ବନ୍ଧୁଗଣ ଆପଣମାନେ ଓଡ଼ିଆ ହିରୋ ବା ଓଲିଉଡ଼ ର ଚକୋଲେଟ ବୟ ବାବୁଶାନ ମହାନ୍ତିଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ବନ୍ଧୁଗଣ ବାବୁଶାନ ମହାନ୍ତି ବହୁତ ସାରା ଫିଲ୍ମ ରେ ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇପାରିଥିଲେ |
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ବାବୁଶାନ ମହାନ୍ତି ହେଉଛନ୍ତି ଓଲିଉଡ଼ ର ବେଷ୍ଟ ଯୋଡି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ ତେବେ ବନ୍ଧୁଗଣ ବାବୁଶାନ ଓଲିଉଡ଼ ରେ ଏଣ୍ଟ୍ରି ମାରିବା କ୍ଷଣି ହିଁ ସେ ଲୋକପ୍ରିୟ ହୋଇଯାଇଥିଲେ ଯେଉଁ କାରଣରୁ ଆଜି ତାଙ୍କର ବହୁତ ସାରା ଫ୍ୟାନ ଫୋଲର୍ସ ମଧ୍ୟ ଅଛନ୍ତି |
ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ବାବୁଶାନ ମହାନ୍ତି ତାଙ୍କ ପିଲାବେଳ ର ସାଙ୍ଗ ତୃପ୍ତିଙ୍କୁ 2014 ମସିହାରେ ପ୍ରେମ ବିବାହ କରିଥିଲେ ତେବେ ବାବୁଶାନ ଙ୍କ ଗତ କିଛି ମାସ ପୂର୍ବେ ଏକ ପୁତ୍ର ସନ୍ତାନ ହୋଇଛି ଯାହା ସେ ମଧ୍ୟ ଜନ୍ମ ହେବା କ୍ଷଣି ବହୁତ ଭାଇରଲ ହୋଇଯାଇଥିଲେ ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ |
ତେବେ ବନ୍ଧୁଗଣ ବାବୁଶାନଙ୍କ ଗୋଟେ ଫୋଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ବାବୁଶାନ ମହାନ୍ତି ସୁଟିଂ ସେଟ କୁ ତାଙ୍କ ପୁଅକୁ ନେଇଯାଇଛନ୍ତି ଆଉ ସେଠାରେ ତାଙ୍କ ପୁଅ ସହ ମଜାମସ୍ତି କରୁଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ବାବୁଶାନ ମହାନ୍ତି କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |