Breaking News

ଏକ ପ୍ରୋଗ୍ରାମରେ ଓଡିଆ ହିରୋଇନ ଝିଲିକ ଏପରି କହିଥିଲେ ମୁଖ୍ୟ ମନ୍ତ୍ରୀ ଙ୍କ ବିଷୟରେ . . .

ଯେପରିକି ଆପଣମାନେ ଜାଣିଥିବେ ଯେ, ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟାଚାର୍ଜ୍ୟ ବର୍ତ୍ତମାନ ଓଡିଆ ସିନେମା ଇଣ୍ଡଷ୍ଟ୍ରୀ ରେ ଜଣେ ଜଣାଶୁଣା ଆଗାଧାଡି ର ଅଭିନେତ୍ରୀ ଅଟନ୍ତି | ସେ ଦୀର୍ଘ ୬ ବର୍ଷ ହେଲା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ରାଜ କରିଆସୁଛନ୍ତି |ସେ ତାଙ୍କର ଦମଦାର ଅଭିନୟ ର ବଳ ରେ ଦର୍ଶକ ମାନଙ୍କ ହୃଦୟ କୁ ଜିତି ପାରିଛନ୍ତି |


ଆହୁରିମଧ୍ୟ ସେ କେବଳ ଏକ ଅଭିନେତ୍ରୀ ନୁହେଁ ସେ ମଧ୍ୟ ଆଜିକାଲି ଏକ ରାଜନେତା ଙ୍କ ପତ୍ନୀ ଭାବେ ମଧ୍ୟ ବେସ ଜଣାଶୁଣା |
ତେବେ ଏହି ଅଭିନୟ ଭଳିଆ ଏକ ଗ୍ଲାମରିୟସ ଲାଇଫ କୁ ମେନ୍ଟେନ କରିମଧ୍ୟ ସେ ନିଜର ବୈବାହିକ ଜୀବନକୁ ସୁନ୍ଦର ରୂପେ ଚଳାଇ ପାରୁଛନ୍ତି | ଯାହା ଏକ ଅଭିନେତ୍ରୀ ପକ୍ଷେ ବହୁତ ଅସମ୍ଭବ ହୋଇଥାଏ |


ତେବେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି।
ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ କୁହାଯାଏ ଏକ ସୁ ଗୃହିଣୀ ମଧ୍ୟ । ସେ ଜଣେ ପଶୁ ପ୍ରେମୀ ମଧ୍ୟ।ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି ।


ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ଏକ ଷ୍ଟେଜ ଶୋ ରେ, ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ମେଳା ଅବସରରେ ତାଙ୍କର ଅଭିଭାଷଣ ରଖୁଛନ୍ତି ଏବଂ ଓଡ଼ିଶା ପ୍ରତି ତାଙ୍କର ଭଲପାଇବା ଓ ସେ ଓଡ଼ିଶାର ଦର୍ଶକ ମାନଙ୍କ ପାଖରୁ ପାଇଥିବା ଭଲପାଇବା ବିଷୟରେ କହୁଛନ୍ତି। ଉପସ୍ଥିତ ଦର୍ଶକ ମାନଙ୍କ ସହ ସେ ବହୁତ ମଜା ମସ୍ତି ମଧ୍ୟ କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *