Breaking News

ଓଡିଆ ହୀରୋ ହିରୋଇନ ମାନେ କେମିତି ହୋଲି ପାଳନ କଲେ ଦେଖନ୍ତୁ

ହଁ ବନ୍ଧୁ ଚଳିତ ବର୍ଷ ହୋଲି ରେ ଲାଗିଥିବା କଟକଣା କୁ ମାନି କେମିତି ହୋଲି ଖେଳିଛନ୍ତି ଉଳୀଉଡ୍ ର ଅଭିନେତା ଓ ଅଭିନେତ୍ରୀ ମାନେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆମେ ସର୍ବ ପ୍ରଥମେ ଜାଣିବା ସବ୍ୟସାଚୀ ଓ ଅର୍ଚ୍ଚିତା କେମିତି ହୋଲି ପାଳନ କରିଛନ୍ତି । ଆପଣ ନିଶ୍ଚୟ ଜାଣିଥିବେ ଯେ ଚଳିତ ବର୍ଷ ଏ ଦୁହେଁ ବିବାହ ବନ୍ଧନ ବାନ୍ଧି ହୋଇଛନ୍ତି ।

ସେ ବିବାହ ର ପ୍ରଥମ ହୋଲି ଟି ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ତାଙ୍କ ପରିବାର ମାନ ଙ୍କ ସହିତ ମିଶି । ଏଥି ସହିତ ଏହି ଦୁଇ ଯୋଡ଼ି ହୋଲି ଖେଳିବା ସହିତ ଏକ ଭିଡିଓ ରେ ଲାଇଭ ଆସି ଓଡ଼ିଶା ବାସି ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସତର୍କ ମଧ୍ୟ କରାଇଥିଲେ ଯେ ଯେଉଁ ଭଳି ଭାବେ କରୋନା ର ଦ୍ଵିତୀୟ ଲହରୀ ଆରମ୍ଭ ହେଲାଣି ସେଥିପାଇଁ ନିଜ ପରିବାର ସହ ହୋଲି ଖେଳନ୍ତୁ ।


ଦର୍ଶକ ବନ୍ଧୁ ତ ପରେ ଆସୁଛନ୍ତି ସ୍ବରାଜ ବାରିକ୍ ଆପଣ ମାନେ ଜାଣିଥିବେ ସ୍ବରାଜ ବାରିକ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ନୂତନ ହିରୋ ଭାବେ ପାଦ ଦେଇଛନ୍ତି । ସ୍ବରାଜ ଚଳିତ ବର୍ଷ ହୋଲି ରେ କଟକଣା କୁ ମାନି ସେ ତାଙ୍କ ପରିବାର ସହ ମିଶି ହୋଲି ଖେଳିଛନ୍ତି ବହୁ ମଜା ମସ୍ତି ମଧ୍ୟ କରିଛନ୍ତି ।


ହଁ ସେମିତି ଓଡ଼ିଆ ଫିଲ୍ମ୍ ଓ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ହୋଲି ନିଜ ପରିବାର ସହ ମିଶି ହୋଲି ଖେଳିଛନ୍ତି ଓ ସେମାନେ ତାଙ୍କ ହୋଲି ଖେଳ ର ଫଟୋ ତାଙ୍କର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *