ହଁ ବନ୍ଧୁ ଚଳିତ ବର୍ଷ ହୋଲି ରେ ଲାଗିଥିବା କଟକଣା କୁ ମାନି କେମିତି ହୋଲି ଖେଳିଛନ୍ତି ଉଳୀଉଡ୍ ର ଅଭିନେତା ଓ ଅଭିନେତ୍ରୀ ମାନେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆମେ ସର୍ବ ପ୍ରଥମେ ଜାଣିବା ସବ୍ୟସାଚୀ ଓ ଅର୍ଚ୍ଚିତା କେମିତି ହୋଲି ପାଳନ କରିଛନ୍ତି । ଆପଣ ନିଶ୍ଚୟ ଜାଣିଥିବେ ଯେ ଚଳିତ ବର୍ଷ ଏ ଦୁହେଁ ବିବାହ ବନ୍ଧନ ବାନ୍ଧି ହୋଇଛନ୍ତି ।
ସେ ବିବାହ ର ପ୍ରଥମ ହୋଲି ଟି ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ତାଙ୍କ ପରିବାର ମାନ ଙ୍କ ସହିତ ମିଶି । ଏଥି ସହିତ ଏହି ଦୁଇ ଯୋଡ଼ି ହୋଲି ଖେଳିବା ସହିତ ଏକ ଭିଡିଓ ରେ ଲାଇଭ ଆସି ଓଡ଼ିଶା ବାସି ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସତର୍କ ମଧ୍ୟ କରାଇଥିଲେ ଯେ ଯେଉଁ ଭଳି ଭାବେ କରୋନା ର ଦ୍ଵିତୀୟ ଲହରୀ ଆରମ୍ଭ ହେଲାଣି ସେଥିପାଇଁ ନିଜ ପରିବାର ସହ ହୋଲି ଖେଳନ୍ତୁ ।
ଦର୍ଶକ ବନ୍ଧୁ ତ ପରେ ଆସୁଛନ୍ତି ସ୍ବରାଜ ବାରିକ୍ ଆପଣ ମାନେ ଜାଣିଥିବେ ସ୍ବରାଜ ବାରିକ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ନୂତନ ହିରୋ ଭାବେ ପାଦ ଦେଇଛନ୍ତି । ସ୍ବରାଜ ଚଳିତ ବର୍ଷ ହୋଲି ରେ କଟକଣା କୁ ମାନି ସେ ତାଙ୍କ ପରିବାର ସହ ମିଶି ହୋଲି ଖେଳିଛନ୍ତି ବହୁ ମଜା ମସ୍ତି ମଧ୍ୟ କରିଛନ୍ତି ।
ହଁ ସେମିତି ଓଡ଼ିଆ ଫିଲ୍ମ୍ ଓ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ହୋଲି ନିଜ ପରିବାର ସହ ମିଶି ହୋଲି ଖେଳିଛନ୍ତି ଓ ସେମାନେ ତାଙ୍କ ହୋଲି ଖେଳ ର ଫଟୋ ତାଙ୍କର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ