Breaking News

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ ଫ୍ରେଣ୍ଡସ ଏହି ସିରିଏଲରେ ହେରା ଭାବରେ ଅଭିନୟ କରୁଥିବା Swatikଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ତେବେ ଫ୍ରେଣ୍ଡସ ଆପଣ ମାନେ ଜାଣିଛନ୍ତି କି ? Swatikଙ୍କର ପ୍ରକୃତ ଗାଲଫ୍ରେଣ୍ଡ କିଏ ସେ କାହାକୁ ଭଲପାଉଛନ୍ତି ଏବଂ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା |

ଫ୍ରେଣ୍ଡସ Swatikଙ୍କ ପ୍ରକୃତ ନାମ ହେଉଛି Jagjit pal ସେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ବା ନୂଆ ବୋହୁ ସିରିଏଲରେ ରାଧିକା ଆଉ ସ୍ଵାତିକଙ୍କର ଲଭ ରୋମାନ୍ସ କୁ ଦେଖିବାପାଇଁ ସାରା ଓଡ଼ିଶାର ଦର୍ଶକମାନେ ବେଶ ପସନ୍ଦ କରନ୍ତି ଯାହା ଦ୍ୱାରା ଏହି ସିରିଏଲଟି ସାର ଓଡ଼ିଶାର ନମ୍ବର 1 ସିରିଏଲ ହୋଇପାରିଛି କିନ୍ତୁ ଏହି ସିରିଏଲଟି ବର୍ତ୍ତମାନ ସମୟରେ ବନ୍ଦ କରାଯାଇଛି | ଆଉ ଏହି ସିରିଏଲ ବଦଳରେ ଆପଣମାନେ ଗୋଟିଏ ନୂଆ ସିରିଏଲ ଦେଖିବା କୁ ପାଇଥିବେ ଯାହାର ନାଁ ରହିଛି ଝିଅ ଆମର ନୂଆ ବୋହୁ |

ତ ଫ୍ରେଣ୍ଡସ ଆପଣମାନେ ତ ଜାଣିଥିବେ ଏହି ସିରିଏଲ ରେ ରାଧିକା ଓ ସ୍ଵାତିକ ଅଭିନୟ କରୁନାହାଁନ୍ତି କିନ୍ତୁ ଯାହା ସୋସିଆଲ ମିଡିଆରେ ଏବେ ଶୁଣିବାକୁ ମିଳୁଛି ଖୁବ ଶୀଘ୍ର ରାଧିକା ସ୍ଵାତିକ ଗୋଟିଏ ନୂଆ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି ସେହି ସିରିଏଲଟିର ନାଁ ରହିଛି ବନ୍ଧନ ଜନ୍ମ ଜନ୍ମର | ତାହାହେଲେ ଫ୍ରେଣ୍ଡସ ବର୍ତ୍ତମାନ ସମୟର ସେହି ସିରିଏଲର ସୁଟିଂ ଖୁବ ଜୋରସୋରରେ ଚାଲିଛି | ସ୍ଵାତିକଙ୍କର ପରିବାର ବିଷୟରେ ଦେଖିବାକୁ ଗଲେ ତାଙ୍କ ପରିବାରେ ତାଙ୍କ ବାପା ଓ ମା ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି |

ସ୍ଵାତିକ ତାଙ୍କର ଘର ବଡ ପୁଅ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି,ସ୍ଵାତିକ ଗୋଟିଏ ଇଣ୍ଟରଭିଉରେ କହିଥିଲେ ବର୍ତମାନ ସମୟରେ ତାଙ୍କର କେହିବି ଗାର୍ଲଫ୍ରେଣ୍ଡ ନାହାଁନ୍ତି ଓ ସେ ବର୍ତ୍ତମାନ ସମୟରେ ସିଂଗିଲ ଅଛନ୍ତି ଆଉ ସେ ନିଜ କ୍ୟାରିଅର ଉପରେ ଫୋକସହ କରୁଛନ୍ତି | ତାହେଲେ ଫ୍ରେଣ୍ଡସ ଆପଣ ମାନଙ୍କୁ ରାଧିକା ଓ ସ୍ଵାତିକଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ |

About odisha news

Check Also

ଏବେ ଏବେ ଆସିଲା ବଡ଼ ଦୁଃଖଦାୟକ ଖବର, ଏହି ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ହୋଇଛି ,ସିନେମା ଜଗତରେ ଖେଳିଯାଇଛି ଶୋକର ଲହରୀ !

ଦର୍ଶକବନ୍ଧୁ ବର୍ତମାନ ସମୟରେ ଗୋଟେ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତା ତଥା ଓ ଅନେକ …

Leave a Reply

Your email address will not be published.