Breaking News

ଓଡିଆ ଜଗତର ହୀରୋ ହିରୋଇନ ଯେଉଁମାନେ ଅଭିନୟ କରୁ ବାହା ହୋଇଗଲେ

ନମସ୍କାର ବନ୍ଧୁଗଣ, ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ଖବର ଯାହା ଆପଣ ଆଗରୁ ବୋଧେ ହୁଏ ଜାଣିନଥିବେ , ହଁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇ ଦେବୁ ଯେ ଏଭଳି କିଛି ଓଡିଆ ହୀରୋ ଏବଂ ହିରୋଇନ ମାନଙ୍କ ବିଷୟ ରେ ଯେଉଁ ମାନେ ନିଜ କ୍ଯାରିୟର ରେ ଅଭିନୟ କରୁ କରୁ ପ୍ରେମ କରିଥିଲେ ଏବଂ ପରେ ବିବାହ ମଧ୍ୟ କରି ନେଇଥିଲେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସବୁ ଯୋଡି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ।


ଏଠି ମଧ୍ୟରୁ ପ୍ରଥମେ ଆସୁଛନ୍ତି ସୁବାଶୀସ୍ ଏବଂ ଅନିଶା । ଏମାନଙ୍କୁ ଆପଣ ମାନେ ଜାଣି ଥିବେ ଏମାନଙ୍କ ପ୍ରେମ ତରଙ୍ଗ ସିରିଏଲ ସ୍ୱାଭୀମାନ ରେ ହୋଇ ଥିବା ବେଳେ ଏମାନେ ପରେ ବିବାହ କରି ନେଇ ଥିଲେ । ତେବେ ଶୁଭାଶିଷଙ୍କୁ ଆପଣ ମାନେ ନୁଆ ନୁଆ ଓ ବଡ ମେଗା ଧାରାବାହିକରେ ଦେଖିବାକୁ ପାଉଥିବେ ।


ଏମାନଙ୍କ ପରେ ଅଛନ୍ତି ରୁଦ୍ର ଏବଂ ଜିନା । ଏମାନେ ଦୁହେଁ ରିଆଲିଟି ସୋ ମାଧ୍ୟମ ରେ ହିଁ ମିଳନ ହୋଇ ଥିଲେ ପରେ ଏମାନେ ବିବାହ କରି ଥିଲେ । ଏହା ପରେ ରହିଛନ୍ତି ରାଜେଶ୍ ଏବଂ ଶ୍ରଦ୍ଧା । ଏମାନଙ୍କ ଏନଗେଜ୍ ମେଣ୍ଟ 2019 ରେ ସରି ଥିବା ବେଳେ ଦୁଇ ଜଣ ଖୁବ୍ ଶିଗ୍ର ମଧ୍ୟ ବିବାହ କରିବା ପାଇଁ ଯାଉଛନ୍ତି । ଏମାନେ ମଧ୍ୟ ଆପଣ ମାନଙ୍କୁ ପ୍ରଥମେ ଧାରାବାହୀକ ଜଗତ ରେ ନଜର ଆସି ଥିଲେ ।


ଏହାପରେ ରହିଛନ୍ତି ଅମର ଏବଂ ଜେଶୀ । ଆପଣ ମାନେ ଏମାନଙ୍କୁ ଆଦି ଏବଂ ଭକ୍ତି ନାମରେ ଜାଣି ଥିବେ ଏମାନେ ଏହି ସରିଏଲ ବେଳେ ହିଁ ପ୍ରେମ ରେ ପଡି ଥିଲେ ଏବଂ ପରେ ସେମାନେ ବିବାହ ମଧ୍ୟ କରିବେ ବୋଲି ନିଶ୍ପତି ନେଇଛନ୍ତି । ଏହା ପରେ ରହିଛନ୍ତି ସାପ୍ଲିନ୍ ଏବଂ ସବିତା । ଏମାନେ ଜି ସାର୍ଥକ ର ରହିଛି ରହିବି ତୋରୀ ପାଇଁ ରେ ନିଶ୍ଚିତ ଭାବେ ଦେଖି ଥିବେ । ଏମାନଙ୍କ ପ୍ରେମ ସଂମ୍ପର୍କ ର ଗାଡୀ ବର୍ତମାନ ସମୟ ରେ ଗଡିବାରେ ଲାଗିଛି । ତେବେ ଆଗାମୀ ସମୟ ରେ କଣ ହେଉଛି ଦେଖିବା କଥା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *