ଆଜି ହେଉଛି , ରଙ୍ଗ ର ପର୍ବ ହୋଲି ତେବେ ଆଜିର ଦିନକୁ କିପରି ପାଳନ କରିଛନ୍ତି ଆମ ଓଡିଆ ସେଲିବ୍ରେଟି ମାନେ କଣ ଆପଣମାନେ ଜାଣିଛନ୍ତି କି ?? ଯଦି ଜାଣିନାହାନ୍ତି | ତେବେ ଆମର ଏହି ଆର୍ଟିକ୍ଲ ଟିକୁ ସମ୍ପୂର୍ଣ ପଢନ୍ତୁ | ତେବେ ଫ୍ରେନ୍ଦ୍ସ ଆପଣମାନେ ଜାଣିଥିବେ ଆଜି ହେଉଛି ରଙ୍ଗର ପର୍ବ ହୋଲି | ତେବେ ଏହି ପର୍ବଟିକୁ ବହୁତ ଧୁମଧାମ ର ସହ ପାଳନ କରିଥାନ୍ତି | ସେହିପରି ସେଲିବ୍ରେଟି ମାନେ ମଧ୍ୟ ଏହି ପର୍ବ ଟିକୁ ବହୁତ ଧୁମଧାମ ର ସହ ପାଳନ କରିଥାନ୍ତି |
ଆଉ ସୁଟିଙ୍ଗସେଟ ରେ ମଧ୍ୟ ଖୁବ ଧୁମଧାମରେ ପାଳନ କରୁଥିବାର ମଧ୍ୟ ଦେଖାଯାଇ ଥାନ୍ତି | ସୁଟଟିଙ୍ଗ ର ଦୁଇ ଦିନ ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଜାରିରଖିଥାନ୍ତି | ଆଉ ସେ ସବୁର ଫୋଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆ ଏକାଉନ୍ଟ ରେ ପୋଷ୍ଟ କରିଛନ୍ତି |ତେବେ ଏହି ହୋଲିର ପର୍ବ ଟିକୁ ମଧ୍ୟ ଏହି ସବୁ ସେଲିବ୍ରଟୀ ମାନେ ମଧ୍ୟ ଖୁବ ଧୁମଧାମ ରେ ପାଳନ କରିଥାନ୍ତି |
ତେବେ ସୋଟଟିଙ୍ଗ ସେଟରେ ଖୁବସର ମଜାମସ୍ତି କରିବା ସହ ବହୁତ ସାରା ମଜାମସ୍ତି ମଧ୍ୟ କରିଛନ୍ତି | ଏସବୁର କିଛି ଫୋଟୋ ସେମାନେ ତାଙ୍କ ସୋସିଆଲ ମିଡିଆ ଏକାଉନ୍ଟ ରେ ପୋଷ୍ଟ କରିଛନ୍ତି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ