Breaking News

ଆସନ୍ତୁ ଜାଣିବା ଆମ ଓଡିଆ ଟପ୍ ହିରୋଇନ ମାନଙ୍କର ବୟସ କେତେ ?

ଏଥିରେ ଆମ ଲିଷ୍ଟରେ ପ୍ରଥମରେ ଆସୁଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ | ଆପଣମାନେ ସମସ୍ତେ ରିୟା ଙ୍କୁ ନିଶ୍ଚୟ ଜାଣିଥିବେ | ତେବେ ତାଙ୍କର ହୋମ ଟାଉନ ହେଉଛି ବାଲେଶ୍ଵର | ସେ ତାଙ୍କର ଦମଦାର ଅଭିନୟ ବଳରେ ଆଜି ଲୋକ ମାନଙ୍କ ହୃଦୟ କୁ ଜିତି ପାରିଛି | ସେ ୧୨ଅକ୍ଟୋବର ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏବେ ତାଙ୍କ ବୟସ ହେଉଛି ୩୧ ବର୍ଷ |

ଏହାପରେ ଆମ ଲିଷ୍ଟର ଦ୍ଵିତୀୟରେ ଆସୁଛନ୍ତି ଶିବାନୀ ସଂଗୀତା ଯେକି ବର୍ତ୍ତମାନ ସମୟର ଜଣେ ଆଗ ଧାଡିର ହିରୋଇନ ଅଟନ୍ତି | ଏହାଛଡା ତାଙ୍କର ଏକ ଚଳଚିତ୍ର ଖୁବ୍ ଶୀଘ୍ର ଆଗକୁ ଆସିବାକୁ ଯାଉଛି ଯାହାର ନାମହେଉଛି ବିଦ୍ୟାରାଣ | ତେବେ ତାଙ୍କର ପ୍ରକୃତ ଘର ଏବଂ ଜନ୍ମ ସ୍ଥାନ ହେଉଛି ଖୋର୍ଦା| ସେ ୧୨ଜୁଲାଇ ୨୦୦୧ରେ ଜନ୍ମ ଗ୍ରହଣ କରିଥିଲେ |

ଏହାପରେ ଆମ ଲିଷ୍ଟର ତୃତୀୟରେ ଆସୁଛନ୍ତି ରଚନା ବାନାର୍ଜୀ | ସେ ତାଙ୍କ ଅଭିନୟ ସମୟରେ ଓଡିଆ ଫିଲ୍ମ ଜଗତ କୁ ବହୁତ ସୁନ୍ଦର ସୁନ୍ଦର ଫିଲ୍ମ ଦେଇଛନ୍ତି ଯାହା ଏବେ ବି ଲୋକେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି | ତେବେ ସେ କୋଲକାତା ରେ ୦୨ ଅକ୍ଟୋବର ୧୯୭୪ରେ ଜନ୍ମ ଗ୍ରହଣ କରିଥିଲେ | ବର୍ତ୍ତମାନ ତାଙ୍କ ବୟସ ଅଟେ ୪୭ ବର୍ଷ |

ଏହାପରେ ଆମ ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର | ସେ ମଧ୍ୟ ଓଡିଆ ଇନଡସ୍ଟ୍ରିରେ ବହୁତ ଭଲ ଅଭିନୟ କରିଛନ୍ତି ତାଙ୍କ ଫିଲ୍ମ କୁ ବି ଲୋକେ ଏବେ ବି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି | ବର୍ତ୍ତମାନ ସେ ବଲିଉଡ଼ ଜଗତରେ ବହୁତ ଆକ୍ଟିଭ ଅଛନ୍ତି | ସେ ୦୩ ମାର୍ଚ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ବର୍ତ୍ତମାନ ତାଙ୍କ ବୟସ ଅଟେ ୨୬ ବର୍ଷ |

ଏହାପରେ ଆମ ଲିଷ୍ଟର ପଞ୍ଚମରେ ଆସୁଛନ୍ତି ଅପରାଜିତା ମହାନ୍ତି ଯାହାଙ୍କୁ ସମସ୍ତେ ଟିକି ଅପା ବୋଲି କୁହନ୍ତି | ଯିଏ ଓଡିଆ ଫିଲ୍ମ ଜଗତ ପାଇଁ ବରଦାନ ପ୍ରମାଣିତ ହୋଇଛନ୍ତି | ତାଙ୍କ ଦ୍ଵାରା ଅଭିନୀତ ଚଳଚିତ୍ର ଗୁଡିକୁ ଏବେ ମଧ୍ୟ ଲୋକେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି | ସେ ୧୫ ମଇ ୧୯୬୫ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ବର୍ତ୍ତମାନ ତାଙ୍କ ବୟସ ଅଟେ ୫୬ ବର୍ଷ |

ଏହାପରେ ଆମ ଲିଷ୍ଟର ଷଷ୍ଠରେ ଆସୁଛନ୍ତି ଅନୁ ଚୌଧୁରୀ | ସେ ମଧ୍ୟ ତାଙ୍କର ଦମଦାର ଅଭିନୟ ବଳରେ ଆଜିବି ଲୋକ ମାନଙ୍କ ହୃଦୟରେ ଜୀବିତ ଅଛନ୍ତି | ସେ ୩୦ ଅଗଷ୍ଟ ୧୯୭୯ ରେ ଜନ୍ମ ଗ୍ରହଣ କରିଥିଲେ | ବର୍ତ୍ତମାନ ତାଙ୍କର ବୟସ ଅଟେ ୪୨ ବର୍ଷ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *