Breaking News

ଓଡ଼ିଆ ସିନେମା ଜଗତରେ ଖେଳିଯାଇଛି ଶୋକର ଲହରୀ Aji ଏହି ପ୍ରସିଦ୍ଧ ଗୀତିକାର ଙ୍କର ଘଟିଲା ମୄ-ତ୍ୟୁ ଦେଖନ୍ତୁ…. କଣ ହୋଇଥିଲା ତାଙ୍କର !

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ଓଡ଼ିଆ ସଂଗୀତ ଜଗତ ପାଇଁ ଆସିଯାଇଛି ବହୁତ ବଡ଼ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ କଣ୍ଠ ଶିଳ୍ପୀ ପରଲୋକରେ ଅନେକ କଳଙ୍କର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଡ଼ିଆ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି ଓଲିଉଡ ଜଗତ ପାଇଁ ସେ ସବୁଦିନ ପାଇଁ ଆଖି ବୁଝିଛନ୍ତି | ବାରିପଦା ସହର ପୁରୁଣା ହାଟ ସେ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |

ତାଙ୍କ ମୄ-ତ୍ୟୁ ରେ ସବୁ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ବିଶେଷ କରି ଓଡ଼ିଆ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି ସେ ତାଙ୍କର ଶେଷ ଦର୍ଶନ କରିବା ସମୟରେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି | ତେବେ ଏହି କଣ୍ଠ ସ୍ଲିପି ନୀତି କବିତାରେ ତାର ସୁପରହିଟି ଚଳଚିତ୍ର ପରଦେଶୀ ଚଢ଼େଇରେ ପ୍ରଥମ ସୁଯଗ ଦେଇଥିଲେ ଆଖ୍ୟା ମହାନ୍ତି |

ସାଗର ଗଙ୍ଗା ଏବଂ ଅନେକ ଫିଲ୍ମ ରେ ନିମାଇ ଅନେକ ଗୀତ ଲେଖିଛନ୍ତି | ନିମାଇ ମହାନ୍ତି ଗୀତ କବିତାଟି 1993 ଓଡ଼ିଆ ସେନେକ୍ରିଟି ଚଳଚ୍ଚିତ୍ର ଜଗତରେ 2004 ରେ ଓଡିଶା ସରକାରଙ୍କର ସଂସ୍କୃତି ବିବାହାଗ 2005 ରେ ସେ ରାଜସ୍ୱ ପୁରସ୍କାର ପାଇଥିଲେ |

ଏଠି ସହିତ ମେଘା ସିରିଏଲ ଗାୟିତ୍ରୀ ଓ ଶ୍ରୀସକ ଭାବରେ ଏହି ସମସ୍ତ ଗୀତ ଲେଖି ଗାଁ ଗହଳିରେ ଲୋକ ପ୍ରିୟ ହୋଇ ପାରିଛନ୍ତି ତାଙ୍କର ଗୀତିକାର ଜୀବନ ଆକାଶ ବାଣୀରୁ ଆରମ୍ଭ ହୋଇଥିଲା ତେବେ ଓଡ଼ିଆ କଣ୍ଠ ଶିଳ୍ପୀ ବା ଗୀତିକାର ନିମାଇ ମହାନ୍ତିଙ୍କର ପରା ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.