Breaking News

ଦେଖନ୍ତୁ , ନୂଆ ବାହା ହୋଇଥିବା ଓଡିଆ ହୀରୋ ହେରୋଇନ ମାନେ କିପରି ହୋଲି ପାଳନ କଲେ

ଆଜି ହେଉଛି , ରଙ୍ଗ ର ପର୍ବ ହୋଲି ତେବେ ଆଜିର ଦିନକୁ କିପରି ପାଳନ କରିଛନ୍ତି ଆମ ଓଡିଆ ସେଲିବ୍ରେଟି ମାନେ କଣ ଆପଣମାନେ ଜାଣିଛନ୍ତି କି ?? ଯଦି ଜାଣିନାହାନ୍ତି | ତେବେ ଆମର ଏହି ଆର୍ଟିକ୍ଲ ଟିକୁ ସମ୍ପୂର୍ଣ ପଢନ୍ତୁ | ତେବେ ଫ୍ରେନ୍ଦ୍ସ ଆପଣମାନେ ଜାଣିଥିବେ ଆଜି ହେଉଛି ରଙ୍ଗର ପର୍ବ ହୋଲି | ତେବେ ଏହି ପର୍ବଟିକୁ ବହୁତ ଧୁମଧାମ ର ସହ ପାଳନ କରିଥାନ୍ତି | ସେହିପରି ସେଲିବ୍ରେଟି ମାନେ ମଧ୍ୟ ଏହି ପର୍ବ ଟିକୁ ବହୁତ ଧୁମଧାମ ର ସହ ପାଳନ କରିଥାନ୍ତି |

ଆଉ ସୁଟିଙ୍ଗସେଟ ରେ ମଧ୍ୟ ଖୁବ ଧୁମଧାମରେ ପାଳନ କରୁଥିବାର ମଧ୍ୟ ଦେଖାଯାଇ ଥାନ୍ତି | ସୁଟଟିଙ୍ଗ ର ଦୁଇ ଦିନ ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଜାରିରଖିଥାନ୍ତି | ଆଉ ସେ ସବୁର ଫୋଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆ ଏକାଉନ୍ଟ ରେ ପୋଷ୍ଟ କରିଛନ୍ତି |ତେବେ ଏହି ହୋଲିର ପର୍ବ ଟିକୁ ମଧ୍ୟ ଏହି ସବୁ ସେଲିବ୍ରଟୀ ମାନେ ମଧ୍ୟ ଖୁବ ଧୁମଧାମ ରେ ପାଳନ କରିଥାନ୍ତି |

 

 

 

 

ତେବେ ସୋଟଟିଙ୍ଗ ସେଟରେ ଖୁବସର ମଜାମସ୍ତି କରିବା ସହ ବହୁତ ସାରା ମଜାମସ୍ତି ମଧ୍ୟ କରିଛନ୍ତି | ଏସବୁର କିଛି ଫୋଟୋ ସେମାନେ ତାଙ୍କ ସୋସିଆଲ ମିଡିଆ ଏକାଉନ୍ଟ ରେ ପୋଷ୍ଟ କରିଛନ୍ତି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *