Breaking News

ପ୍ରଥମ ଥର ଦେଖନ୍ତୁ ଓଡ଼ିଆ ହିରୋ ହିରୋଇନ ମାନଙ୍କ ପିଲା ମାନେ ଦେଖିବାକୁ କେମିତି |

ହେଲୋ ଫ୍ରେଣ୍ଡ ଆପଣମାନେ ଓଲିଉଡ଼ ର ହିରୋ ହିରୋଇନମାନଙ୍କ ପିଲାମାନଙ୍କୁ କେବେ ଦେଖିଛନ୍ତିକି ଯଦି ଦେଖିନାହାଁନ୍ତି ତେବେ ଏହି ଖବରଟିକୁ ଶେଷଯାଏ ନିଶ୍ଚିତ ଦେଖନ୍ତୁ |

ତାହେଲେ ଫ୍ରେଣ୍ଡସ ଆମ ଲିଷ୍ଟରେ ପ୍ରଥମ ନମ୍ବର ରେ ଆସୁଛନ୍ତି ମାହି ମାହିଙ୍କୁ ଆପଣମାନେ ମୁହିଁ ଅର୍ଦ୍ଧାଙ୍ଗିନୀ ସିରିଏଲରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ | ଗତ ବର୍ଷ ମାହି ଚନ୍ଦନଙ୍କୁ ଭଲପାଇ ବିବାହ କରିଥିଲେ ତ ଫ୍ରେଣ୍ଡସ ଏହେଉଛି ମାହିଙ୍କର ଝିଅ |

ନମ୍ବର 2 ରେ ଆସୁଛନ୍ତି ଆଲବମ ହେରୋଇନ ମୋନାଲିସା ଆଲବମ ହେରୋଇନ ମୋନାଲିସା ଆଲବମ ହେରୋ ଦେବାଶିଷଙ୍କୁ ଭଲପାଇ ବିବାହ କରିଥିଲେ ତ ଫ୍ରେଣ୍ଡ ଆଲବମ ହେରୋ ଦେବାଶିଷ ଓ ମୋନାଲିସାଙ୍କର ଏହେଉଛନ୍ତି ପୁଅ ଆଉ ଝିଅ |

ନମ୍ବର 3 ରେ ଆସୁଛନ୍ତି ଓଲିଉଡ଼ର ଲୋକପ୍ରିୟ ହେରୋଇନ ପ୍ରିୟା ପ୍ରିୟାଙ୍କୁ ଆପଣମାନେ ବହୁତସର ସିନେମାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତ ଫ୍ରେଣ୍ଡ ଏହେଉଛନ୍ତି ପ୍ରିୟାଙ୍କର ପୁଅ |

ନମ୍ବର 4 ରେ ଆସୁଛନ୍ତି ରାନୁ ରାନୁଙ୍କୁ ଆପଣମାନେ ସିନ୍ଦୁର ବିନ୍ଦୁ ସିରିଏଲରେ ରଙ୍ଗବତୀ ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବେରେ ଦେଖିଥିବେ ତ ଫ୍ରେଣ୍ଡ ଏହେଉଛନ୍ତି ରାନୁଙ୍କର ପୁଅ |

ନମ୍ବର 5 ରେ ଆସୁଛନ୍ତି ରଚନା ବାନାର୍ଜୀ ଓଲିଉଡ଼ରେ ବେଶ ନାଁ କରିପାରିଥିଲେ ରଚନା ବାନାର୍ଜୀ ପ୍ରାୟ ବୋହୁ ବର୍ଷ ହେବ ରଚନା ବାନାର୍ଜୀ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡିଦେଇଛନ୍ତି ଆଉ କୌଣସି ଓଡ଼ିଆ ଫିଲ୍ମରେ ନଜର ଆସୁନାହାଁନ୍ତି | ତ ଫ୍ରେଣ୍ଡସ ଏହେଉଛନ୍ତି ରଚନା ବାନାର୍ଜୀଙ୍କ ପୁଆ |

ନମ୍ବର 6 ରେ ଆସୁଛନ୍ତି ମାମାମିଶ୍ର ମାମାମିଶ୍ର ଓଲିଉଡ଼ର ଲୋକପ୍ରିୟ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଭଲପାଇ ବିବାହ କରିଥିଲେ ତ ଫ୍ରେଣ୍ଡ ଏହେଉଛନ୍ତି ମାମାମିଶ୍ର ବା ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଆଉ ଝିଅ |

ନମ୍ବର 7 ରେ ଆସୁଛନ୍ତି ସ୍ୱଇଟ ସ୍ୱଇଟଙ୍କୁ ତ ଆପଣ ମାନେ ମାନିନୀ ସିରିଏଲରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବେ ଦେଖିଥିବେ ତ ଫ୍ରେଣ୍ଡ ଏହେଉଛନ୍ତି ମାନିନୀଙ୍କ ପୁଅ ମା ହେଲାପରେ ମାନିନୀ ଆଉ କୌଣସିହେଲେ ସିରିଏଲରେ ନଜର ଆସୁନାହାଁନ୍ତି |

ନମ୍ବର 8 ରେ ଆସୁଛନ୍ତି ଓଲିଉଡ଼ର ଜବରଦସ୍ତ ସୁପର ଷ୍ଟାର ବାବୁସାନ ମହାନ୍ତି ତାହେଲେ ଫ୍ରେଣ୍ଡସ ଆପଣମାନେ ଜାଣିଥିବେ ଗତ କିଛିଦିନ ତଳେ ବାବୁସାନ ମହାନ୍ତି ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି ବାବୁସାନ ମହାନ୍ତି ହେଉଛନ୍ତି ଓଲିଉଡ଼ର ଲୋକ ପ୍ରିୟ ସୁପର ଷ୍ଟାର ଉତ୍ତମହାନ୍ତି ଏବଂ ହେରୋଇନ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ପୁଅ | ତ ଫ୍ରେଣ୍ଡ ଗତ କିଛି ଦିନ ତଳେ ବାବୁସାନ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି | ତ ଫ୍ରେଣ୍ଡସ ଏହେଉଛନ୍ତି ବାବୁସାନଙ୍କ ପୁଆ |

ନମ୍ବର 9 ରେ ଆସୁଛନ୍ତି ଉପାସନା ଯେକି ମାନିନୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିଲେ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ମାନିନୀ ସିରିଏଲରେ ନିଶ୍ଚିତ ଭାବେ ଦେଖିଥିବେ | ତ ଫ୍ରେଣ୍ଡସ ମାନିନୀ ଗିରିଶ ମହାନ୍ତିକୁ ଭଲପାଇ ବିବାହ କରିଥିଲେ | ଗିରିଶ ମହାନ୍ତି ଯେକି ଜଣେ ପ୍ରଡୁସର ଓ ଡ଼ାଇରେକ୍ଟର ମଧ୍ୟ୍ୟ ଅଟନ୍ତି ତ ଫ୍ରେଣ୍ଡସ ଏହେଉଛନ୍ତି ମାନିନୀ ବା ଗିରିଶ ମହାନ୍ତିଙ୍କ ଏକ ମାତ୍ର ପୁଅ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.