Breaking News

ଓଡ଼ିଆ ଫିଲ୍ମ ହିରୋ ମାନଙ୍କର ସ୍ତ୍ରୀ ଦେଖିବାକୁ କେତେ ସୁନ୍ଦର …


ଅମ୍ଳାନ ଦାସ
ବନ୍ଧୁଗଣ ଅମ୍ଳାନ ଦାସଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅମ୍ଳାନ ଦାସ ହେଉଛନ୍ତି ଓଲିଉଡର ସୁପରଷ୍ଟାର ମିହିର ଦାସଙ୍କ ପୁଅ। ଅମ୍ଳାନ ଦାସ ଗତବର୍ଷ ଭୂମିକା ଦାସଙ୍କୁ ବିବାହ କରିଥିଲେ।

ସବ୍ୟସାଚୀ ମିଶ୍ର
ଦର୍ଶକବନ୍ଧୁ ସବ୍ୟସାଚୀ ବର୍ତ୍ତମାନ ଏହି କୋରୋନାର ବିକଟାଳ ସ୍ଥିତିରେ ଗରୀବ ଲୋକମାନଙ୍କୁ ବୋହୁତ ପ୍ରକାରର ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି। ସବ୍ୟସାଚୀ ଏହି କିଛି ଦିନ ତଳେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଛନ୍ତି।

ଦୀପକ୍
ଦର୍ଶକବନ୍ଧୁ ଦୀପକ ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ଓଡ଼ିଆ ଚଳଚ୍ଚିତ୍ରରେ ନିଶ୍ଚିତ ଭାବରେ ଦେଖିଥିବେ। ଦୀପକ୍ ଙ୍କ ସ୍ତ୍ରୀଙ୍କ ନାମ ହେଉଛି ତନୁଜା। ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଦୀପକ୍ ଙ୍କ ଧର୍ମପତ୍ନୀ ତନୁଜା।

ଅରିନ୍ଦମ ରାୟ
ବନ୍ଧୁଗଣ ଆପଣମାନେ ଜାଣିଥିବେ ଅରିନ୍ଦମ ରାୟ ଏକାଧାରରେ ଜଣେ ହିରୋ ଏବଂ ରାଜନେତା ମଧ୍ୟ ଅଟନ୍ତି। ଅରିନ୍ଦମ ରାୟ ବୋହୁତ ସାରା ପଡ଼ିଲା ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଓଡ଼ିଶାର ଦର୍ଶକମାନଙ୍କୁ ବୋହୁତ ସାରା ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ଅରିନ୍ଦମ ରାୟଙ୍କ ସ୍ତ୍ରୀଙ୍କ ନାମ ହେଉଛି ଅନୁପା ରାୟ ଏବଂ ଅନୁପା ହେଉଛନ୍ତି ଜଣେ ରାଜନେତାଙ୍କ ଭଉଣୀ।

ବାବୁଶାନ୍ ମହାନ୍ତି
ବନ୍ଧୁଗଣ ଓଲିଉଡର ସୁପରଷ୍ଟାର ବାବୁଶାନ ମହାନ୍ତି ଙ୍କୁ କିଏ ବା ନଜାଣେ ତେବେ ବାବୁଶାନ୍ ମହାନ୍ତି ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଏବଂ ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟେ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ତେବେ ବାବୁଶାନ୍ ମହାନ୍ତିଙ୍କ ସ୍ତ୍ରୀଙ୍କ ନାମ ହେଉଛି ତୃପ୍ତି ଶତପଥୀ।

ସିଦ୍ଧାନ୍ତ ମହାପାତ୍ର
ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ରଙ୍କୁ ଅବା କିଏବା ନ ଜଣେ। ତାଙ୍କୁ ଓଲିଉଡର କିଙ୍ଗ କହିଲେ ମଧ୍ୟ ଆତୃପ୍ତି ହେବ ନାହିଁ। ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ ନୂତନ ଯୁଗର ଆରମ୍ଭ କରିଥିଲେ ତେବେ ଫ୍ରେଣ୍ଡ୍ସ ସିଦ୍ଧାନ୍ତ ମହାପାତ୍ର ରୟଲ ଲାଇଫରେ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି।

ସମ୍ବିତ
ବନ୍ଧୁଗଣ ସମ୍ବିତଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ବୋହୁତସାରା ଫିଲ୍ମରେ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ସମ୍ବିତ୍ ଙ୍କୁ ଆପଣମାନେ କିଛି ରିୟାଲିଟି ସୋରେ ଜଜ୍ ଭାବରେ ଦେଖିବାକୁ ପାଉଥିବେ। ସମ୍ବିତ୍ ଙ୍କ ଧର୍ମପତ୍ନୀଙ୍କ ନାମ ହେଉଛି ସାୟୋନି।

ଅନୁଭବ ମହାନ୍ତି
ବନ୍ଧୁଗଣ ଆପଣମାନେ ଅନୁଭବ ମହାନ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତସାର ଓଲିଉଡ ଫିଲ୍ମରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ। ଏହି ଯୋଡିକୁ ଓଡ଼ିଶାର ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.