Breaking News

ଓଡ଼ିଆ ସିରିଏଲ ହିରୋଇନ ମାନଙ୍କ ମା ମାନେ ଦେଖିବାକୁ ତାଙ୍କ ଠୁ ଅଧିକ ସୁନ୍ଦର ଦେଖନ୍ତୁ …


ଶ୍ରଦ୍ଧା
ଦର୍ଶକବନ୍ଧୁ ଶ୍ରଦ୍ଧାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଶ୍ରଦ୍ଧା କୁଆଁରୀ ବୋହୂ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଅଭିନୟ କରୁଛନ୍ତି। ଏହି ଧାରାବାହିକର ଶ୍ରଦ୍ଧା ଆଉ ସାଇଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି। ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |

ରୁଦ୍ରୀ
ଦର୍ଶକବନ୍ଧୁ ରୁଦ୍ରୀଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ମାୟା ଧାରାବାହିକରେ ନାଗୁଣୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଯାହାଦ୍ଵାରା ମାୟା ଧାରାବାହିକଟି ବର୍ତ୍ତମାନ ନମ୍ୱର୍ ୧ ଧାରାବାହିକ ହୋଇ ପାରିଛି। ତେବେ ଫ୍ରେଣ୍ଡ୍ସ ଆପଣମାନେ ୠଦ୍ରୀ ଙ୍କ ମା ଙ୍କୁ ଦେଖିପାରୁଥିବେ |

ରାଧିକା
ବନ୍ଧୁଗଣ ରାଧିକାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନୂଆ ବୋହୂ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ଇଏ ହେଉଛନ୍ତି ରାଧିକାଙ୍କ ମା।

ଇତି
ବନ୍ଧୁଗଣ ଇତି ସିନ୍ଦୂରର ଅଧିକାର ଧାରାବାହିକରେ ଅଭିନୟ କରୁଛନ୍ତି। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସିନ୍ଦୂରର ଅଧିକାର ଧାରାବାହିକଟି ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ କରୁଛନ୍ତି। ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |

ତାରା
ଫ୍ରେଣ୍ଡ୍ସ ଆପଣମାନେ ତାରାଙ୍କୁ ତାରିଣୀ ଆଖିର ତାରା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ । ତାଙ୍କ ଜବରଦସ୍ତ ଅଭିନୟ ଦ୍ୱାରା ସେ ଆଜି ସମସ୍ତଙ୍କ ଘରେ ଘରେ ପରିଚିତ। ତେବେ ଦର୍ଶକ ବନ୍ଧୁ ଆପଣମାନେ ତାରାଙ୍କ ମା କୁ ଦେଖିପାରୁଥିବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.