Breaking News

ଓଡ଼ିଆ ହିରୋ ସିଦ୍ଧାନ୍ତ ମହାପାତ୍ର ଝିଅଙ୍କୁ ଆପଣ ଆଗରୁ କେବେ ଦେଖିଛନ୍ତି କି , ତାହାଲେ ନିହାତି ଦେଖନ୍ତୁ…

ଦର୍ଶକବନ୍ଧୁ ଆମର ଅଲିଉଡ ଜଗତ ର ରାଜା ଆମର ଓଡ଼ିଆ ଫିଲ୍ମ ଜଗତ ର ସୁପରଷ୍ଟାର ସିଦ୍ଧାନ୍ତ ଯିଏ କି ଆପଣ ମାନେ ମୁନା ଭାଇ ଭାବେ ଜାଣିଥିବେ | ଯିଏ କି ୭ ଥର ଓଡ଼ିଶା ଫିଲ୍ମ ଆୱାର୍ଡ଼ ପାଇସାରିଛନ୍ତି | ଆଜି ଆମେ ସେହି ମୁନା ଭାଇ ଙ୍କ ପରିବାର ଘର ସମ୍ପତି ଓ ତାଙ୍କର ପ୍ରସ୍ନାଲ୍ ଲାଇଫ ଏମିତି କେ ତାଙ୍କ ବିଷୟରେ ରେ କିଛି ଅଜଣା ଘଟଣା କମିତି କି ତାଙ୍କର ଝିଅ ଯେମିତି କୁ ସୁହାନ ମହାପାତ୍ର ତାଙ୍କୁ ଆପଣମାନେ ପୂର୍ବରୁ କେବେ ଦେଖିନଥିବେ | ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ସ୍ଥାନ ହେଉଛି ବ୍ରହ୍ମପୁର ପିତା ଙ୍କ ନାମ ମନମୋହନ ମହାପାତ୍ର ଏବଂ ମା ଙ୍କ ନାମ କନକ ମହାପାତ୍ର |

ସିଦ୍ଧାନ୍ତ ଙ୍କ ସ୍କୁଲ ଟାଇମ ଅତିବାହିତ ହେଇଥିଲେ ବ୍ରହ୍ମପୁର ମହାବିଦ୍ୟାଳୟ ରେ | ଏବଂ କଲେଜ ଟାଇମ ଅତିବାହିତ ହଉଚି ବ୍ରହ୍ମପୁର ଇନ୍ଭର୍ଶିଟୀ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ପତ୍ନୀ ଙ୍କ ନାମ ହୋଉଛି ମାମା ମିଶ୍ର | ସିଦ୍ଧାନ୍ତ ଏବଂ ମାମା ସିଶ୍ର ଙ୍କ ଦୁଇଟି ସନ୍ତାନ ଅଛନ୍ତି କିନ୍ତୁ ପବ୍ଲିକ ସାମ୍ନା କୁ ସେମାନଙ୍କୁ କେବେବି ଆସନ୍ତି ନାହିଁ | ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ରେ ବିଧାନସଭାର ଆସନ ପାଇଁ ଲଢିଥିଲେ ମଧ୍ୟ |

ସିଦ୍ଧାନ୍ତ ମହାପାତ୍ର ଙ୍କ ରଚନା ଙ୍କ ସହ ବ୍ରେକଅପ ପରେ ଆଉ ଦୁଇଜଣ ଙ୍କ ଦେଖା ସାକ୍ଷାତ ହୋଇନଥିଲା | କିନ୍ତୁ ପୁଣି ବୋହୁଡ଼ିନ ର ଅପେକ୍ଷା ପରେ ସିଦ୍ଧାନ୍ତ ଏବଂ ଅର୍ଚ୍ଚନା ଙ୍କ ଯୋଡି କୁ ଏକାଠି ଦେଖିବାକୁ ପାଇଛନ୍ତି | ଜି ସାର୍ଥକ ର ଗୋଟିଏ ସୋ ଯାହାର ନାମ ଥିଲା ସାର୍ଥକ ସଂସାର ଆୱାର୍ଡ଼ | ଏବଂ ସେଠାକୁ ସିଦ୍ଧାନ୍ତ ମହାପାତ୍ର ତାଙ୍କର ପୁଅ ଏବଂ ଝିଅ କୁ ସାଙ୍ଗରେ ନେଇଯାଇଥିଲେ | କିନ୍ତୁ ତା ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ପୁଅ ଝିଅ ଙ୍କୁ ଅତେତ ଦେଖିବାକୁ ପାଇନଥିବା | କଣ ଆପଣମାନେ ତାଙ୍କୁ କେବେବି ସାଙ୍ଗରେ ଦେଖିଛନ୍ତି ଯଦି ହଁ ତେବେ କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ |

ଏବେ ଆପଣ ମାନେ ଜାଣିଜିବେ ଜେ ସେ କଣ ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଆଣିନାହାନ୍ତି | ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୫ ରୁ ୧୦ ଲକ୍ଷ୍ୟ ନେଇଥାନ୍ତି | ଗୋଟିଏ ବ୍ରାଣ୍ଡ ର ପ୍ରୋମେସନ ପାଇଁ ପାଖାପାଖି ୨ ଲକ୍ଷ୍ୟ ଟଙ୍କା ନେଇଥାନ୍ତି | ଏହାସହିତ ସିଦ୍ଧାନ୍ତ ଙ୍କର ବ୍ରହ୍ମପୁର ରେ ଗୋଟିଏ ଆଲିସାନ୍ ଘର ରହିଛି ଏବଂ ୩ ଟି କାର ମଧ୍ୟ ରହିଛି | ଏବଂ ୪ ଟି ସୁପର ବାଇକ୍ ରହିଛି ବର୍ତ୍ତମାନ ଆପଣ ଜନିରଖାନ୍ତୁ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ତାଙ୍କର ନାମ ହୋଉଛି ସୁହାନା ମହାପାତ୍ର | ଏବଂ ସୁହାନା ଙ୍କ ବୟସ ମାତ୍ର ୧୬ ବର୍ଷ ଯିଏ କି ଗୋଟିଏ ବି ଫିଲ୍ମ୍ ରେ କାମ କରିନାହାନ୍ତି କିନ୍ତୁ ଖୁବ୍ ଶୀଘ୍ର ଆପଣମାନେ ତାଙ୍କୁ ଚଳଚ୍ଚିତ୍ର ରେ ହିରୋଇନ୍ ଭାବେ ଦେଖିବାକୁ ପାଇଯିବେ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.