Breaking News

ଓଡ଼ିଆ କମେଡିଆନ ମାନଙ୍କ ସ୍ତ୍ରୀ ଆପଣ ଆଗରୁ କେବେ ଦେଖିନଥିବେ !

ହରିହର ମହାପାତ୍ର

ଫ୍ରେଣ୍ଡ୍ସ ଆପଣମାନେ ତ ହରିଙ୍କର କମେଡି ନିଶ୍ଚିତ ଦେଖିଥିବେ। ହରି ଭାଇ ଓଡ଼ିଶାରେ ବୋହୁତ ଗୁଡିଏ ଫିଲ୍ମ କରିଛନ୍ତି। ତେବେ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ହରିଙ୍କର ସ୍ତ୍ରୀ, ଯାହାଙ୍କ ନାମ ହେଉଛି ମୋନାଲିସା ମହାପାତ୍ର।

ଗୁଡୁ
ଫ୍ରେଣ୍ଡ୍ସ ଗୁଡୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ, ଯିଏକି ଓଲିଉଡର ବୋହୁତ ସାରା ଫିଲ୍ମରେ ଅଭିନୟ କରି ଖୁବ୍ ଲୋକ ପ୍ରିୟତା ହାସଲ କରିପାରିଛନ୍ତି। ଇଏ ହେଉଛନ୍ତି ଗୁଡୁଙ୍କର ପତ୍ନୀ ଯାହାଙ୍କ ନାମ ହେଉଛି ପ୍ରିୟଙ୍କା। ଗୁଡୁ ଏବଂ ପ୍ରିୟଙ୍କା ସୋସିଆଲ ମିଡିଆରୁ ଭଲପାଇ ବିବାହ କରିଛନ୍ତି।

ଜଗେଶ୍ ଯୋଜୋ
ଫ୍ରେଣ୍ଡ୍ସ ଜଗେଶ୍ ଯୋଜୋଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ଇଏ ଓଡ଼ିଶାର ବର୍ତ୍ତମାନ ନମ୍ୱର୍ ୧ କମେଡ଼ିୟାନ୍ ଅଟନ୍ତି। ତାଙ୍କର ସମସ୍ତ ଭିଡିଓ ସମ୍ବଲପୁରୀରେ ହୋଇଥାଏ। ଜଗେଶ୍ ଯୋଜୋ ବିବାହ କରୁଛନ୍ତି ଆଉ ଇଏ ହେଉଛନ୍ତି ତାଙ୍କର ସୁନ୍ଦରୀ ସ୍ତ୍ରୀ।

ଜୟିରାମ ସାମଲ
ଫ୍ରେଣ୍ଡ୍ସ ଆପଣମାନେ ତ ଜୟିରାମ ସାମଲଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଆପଣମାନଙ୍କ ସମସ୍ତଙ୍କ ପ୍ରିୟ ଜୟୀରାଜ୍ ସାମଲଙ୍କ ବୟସ ବର୍ତ୍ତମାନ ୮୫ ବର୍ଷ ହେଲାଣି ତଥାପି ସେ ଓଡ଼ିଶାର ବୋହୁତ ଗୁଡିଏ ଫିଲ୍ମରେ ନଜର ଆସୁଛନ୍ତି। ତେବେ ବନ୍ଧୁଗଣ ଇଏ ହେଉଛନ୍ତି ଜୟିରାମଙ୍କ ସ୍ତ୍ରୀ।

ଅମର ମହାପାତ୍ର
ଫ୍ରେଣ୍ଡ୍ସ ଅମର ମହାପାତ୍ର ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଇଏ ହେଉଛନ୍ତି ତାଙ୍କ ଧର୍ମ ପତ୍ନୀ ଯାହାଙ୍କ ନାମ ହେଉଛି ସୁନୟନା ମହାନ୍ତି।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.