Breaking News

ଓଡ଼ିଆ ହିରୋଇନ Koel ବାନାର୍ଜୀ ଙ୍କ ଦ୍ୱତୀୟ ସ୍ୱାମୀ କିଏ ଆଉ ତାଙ୍କ ଘର କେଉଁଠି ଏବଂ ସେ କଣ କରନ୍ତି !

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ କୋଏଲ ବାନାର୍ଜୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏକି ଓଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି 2013 ମସିହାରୁ ଅଭିନୟ ଜୀବନର ଆରମ୍ଭ କରିଥିବା କୋଏଲ ଖୁବ୍ କମ୍ ଦିନ ଭିତରେ ଲୋକପ୍ରିୟତା ହାସଲ କରି ପାରିଥିଲେ କୋଏଲ ନିଜର ରିଲ୍ ଲାଇଫ କୁ ନେଇ ଯେତିକି ଚର୍ଚ୍ଚାରେ ରହି ଆସୁଛନ୍ତି ତାହା ଠାରୁ ଅଧିକ ସେ ତାଙ୍କ ରିଏଲ ଲାଇଫ କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି |

ତେବେ ଆସନ୍ତୁ ଜାଣିବା କୋଏଲ ବାନାର୍ଜୀ ଙ୍କର ରିଏଲ୍ ଲାଇଫ ବିଷୟରେ ବଙ୍ଗୀୟ ସୁନ୍ଦରୀ କୋଏଲ 2013 ମସିହା ରେ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଏହା ପରେ ସୁଟିଙ୍ଗ ସେଟ ରୁ ଭଲ ପାଇ ଓଲିଉଡର ଅଭିନେତା ବବି ମିଶ୍ର ଙ୍କୁ ବିବାହ କରିଥିଲେ |

ତେବେ ବିବାହର କିଛି ଦିନ ପରେ 2021 ମସିହାରେ କୌଣସି କାରଣରୁ ଦୁହେଁ ଅଲଗା ହୋଇ ଯାଇଥିଲେ ଏବଂ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା ଏହା ପଟେ ପୁଣି ଥରେ 2022 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଏଲ ବାନାର୍ଜୀ |

ତେବେ କୋଏଲ ତାଙ୍କର ବଏଫ୍ରିଣ୍ଡ ଆରୁ ଙ୍କୁ ବିବାହ କରିଛନ୍ତି ତେବେ ଇଏ ହେଉଛନ୍ତି କୋଏଲ ଙ୍କର ଦ୍ୱିତୀୟ ସ୍ବାମୀ ତେବେ କୋଏଲ ଏବେ ଓଡ଼ିଶା ଛାଡି କଲିକତାରେ ସେଟେଲ୍ ହୋଇ ସାରିଛନ୍ତି ତେବେ ଆପଣ ମାନଙ୍କୁ କୋଏଲ ବାନାର୍ଜୀ ଙ୍କର ଅଭିନୟ କେମିତି ଲାଗେ କମେଣ୍ଟ ରେ ଜଣାନ୍ତୁ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.