Breaking News

ଓଡ଼ିଆ ହିରୋମାନଙ୍କ ଭାଇମାନଙ୍କୁ ଆଗରୁ କେବେବି ହେଲେ ଦେଖିନଥିବେ, ସବୁଠୁ Handsom ଏହି ହେରାଙ୍କ ଭାଇ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ଓଲିଉଡର ହିରୋମାନଙ୍କୁ ବହୁତ ସାରା ଚଳଚିତ୍ର ମାଧ୍ୟମରେ ଦେଖୁଥିବେ ହେଲେ ଏହି ହିରୋମାନଙ୍କ ଭାଇ ମାନଙ୍କୁ ଆପଣମାନେ ଆଗରୁ କେବେ ଦେଖିଛନ୍ତି କି ଯଦି ଦେଖି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ଆମ ଲିଷ୍ଟରେ ପ୍ରଥମ ନମ୍ବରରେ ଆସୁଛନ୍ତି ଓଲିଉଡ଼ ସୁପର ଷ୍ଟାର ଅନୁଭବ ମହାନ୍ତି ତେବେ ଅନୁଭବ ମହାନ୍ତିଙ୍କ ସାନ ଭାଇ ହେଉଛନ୍ତି ଅନୁପ୍ରାସ ମହାନ୍ତି ତେବେ ଅନୁଭବ ଏବଂ ଅନୁପ୍ରାସ ଏବେ ଏକାଠି ରହୁଛନ୍ତି ଅନୁପ୍ରାସ ଗୋଟିଏ ବିଜନେସ ମଧ୍ୟ କରୁଛନ୍ତି |

ଏହା ପରେ ନମ୍ବର ଦୁଇରେ ଆସୁଛନ୍ତି ଜ୍ୟୋତି ଜ୍ୟୋତିଙ୍କୁ ଆପଣମାନେ ବହୁତ ସାରା ଫିଲ୍ମରେ ସୁନ୍ଦର ଆକ୍ଟିଙ୍ଗ କରୁଥିବାର ଦେଖିଥିବେ ଇଏ ହେଉଛନ୍ତି ଜ୍ୟୋତିଙ୍କ ସାନ ଭାଇ ଦେଖନ୍ତୁ ଆମେ ଆପଙ୍କ ଫୋଟରେ ଦେଖାଉଛୁ ଇଏ ହେଉଛନ୍ତି ଜଣେ ଇଞ୍ଜିନିୟର |

ଏହା ପରେ ତୃତୀୟରେ ଆସୁଛନ୍ତି ସମ୍ବିତ ସମ୍ବିତ ଙ୍କୁ ଆପଣମାନେ ବହୁତ ସାରା ଫିଲ୍ମରେ ସୁନ୍ଦର ଆକ୍ଟିଙ୍ଗ କରୁଥିବାର ଦେଖିଥିବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସମ୍ବିତଙ୍କ ଭାଇ ଏବଂ ଇଏ ବିଜନେସ ମଧ୍ୟ କରନ୍ତି |

ଚତୁର୍ଥରେ ଆସୁଛନ୍ତି ମିହିର ଦାସଙ୍କ ପୁଅ ଅମ୍ଲାନ ଅମ୍ଲାନଙ୍କୁ ଆପଣ ମାନେ ବହୁତ ସାରା ଫିଲ୍ମରେ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ ଇଏ ହେଉଛନ୍ତି ଅମ୍ଲାନଙ୍କ ଭାଇ ଯିଏ ତାଙ୍କ ଫ୍ୟାମିଲି ଫୋଟରେ ନଜର ଆସିଛନ୍ତି |

ପଞ୍ଚମରେ ଆସୁଛନ୍ତି ଅରିନ୍ଦମ ଅରିନ୍ଦମଙ୍କ ବହୁତ ସାରା ଫିଲ୍ମ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ଅରିନ୍ଦମଙ୍କ ଭାଇ ଓ ଭଉଣୀ |

ଏହା ପରେ ଷଷ୍ଟରେ ଆସୁଛନ୍ତି ସବ୍ୟସାଚୀ ଆପଣମାନେ ସବ୍ୟସଚି ଙ୍କ ଆକ୍ଟିଙ୍ଗ ବହୁତ ସାରା ଫିଲ୍ମରେ ନିଶ୍ଚିତ ଭାବରେ ଦେଖୁଥିବେ ଦେଖନ୍ତୁ ଇଏ ହେଲା ସବ୍ୟସଚିଙ୍କ ଭାଇ ଯାହାଙ୍କୁ ଆପଣମାନେ ଆଗରୁ କେବେ ଦେଖି ନଥିବେ |

ଏହା ପରେ ସପ୍ତମରେ ଆସୁଛନ୍ତି ଦୀପକ ଦୀପକଙ୍କୁ ଆପଣମାନେ ବହୁତ ସାରା ଫିଲ୍ମ ଏବଂ ରିଆଲିଟି ସୋରେ ଦେଖିଥିବେ ଦେଖନ୍ତୁ ଫୋଟୋରେ ଇଏ ହେଉଛନ୍ତି ଦୀପକ ଙ୍କ ଭାଇ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.