Breaking News

ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ?

ଦର୍ଶକବନ୍ଧୁ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଆମ ଚଳଚ୍ଚିତ୍ର ଜଗତର ଯେଉଁ ସବୁ ହିରୋ ହିରୋଇନ ମାନେ ଅଛନ୍ତି ସେମାନଙ୍କର ଘର ସବୁ କେଉଁଠି ସେମାନେ କେଉଁଠି ଜନ୍ମ ଗ୍ରହଣ କରିଛନ୍ତି ଆମର ଏହି ଯେଉଁ ଚଳଚ୍ଚିତ୍ର ଅଛି ଭୂମିକା, ଅର୍ଚ୍ଚିତା ,ଶିବାନୀ ,ପୁନମ, ପ୍ରିୟା ,ବର୍ଷା ଓ ଶୀତଳ ସେମାନଙ୍କର ପ୍ରକୃତ ଘର କେଉଁଠି ଓ ସେ କେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି ସବୁକିଛି ଆପଣ ମାନଙ୍କୁ ଆମେ କହିବୁ |

ପ୍ରଥମେ ଆସୁଛନ୍ତି ଭୂମିକା ଦାସ ଯିଏକି ପିଲାଟି ବେଳରୁ ଚଳଚ୍ଚିତ୍ର ରେ ଅଭିନୟ କରିଆସିଥିଲେ ଏବଂ ଆଜିର ଦିନରେ ମଧ୍ୟ ଆପଣ ମାନେ ତାଙ୍କର ଅଭିନୟକୁ ଚଳଚ୍ଚିତ୍ର ରେ ତାଙ୍କ ହିରୋଇନି ରୁପକୁ ବେଶେ ପସନ୍ଦ କରୁଛନ୍ତି ଆମେ ଆପଣ ମାନଙ୍କୁ ଜଣାଇ ରଖୁଛି ଭୂମିକା ଙ୍କର ଜନ୍ମ ସ୍ଥାନ ହେଉଛି ରାଉଲକେଲା ରାଉଲକେଲା ପରେ ଜନ୍ମ ହେଲାପରେ ସେଠିରେ ରହି ମଧ୍ୟ ପାଠ ପଢୁଥିଲେ | ବର୍ତ୍ତମାନ ସମୟରେ ସେ ଯେହେତୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ହିରୋଇନି ଭାବରେ କାମ କରୁଛନ୍ତି ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଓ ଭୁବନେଶ୍ୱର ରେ ରହି ମଧ୍ୟ ବର୍ତ୍ତମାନେ ସମୟରେ ଚଳଚ୍ଚିତ୍ର ଅଭିନୟ କରିବା ସହିତ ନିଜ ପାଠ ପଢା ଜାରି ରଖିଛନ୍ତି |

ଦ୍ୱତୀୟ ରେ ଆସୁଛନ୍ତି ପୁନମ ମିଶ୍ର ବାଇଶି ପାହାଚେ ଖେଳିବ ମିନ ଚଳଚ୍ଚିତ୍ର ଜରିଆରେ ଆକ୍ଟିଙ୍ଗ କ୍ୟାରିଅର ଆରମ୍ଭ କରିଥିବା ପୁନମ ମିଶ୍ର ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ରେ ହିରୋଇନି ଭାବରେ ନଜର ଆସୁଛନ୍ତି ଆପଣ ମାନେ ମଧ୍ୟ ତାଙ୍କ ଆକ୍ଟିଙ୍ଗ ବେଶେ ପସନ୍ଦ କରିଥାନ୍ତି | ଆମେ ଜଣାଇ ରଖୁଛି କି ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସମୟରେ ସେହି ଭୁବନେଶ୍ୱର ରେ ରହୁଛନ୍ତି |

ତୃତୀୟ ରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶନି ଯାହାଙ୍କର ଆକ୍ଟିଙ୍ଗ ଆପଣ ମାନେ ବେଶେ ପସନ୍ଦ କରିଥାନ୍ତି ଅଲିଉଡର ରାଣୀ ଭାବେ ବେଶେ ଜଣା ଶୁଣା | ଆପଣମାନେ ତ ତାଙ୍କର ହିରୋଇନି ଭୂମିକାକୁ ବେଶେ ପସନ୍ଦ କରିଥାନ୍ତି ଖାସ କରି ଅନୁଭବ ବର୍ଷା ଙ୍କର ଯୋଡି ଆପଣ ମାନେ ରିଏଲ ଲାଇଫ ବେଶେ ପସନ୍ଦ କରିଥାନ୍ତି ଅନୁଭବ ମହାନ୍ତି ଙ୍କୁ ବର୍ଷା ବିବାହ କରିବା ପରେ କଟକ ରେ ରହୁଥିଲେ କିନ୍ତୁ ବର୍ଷା ଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଅନୁଭବ ବର୍ଷା ଙ୍କର ଯୋଡି ବେଶେ ପସନ୍ଦ କରନ୍ତି |

ଚର୍ତୁଥ ରେ ଆସୁଛନ୍ତି ଶିବାନୀ ସଂଗୀତ ଯିଏକି ପିଲାଟି ବେଳରୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରେ ଆକ୍ଟିଙ୍ଗ କରିଆସୁଛନ୍ତି ଆପଣମାନଙ୍କର ଭଲ ପାଇବା ପାଇ ସେ ବର୍ତ୍ତମାନ ସମୟରେ ଅଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଗଧାଡ଼ିର ହିରୋଇନି ଭାବରେ ବେଶେ ଜଣା ସୁନା ତାଙ୍କର ଆକ୍ଟିଙ୍ଗ କୁ ଦର୍ଶକ ମାନେ ବେଶେ ଭଲ ଭାବରେ ପସନ୍ଦ କରିଥାନ୍ତି ଆମେ ଆପଣଙ୍କ ମାନଙ୍କୁ ଜଣାଇ ରଖୁଛୁ କି ତାଙ୍କର ଜନ୍ମ ସ୍ଥାନ ହେଉଛି ଖୋର୍ଦ୍ଧା ବର୍ତ୍ତମାନ ସମୟରେ ସେ କିନ୍ତୁ ଭୁବନେଶ୍ୱର ରେ ରହୁଛନ୍ତି ଏବଂ ସେଠାରେ ସେ ପାଠ ପଢୁଛନ୍ତି |

ପାଞ୍ଚ ନମ୍ବର ରେ ଆସୁଛନ୍ତି ଅର୍ଚ୍ଚିତା ଦର୍ଶକବନ୍ଧୁ ଅର୍ଚ୍ଚିତା ଙ୍କର ଆକ୍ଟିଙ୍ଗ କୁ ଆପଣ ମାନେ ବେଶେ ପସନ୍ଦ କରିଥାନ୍ତି ଖାସ କରି ଶବ୍ୟ ଓ ଅର୍ଚ୍ଚିତା ଙ୍କ ଯୋଡିକୁ ଆପଣ ମାନେ ବେଶେ ପସନ୍ଦ କରିଥାନ୍ତି | ରିଏଲ ଲାଇଫ ରେ ଦର୍ଶକ ମାନେ ଶବ୍ୟ ଓ ଅର୍ଚ୍ଚିତା ଯୋଡିକୁ ମଧ୍ୟ ବହୁତ ସାରା ଭଲପାଇବା ଦେଇଛନ୍ତି ତେବେ ଆମେ ଜଣାଇ ରଖୁଛୁ ଅର୍ଚ୍ଚିତାଙ୍କ ଘର ଭୁବନେଶ୍ୱର |

ଷଷ୍ଠ ରେ ଆସୁଛନ୍ତି ଶୀତଳ ପାତ୍ର ଦର୍ଶକବନ୍ଧୁ ଶୀତଳ ପାତ୍ର ଆକ୍ଟିଙ୍ଗକୁ ଆପଣ ମାନେ ବେଶେ ପସନ୍ଦ କରନ୍ତି ଆପଣ ମାନେ ଆମକୁ କମେଣ୍ଟ କରି ଜଣାଇବେ ତାଙ୍କର କେଉଁ ଚଳଚ୍ଚିତ୍ରଟି ଆପଣ ମାନଙ୍କୁ ବେଶି ପସନ୍ଦ ତାଙ୍କର ଘର ହେଉଛି କଟକ ଓ ସେ କଟକ ରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ସମୟରେ ସେ କଟକ ରେ ରହୁଛନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.