଏ ଏଣୁ ଅପରାଜିତା ଭାରତୀୟ ସ୍ତାନୀୟରେ ଦେଖିବାକୁ ମିଳିଥାଏ | କାଶିମିରି ଠାରୁ କନ୍ୟାକୁମାରୀ ପଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ |

ଏବଂ ସବୁ ଋତୁରେ ମଧ୍ୟ ଦେଖିବାକୁ ମିଳିଥାଏ ଏହି ଅପରାଜିତା ଫୁଲର କିଛି ପ୍ରୟଗ ଦ୍ୱାରା ମଣିଷର ସବୁ ଦୁଃଖ ଡୁଦାଷ ଦୂର ହେବା ସହିତ ଧନ ଏବଂ ଐଁସୂର୍ଯ୍ୟର ଅଧିକାରୀ ମଧ୍ୟ ହୋଇଥାଏ ଏବେ ଏହି ଅପରାଜିତା ପ୍ରୟୋଗ କିପରି କରାଯାଏ ଏହାର ଫାଇଦା କଣ ହୋଇଥାଏ ସହି ବିଷୟରେ ଜଣାନ୍ତୁ | ଯଦି ଆପଣ ସବୁବେଳେ ବିଚଳିତ ରହୁଥାନ୍ତି ତେବେ ଆପଣ ଏହି ଉପାୟକୁ କଲେ ସବୁ ଦୁଃଖ ଦୂର ହେବା ସହିତ ଧନ ଏବଂ ସୁଖ ସମୃଥିର ଚମତ୍କାର ଦେଖିବାକୁ ମିଳେ ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେ ଯେପରାଇକି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ଭା କିଛି କଥା ବାର୍ଥ ମଧ୍ୟ ହେବେ ନାହିଁ ତେବେ ଯାଇଁ ଏହାର ସମ୍ପୂର୍ଣ ଫଳ ପାଇପାରିବେ |

ଫ୍ରେଣ୍ଡ ଆପଣ ମାନେ ଏହି ଅପରାଜିତା ଫୁଲକୁ ନିଶ୍ଚୟ ରୂପେ ଜାଣିଥିବେ ଏହି ଅପରାଜିତା ଫୁଲକୁ ସଂସ୍କୃତ ରେ ବିଷ୍ଣୁ କାନ୍ତ ଓ ବିଷ୍ଣୁ ପ୍ରିୟ ବୋଲି କୁହାଯାଏ ଏହି ଅପରାଜିତା ଖାଲି ଶିବ ପର୍ଵତୀ ଗଣେଶ ଓ କାର୍ତିକ ଙ୍କ ପ୍ରିୟ ହୋଇଥଏ ବରଂ ହନୁମାନ ଶନି ଦେବଙ୍କ ସହିତ ଲକ୍ଷ୍ମୀ ନାରାୟଣ ଙ୍କର ପ୍ରିୟ ହୋଇଥାଏ ଏବଂ ଘରେ ରୋଜଗାରରେ ବୃଦ୍ଧି ପାଇବ ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ |

ଜଣାନ୍ତୁ କଣ ସେହି ଉପାୟ ଏହା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଧନର ଆଗମନ ହୋଇଥାଏ | ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରାଇଥାଏ ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲଟିଏକୁ ମାଳାଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ ଏହା ଦ୍ୱାରା ଭୁତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନକରତ୍ମକତା ଦୂର ହୋଇଥାଏ |

ପାଞ୍ଚଟି ଅପରାଜିତା ଫୁଲ ଶନିବାର ଏବଂ ସୋମବାର ଦିନ ପାଣିରେ ଭସାଇ ଦିଅନ୍ତୁ ଏବଂ ନିଜର ଇଷ୍ଟ ଦେବଦେବୀ ଙ୍କୁ ପର୍ଥନା କରନ୍ତୁ ତେବେ ସମସ୍ତ ପ୍ରକାରର ଧନର ସମସ୍ୟ ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ମଧ୍ୟ ମିଳିଥାଏ ଏହି ଉପାୟତି ନିୟମିତ ଭାବରେ 5 ସପ୍ତାହ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ ଏହାର ଲାଭ ଆପଣ ନିଶ୍ଚୟ ପାଇବେ ଏହା ଦ୍ୱାରା ଖାଲି ଧନର ସମସ୍ୟା ଦୂର ହୋଇନଥାଏ ବରଂ ନୂଆ ନୂଆ କାର୍ଯ୍ୟ ଏବଂ ଉର୍ନତିର ସମସ୍ତ ବାଟ ଦେଖାଦେଇଥାଏ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.