Breaking News

ଓଡ଼ିଆ Film ରେ ଅଭିନୟ କରୁଥିବା ସମସ୍ତ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି, ଆପଣଙ୍କ ଜିଲ୍ଲାରୁ ନାହାନ୍ତି ତ କେଉଁ ହିରୋଇନ !

ନମସ୍କାର ବନ୍ଧୁଗଣ ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏହି ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ଘର ଆପଣମାନେ ଜାଣିଛନ୍ତି କି | ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଏହା ଉପରେ କଣ ରହିଛି ସମ୍ପୂର୍ଣ ଅପଡେଟ |
ପ୍ରଥମ ରେ ଆସୁଛନ୍ତି ଭୂମିକା ଦାସ -ଭୂମିକା ଜଣେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମା ଜଗତକୁ ଏଣ୍ଟ୍ରି କରିଥିଲେ ଭୂମିକାଙ୍କର ରିଏଲ ଟାଉନ ହେଉଛି ରାଉରକେଲା | ତ ବର୍ତ୍ତମାନ ଭୂମିକା ଭୁବନେଶ୍ୱରରେ ରହିକି ପାଠ ପଢୁଛନ୍ତି |

ଦୁଇ ନମ୍ବରରେ ଆସୁଛନ୍ତି ପୁନମ ମିଶ୍ର – ଆପଣମାନେ ପୁନମଙ୍କୁ ବହୁତ ସାରା ଚଳଚିତ୍ରରେ ଆକ୍ଟିଙ୍ଗ କରୁଥିବାର ଦେଖୁଥିବେ ତ ଫ୍ରେଣ୍ଡ୍ସ ପୁନମ ଙ୍କ ଘର ହେଉଛି ଭୁବନେଶ୍ୱର |

ତିନି ନମ୍ବରରେ ଆସୁଛନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନୀ – ବର୍ଷାଙ୍କୁ ଆପଣମାନେ ବହୁତ ସାରା ଚଳଚିତ୍ରରେ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଭାବେ ଦେଖିଥିବେ ତ ବର୍ଷା ବର୍ତ୍ତମାନ ଅନୁଭବ ଙ୍କୁ ବାହା ହୋଇ କଟକରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସେ ତାଙ୍କ ଘର ଭୁବନେଶ୍ୱରରେ ରହୁଛନ୍ତି |

ଚାରି ନମ୍ବରରେ ଆସୁଛନ୍ତି ଶିବାନୀ ତ ଫ୍ରେଣ୍ଡ୍ସ ଆପଣମାନେ ତ ଶିବାନୀଙ୍କର ଆକ୍ଟିଙ୍ଗ ନିଶ୍ଚିତ ଭାବରେ ଦେଖିଥିବେ ତ ଶିବାନୀ ଙ୍କର ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ଓଲିଉଡ଼ର ଆଉ ଜଣେ ଜବରଦସ୍ତ କୁଇନ ଅର୍ଚ୍ଚିତା ସାହୁ ତାହେଲେ ଆପଣମାନେ ଅର୍ଚ୍ଚିତାଙ୍କୁ ବହୁତ ସାରା ସିନେମାରେ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ ତ ଅର୍ଚ୍ଚିତାଙ୍କର ହୋମ ଟାଉନ ହେଉଛି ଭୁବନେଶ୍ୱର |

ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ଶୀତଲ ତାହେଲେ ଆପଣମାନେ ଶୀତଲଙ୍କୁ ବହୁତ ସାରା ସିନେମାରେ ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ ତ ଶୀତଲଙ୍କ ଘର ହେଉଛି କଟକରେ |

ଏହା ପରେ ସାତ ନମ୍ବର ରେ ଆସୁଛନ୍ତି ରିୟା ରିୟାଙ୍କୁ ଆପଣମାନେ ବହୁତ ସାରା ସିନେମାରେ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ ରିୟାଙ୍କ ଆକ୍ଟିଙ୍ଗ ଆପଣଙ୍କୁ କେମିତି ଲାଗେ ଆପଣମାନେ କମେଣ୍ଟ ବକ୍ସରେ କମେନ୍ଟ କରି ଜଣାନ୍ତୁ | ରିୟାଙ୍କର ହୋମ ଟାଉନ ହେଉଛି ବାଲେଶ୍ୱର |

ଏହା ପରେ ଆଠ ନମ୍ବରରେ ଆସୁଛନ୍ତି ଝିଲିକ – ଝିଲିକ ଟାର୍ଗେଟ ଫିଲ୍ମ ଜରିଆରେ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପାଦ ଦେଇଥିଲେ ତ ଆପଣମାନେ ଜାଣିଥିବେ ଝିଲିକ ଜଣେ ବଙ୍ଗାଳି ହିରୋଇନ ଝିଲିକଙ୍କ ହୋମ ଟାଉନ ହେଉଛି କୋଲକାତା | କୋଲକାତାରୁ ଓଡିଶା ଆସି ସେ ଫିଲ୍ମ ଜଗତରେ ଏଣ୍ଟ୍ରି କରିଛନ୍ତି |

ନଅ ନମ୍ବରରେ ଆସୁଛନ୍ତି ଏଲିନା ସାମନ୍ତରାଏ – ତ ଫ୍ରେଣ୍ଡ ଆପଣମାନେ ଏଲିନା ସାମନ୍ତ ରାଏକୁ ବେଶ ଭଲ ଭାବରେ ଜାଣିଥିବେ ସେ ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ ତ ଏଲିନାଙ୍କ ହୋମ ଟାଉନ ହେଉଛି ଭଦ୍ରକ |

ଏହା ପରେ ଦଶ ନମ୍ବର ରେ ଆସୁଛନ୍ତି ତମ୍ମନା – ତମନା ମଧ୍ୟ ଓଲିଉଡ଼ର ସବୁ ଆଗଧାଡିର କଳାକାର ମାନଙ୍କ ସହ ଆକ୍ଟିଙ୍ଗ କରିସାରିଲେଣି ଆଉ ତମନାଙ୍କର ହୋମ ଟାଉନ ହେଉଛି ବରମ ପୁର |

ଏହା ପରେ 11 ନମ୍ବରରେ ଆସୁଛନ୍ତି ଓଲିଉଡ଼ ର ଜବରଦସ୍ତ କୁଇନ ପ୍ରକୃତି ମିଶ୍ର ବର୍ତ୍ତମାନ ପ୍ରକୃତି ମିଶ୍ର ବଲିଉଡରେ ତାଙ୍କ ଆକ୍ଟିଙ୍ଗର ଜଲବା ଦେଖେଇବାକୁ ଲାଗିଛନ୍ତି ତ ଫ୍ରେଣ୍ଡ୍ସ ପ୍ରକୃତି ମିଶ୍ରଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ |

ତ ଫ୍ରେଣ୍ଡ୍ସ 12 ନମ୍ବରରେ ଆସୁଛନ୍ତି ଦିବ୍ୟା – ଦିବ୍ୟାକୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଆଉ ବାବୁସାନ ଙ୍କ ସାଙ୍ଗେ ଦିବ୍ୟାଙ୍କର ଗୋଟେ ବହୁତ ବଡ଼ ଫିଲ୍ମ ରିଲିଜ ହୋଇଥିଲା ଆଉ ଦିବ୍ୟାଙ୍କର ହୋମ ଟାଉନ ହେଉଛି ଭୁବନେଶ୍ୱର |

ଏହା ପରେ 13 ନମ୍ବରରେ ଆସୁଛନ୍ତି ସୁପ୍ରିୟା – ଆପଣମାନେ ସୁପ୍ରିୟାଙ୍କୁ ବାବୁସାନ ଙ୍କ ସହ ଆକ୍ଟିଙ୍ଗ କରୁଥିବାର ଦେଖିଥିବେ ତେବେ ସୁପ୍ରିୟାଙ୍କ ହୋମ ଟାଉନ ହେଉଛି ଗୁଜୁରାଟ ସେ ଓଡ଼ିଶାରେ ରହି ଓଡ଼ିଆ ଫିଲ୍ମ ଜଗତ ପାଇଁ ଆକ୍ଟିଙ୍ଗ କରୁଛନ୍ତି |

ଏହା ପରେ 14 ନମ୍ବର ରେ ଆସୁଛନ୍ତି ସନମୀରା ଆପଣମାନେ ସନମୀରାଙ୍କୁ ବାବୁସାନ ଙ୍କ ସହ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଦେଖିଥିବେ ତେବେ ସନମୀରାଙ୍କ ହୋମ ଟାଉନ ହେଉଛି ମୟୁରଭଞ୍ଜ |

ଏହା ପରେ 15 ନମ୍ବରରେ ଆସୁଛନ୍ତି ଓଲିଉଡର ଅନ୍ୟତମ ଅଭିନେତ୍ରୀ ପ୍ରିୟା ତ ଆପଣମାନେ ପ୍ରିୟାଙ୍କୁ ବହୁତ ସାରା ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ପ୍ରିୟା ବାହା ହୋଇସାରିଲା ପରେ ଆକ୍ଟିଙ୍ଗ ଜଗତ ଠାରୁ ପୁରା ଦୂରରେ ଅଛନ୍ତି | ପ୍ରିୟାଙ୍କର ହୋମ ଟାଉନ ହେଉଛି ଖୋର୍ଦ୍ଧା ଜିଲ୍ଲାରେ |

About odisha news

Check Also

ଏହି 10 ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସ୍ୱାମୀ କରୁଛନ୍ତି ଏପରି କାମ ଯାହାକୁ Janila ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଓଲିଉଡର ଅଭିନେତ୍ରୀ ମାନଙ୍କର ସ୍ବାମୀମାନେ କେଉଁ ବିଜନେସ କରନ୍ତି। ବନଜା ପଣ୍ଡା-ଦର୍ଶକ ବନ୍ଧୁ …

Leave a Reply

Your email address will not be published. Required fields are marked *