Breaking News

ଓଡ଼ିଆ କମେଡି ସୁପର ଷ୍ଟାର ବ୍ରଜ ସିଂହ ( Braja Singh) ଓ ତାଙ୍କ ପରିବାର ବିଷୟରେ ଜାଣନ୍ତୁ, ପ୍ରଥମ ଥର ପାଇଁ ପୁରା ପରିବାର ଫଟୋ ଦେଖନ୍ତୁ – Ollywood

ଆପଣ ମାନେ ଜାଣିଥିବେ ଓଲିଉଡ ଜଗତର ହାସ୍ୟ ଅଭିନେତା ବ୍ରଜ ସିଂହ ଙ୍କୁ ସେ ଏମିତି ଏକ କଳାକାର ଯାହାର ସ୍ୱର ଶୁଣିଲା ମାତ୍ରେ ଲୋକମାନେ ହସି ଉଠନ୍ତି।ସେ ବହୁତ ବିନ୍ଦାସ ଧରଣର ଲୋକ ସବୁବେଳେ ଲୋକ ଙ୍କୁ ହସେଇବା ସହ ନିଜେ ମଧ୍ୟ ହସୁଥାନ୍ତି।ତାଙ୍କ କଥା ରେ ହସ ର ଯାଦୁ ଥାଏ ତାଙ୍କ କମେଡି ଦେଖିଲା ମାତ୍ରେ କାନ୍ଦୁଥିବା ଲୋକ ବି ହସି ଉଠନ୍ତି।ତେବେ ଆପଣ ମାନେ କଣ ଜଣିଛନ୍ତି କି ବ୍ରଜ ସିଂହ ଙ୍କ ପରିବାର ବିଷୟରେ ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ସେ ଏବେ କଣ କରୁଛନ୍ତି କୋଉଠି ରହୁଛନ୍ତି ଏମିତି ବହୁତ କଥା ତାଙ୍କ ବିଷୟରେ ଜାଣିବା।


ତେବେ ଆପଣ ସମସ୍ତେ ତାଙ୍କୁ ଓଡ଼ିଆ ଫିଲ୍ମି ରେ ଅଭିନୟ କରିବାର ଦେଖିଥିବେ ଇ ତାଙ୍କୁ ଜାଣିଥିବେ ମଧ୍ୟ ।ସେ ତାଙ୍କ ହାସ୍ୟ ଅଭିନୟ ଦ୍ୱାରା ସେ ଲୋକମାନଙ୍କୁ ହସେଇ ପାରନ୍ତି।ତାଙ୍କ ର କମେଡି ଅଭିନୟ ଦେଖି ଲୋକ ମାନେ ବହୁତ ଖୁସି ହୋଇଥାନ୍ତି। ସେ ତାଙ୍କର ହାସ୍ୟ ଅଭିନୟ ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ବ୍ରଜ ସିଂହ ତାଙ୍କ ପିଲା ଦିନ ରୁ ଅଭିନୟ କରିବାର ଇଛା ଥିଲା।ଆହୁରି ସେ ମଧ୍ୟ ଫିଲ୍ମି ଦେଖିବାକୁ ଭଲ ପାଉଥିଲେ।ପିଲାଦିନେ ସେ ତାଙ୍କ ଗାଁ ଡ୍ରାମା ରେ ଅଭିନୟ କରୁଥିଲେ ।ଏହାପରେ ସେ ଧୀରେ ଧୀରେ ସଫଳତା ପାଇ ଓଲିଉଡ ଜଗତରେ ଏଣ୍ଟ୍ରି କଲେ। ସେ ପ୍ରଥମେ ଓଡ଼ିଆ ଫିଲ୍ମି ରେ ହାସ୍ୟ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ।

ବ୍ରଜ ସିଂହ ଙ୍କ ପରିବାର ରେ ତାଙ୍କ ବାପା, ଓ ସ୍ତ୍ରୀ ଆଉ ଗୋଟିଏ ବୋଲି ଝିଅ ଅଛନ୍ତି। ବ୍ରଜ ଏବେ ତାଙ୍କ ପରିବାର ସହ କଟକରେ ରହୁଛନ୍ତି।ସେ ବହୁତ ଗୁଡିଏ ଓଡ଼ିଆ ଫିଲ୍ମି ରେ ଅଭିନୟ କରିଛନ୍ତି।ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *