Breaking News

ଓଡ଼ିଆ Film କରିବାକୁ କାହିଁକି ମନା କରିଦେଲେ ସିଙ୍ଗର ଦୀପ୍ତିରେଖା ପାଢ଼ୀ କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ଆପଣମାନେ ଓଡିଶା ର ଜବରଦସ୍ତ ସିଙ୍ଗର ଦୀପ୍ତିରେଖା ପାଢ଼ୀଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କ କଣ୍ଠରେ ଖୁବ ସୁନ୍ଦର ଗୀତ ଗୁଡିକ ମଧ୍ୟ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଓ ତାଙ୍କ ଗୀତ ଶୁଣିବା ସହିତ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥିବେ ତେବେ ଆପଣ ଜାଣିଛନ୍ତି କି ଦୀପ୍ତି ରେଖା ସିନେମା କରିବାକୁ କାହିଁକି ମନା କରି ଦେଇଥିଲେ ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା |

ଆପଣମାନେ ଜାଣିନଥିବେ ଯେ ଲୋକମାନେ ପ୍ରଥମେ ତାଙ୍କୁ ଗୋଟେ ଆକ୍ଟର ଭାବେ ଜାଣିଥିଲେ ସେ ଗୋଟେ ଧାରାବାହିକରେ ପୂର୍ବୀ କ୍ୟାରେକ୍ଟର ରେ ଜବରଦସ୍ତ ଅଭିନୟ କରି ଲୋକମାନଙ୍କ ମନକୁ ଜିତିଥିଲେ ଓ ଯେତେବେଳେ ତାଙ୍କର ଗୋଟେ ଗୀତ ଭାଇରଲ ହେଲା ସମସ୍ତେ ଭାବିଲେ କି ସେ ନୂଆ ଓଲିଉଡ଼ କୁ ଆସିଛନ୍ତି ବୋଲି କିନ୍ତୁ ସେ 2009 ରେ ହିଁ ଲିଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ |

ତେବେ ସେ ଧାରାବାହିକରେ ଅଭିନୟ କରିବା ସହ ତାଙ୍କ ଗୀତ ରେ ଦର୍ଶକମାନଙ୍କୁ କିଣି ନେଉଥିଲେ ବନ୍ଧୁଗଣ ଗୋଟେ ଇଣ୍ଟରଭ୍ୟୁ ରେ ସେ କହିଛନ୍ତି କି ତାଙ୍କୁ ଆକ୍ଟିଙ୍ଗ ଠାରୁ ସଂଗୀତ ଅଧିକ ଭଲଲାଗେ ଓ ସଂଗୀତ ହିଁ ତାଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏକ ନୂଆ ପରିଚୟ ଦେଇ ପାରିଛି |

ସେଥିଲାଗି ମତେ ଆକ୍ଟିଙ୍ଗ ଠାରୁ ସଂଗୀତ ବହୁତ ଭଲଲାଗେ ତେବେ ଦର୍ଶକବନ୍ଧୁ ଦୀପ୍ତିରେଖାଙ୍କ ଜବରଦସ୍ତ ଗୀତ ଗୁଡିକ ମଧ୍ୟ ଆପଣମାନେ ଶୁଣିସାରିଥିବେ ତେବେ ଆପଣ ମାନଙ୍କୁ ତାଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ ମାଧମରେ ନିଶ୍ଚିତ ଜଣାଇବେ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.