Breaking News

ଓଡିଆ କେମଡି କଳାକାର Sumanଙ୍କ ସ୍ତ୍ରୀ ଫଟୋ ପ୍ରଥମ ଥର ଦେଖନ୍ତୁ, ପୁରା ପରିବାର ଫଟୋ ଦେଖିଲେ ଚକିତ ହୋଇଯିବେ

ହେଲୋ ଫ୍ରେଣ୍ଡ୍ ଆମର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଆପଣଙ୍କ ମାନଙ୍କର ପ୍ରିୟ ଅଭିନେତା ଓ ଆପଣମାନଙ୍କର କମିଡିଆନ ସୁମନ ମହାରଣା । ଆସନ୍ତୁ ଜାଣିବା ସୁମନଙ୍କ ପରସନାଲ ଲାଇଫ ଏବଂ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା । ଆମର ପ୍ରିୟ ଅଭିନେତା ସୁମନ ମହାରଣା ଜଣେ ଓଡ଼ିଆ କଥା ଚିତ୍ର ଏବଂ ଦୂରଦ୍ରସନାଲ ଅଭିନେତା । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ ହୋଇଛନ୍ତି । ସେ 2004 ମସିହାରେ ଓଡ଼ିଆ କଥା ଚିତ୍ର କଣ୍ଢେଇ ଆଖିର ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ସୁମନ ତାଙ୍କର ପ୍ରଥମ କଥା ଚିତ୍ର ପାଇଁ ଶ୍ରେଷ୍ଟ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ପାଇଛନ୍ତି । ଆସନ୍ତୁ ଜାଣିବା ସୁମନଙ୍କର ପାରମ୍ଭିକ ଜୀବନୀ ବିଷୟରେ – ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ ଓ ସେ ଭୁବନେଶ୍ୱର ବସ୍ତୁ ଅଞ୍ଚଳରେ ହିଁ ବଡ ହୋଇଥିଲେ । ସୁମନଙ୍କ ଉଚ୍ଚତା ପାଖା ପାଖି 4 ଫୁଟ ରହିଛି ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରରେ ବାମନ ଭୂମିକାରେ ମୁଖ୍ୟତଃ ବଛାଜାଇଥନ୍ତି ।

ତାଙ୍କର ଅଭିନୟ ଜୀବନ ବିଷୟରେ ଯଦି କହିବା ତେବେ ସୁମନ ଓଡ଼ିଆ କଥା ଚିତ୍ର କଣ୍ଢେଇ ଆଖିର ଲୁହ ଜରିଆରେ 2004 ମସିହାରେ ଓଡ଼ିଆ କଥା ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କୁ ଶ୍ରେଷ୍ଟ ଶିଶୁ କଳାକାର ପୁରସ୍କାର ମିଳିଥିଲା । ଏହା ପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥା ଚିତ୍ର ଲକ୍ଷ୍ମୀପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।

ସୁମନ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସହ ଓଡ଼ିଆ ଦୂରଦର୍ଶନରେ ଅନେକ ଧାରା ବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବେଟିତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପ ଭାବରେ କାର୍ଯ୍ୟ କରିଛନ୍ତି । 2018 ମସିହାରେ ଦ୍ବାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାଡ ସୋ ଟାଇମ୍ସ ଓ 2018 ରେ ସୁମଙ୍କର ତରଙ୍ଗ ଟିଭି ରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ଟେଯୋଷିନି ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ମିଳିଛି ।

ତାଙ୍କର ଅଭିନୀତ ଚଳଚିତ୍ର ହେଲା – କଣ୍ଢେଇ ଆଖିର ଲୁହ , ଲକ୍ଷ୍ମୀପ୍ରତିମା , ପ୍ରୀୟା ମୋ ଆସିବ ଫେରି , ମାୟା , ତୁମେ ଆଖିର ତାରା , ଆଇନ କାନୁନ , ମୁନା ଏ ଲଭ ଷ୍ଟୋରୀ , ସ୍ମାଇଲ ପ୍ଲିଜ , ମୁଁ କଣ ଏତେ ଖରାପ ଓ ଧର୍ମ ଏମିତି ଅନେକ ଗୁଡ଼ିଏ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସୁମନଙ୍କ ଅଭିନୀୟତ ଧାରା ବାହିକ ଗୁଡ଼ିକ ମଧ୍ୟରେ – ସାର୍ଥକ ଟିଭି ରେ ପ୍ରସାରିତ ପରୀ ଓ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତେଯୋଷିନି ଏମିତି ଅନେକ ଗୁଡ଼ିଏ ଧାରବାହିକରେ ସେ ଅଭିନୟ କରି ସାରିଛନ୍ତି ।

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.