Breaking News

ଓଡିଆ ନାୟିକା Ipsita Mohanty (ତୁଳସୀ) ଙ୍କ ପରିବାର ଓ ଜୀବନୀ ଦେଖନ୍ତୁ ୧୦ ବର୍ଷ ପରେ କେମିତି ଅଛନ୍ତି, ଖୁବ ଶୀଘ୍ର ଫେରୁଛନ୍ତି ଅଭିନୟ ଦୁନିଆକୁ – ollywood

ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ପାଦ ପକେଇବାକୁ ହେଲେ ବହୁତ କଷ୍ଟ କରିବାକୁ ପଡିଥାଏ।ଓଡ଼ିଆ ଧାରାବାହିକ ରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ଙ୍କୁ ଆପଣ ମାନେ ଜାଣିଥିବେ ନିଶ୍ଚୟ। ସେ ତାଙ୍କ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଲିଉଡ ଜଗତରେ ପାଦ ଦେଇଛନ୍ତି।ଆପଣ ମାନେ ଜାଣିଥିବେ ଜଣେ ସଫଳ ଅଭିନେତ୍ରୀ ଇସ୍ପିତାଙ୍କୁ ଆମେ ତାଙ୍କ ବିଷୟରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଖବର ଟି ଜାଣିବା।


ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଇପ୍ସିତା ତାଙ୍କ ଜୀବନ ଓ ପରିବାର ବିଷୟରେ ।ତାହେଲେ ଆସନ୍ତୁ ଜାଣିବା ଇପ୍ସିତା ଙ୍କ ବିଷୟରେ।ଓଡ଼ିଆ ଧାରାବାହିକ “ ତୁଳସୀ, ରେ ସେ ଅଭିନୟ କରିଛନ୍ତି।ଏହି ଧାରାବା ହେଉଛି ହିକ ଟି ବହୁତ ଲୋକ ପ୍ରିୟ ଧାରାବାହିକ ଥିଲା। ଇସ୍ପିତାଙ୍କ ଘର ହେଉଛି ଭୁବନେଶ୍ୱର ରେ।ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ ।ଇସ୍ପିତା ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଇସ୍ପି ଙ୍କ ସ୍ୱାମୀ ଙ୍କର ନାମ ରୋହିତ ମହାନ୍ତି।ଇସ୍ପିତା ଛୋଟ ବେଳୁ ତାଙ୍କର ଅଭିନୟ ପ୍ରତି ରୁଚି ଥିଲା ।ଆଜି ସେ ତାଙ୍କ ଲକ୍ଷ୍ୟ ସଫଳ ହୋଇଛନ୍ତି।

ତୁଳସୀ ଧାରାବାହିକ ରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ଈପ୍ସିତା ନିଜ ଅଭିନୟ ଦ୍ଵାରା ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ତୁଳସୀ ସିରିଏଲ ଇପ୍ସିତା ଙ୍କ ଅଭିନୟ ବହୁତ ବଢିଆ ଥିଲା।ଯାହାକି ସିଏ ଲୋକପ୍ରିୟତା ହାସଲ କରିଥିଲେ।ତାଙ୍କ ଅଭିନୟ ଦ୍ଵାରା ଲୋକ ଙ୍କ ମନକୁ ଜିତି ପାରିଥିଲେ। ସେ କେତକ ଓଡିଆ ଆଲବମ ଓ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।ସେ ଗୁଡିକ ହେଲା ‘ତୁ ହେଇଜା, ଏତେ ସୁନ୍ଦର ଏବଂ ଗୁଲୁ ଗୁଲିଆ ଝିଅ’ ଆଦି ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଇପ୍ସିତା ଏବେ କଣ ପାଇଁ କୌଣସି ଧାରାବାହିକ କାମ କରୁ ନାହାନ୍ତି। ଧାରାବାହିକ ‘ତୁଳସୀ’ ପରେ ଅନ୍ୟ କୌଣସି ସିରିଏଲରେ ନଜର ଆସିନଥିଲେ । କାରଣ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିଥିଲେ। ସେ ଏବେ ତାଙ୍କ ପରିବାର ସହ ଦୁବାଇ ରେ ରହୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *