Breaking News

ଜୀବନ ରେ ଥରେ ଏହି ଗଛ କୁ ପୂଜା କରିବା ଉଚିତ , ପୂରଣ ହୁଏ ସବୁ ମନସ୍କାମନା !!!

ଓଡିଆ ଆଷ୍ଟ୍ରୋଲୋଜି |ଆସନ୍ତୁ ଜାଣିବା କିଛି ଔଷଧୀୟ ବୃକ୍ଷ ମାନଙ୍କ ବିଷୟରେ ବୃକ୍ଷ ହେଉଛି ମାନବ ଜୀବନ ର ଅବିଛେଦ୍ୟ ଅଙ୍ଗ |ଏମାନେ ଗତିଶୀଳ ନୁହନ୍ତି |କିନ୍ତୁ ଏମାନଙ୍କ ଜୀବନ ଅଛି ଓ ଏମାନେ ଶ୍ଵାସ କ୍ରିୟା କରିବା ସହିତ ଅନୁଭବ କରି ଥା’ନ୍ତି |ତେଣୁ ବୃକ୍ଷ ମାନଙ୍କ ସ୍ଥାନ ମନ୍ୟୁଷ ଜୀବନ ରେ ସର୍ବୋଚ୍ଚ ହୋଇ ଥାଏ |ବୃକ୍ଷ ମାନଙ୍କୁ ପୃଥିବୀ ର ଫୁସଫୁସ ବୋଲି କୁହା ଯାଇ ଥାଏ |ଶ୍ଵାସ କ୍ରିୟା ରେ ଅଭିହିତ ଅମ୍ଳଜାନ ଏମାନଙ୍କର ଦାନ ଅଟେ |ବୃକ୍ଷ କୁ ପୂଜନ ବା ଦେବ ତୁଲ୍ୟ ବୋଲି କହିଲେ କିଛି ବି ଖରାପ ହେବ ନାହିଁ |ମନ୍ୟୁଷ ର ପ୍ରତ୍ୟକ କାର୍ଯ୍ୟ ରେ ବୃକ୍ଷ ର ଆବଶ୍ୟକତା ଜରୁରୀ ଅଟେ |

ଖାଦ୍ଯ ,ବସ୍ତ୍ର ଓ ବାସଗୃହ ଆଦି ର ମୁଖ୍ୟ ଉଶ୍ଚ ହେଉଛି ବୃକ୍ଷ |ଏଥିରେ ଔଷଧୀୟ ଗୁଣ ମଧ୍ୟ ରହି ଥାଏ |ତୁଲସୀ ଗଛ ଏକ ଗୁରୁତ୍ଵ ପୂର୍ଣ୍ଣ ବୃକ୍ଷ ଅଟେ |ଏହାର ମାହାତ୍ମ୍ଯ ବର୍ଣ୍ଣନୀୟ ଅତୁଳନୀୟ ଅଟେ |ଏହା ହିନ୍ଦୁ ଧର୍ମ ର ପବିତ୍ର ଏବଂ ପୂଜନୀୟ ବୃକ୍ଷ ଅଟେ |ଭଗବାନ ଶ୍ରୀ କୃଷ୍ଣ ଙ୍କର ଏହା ପ୍ରିୟ ଅଟେ |ଅଶ୍ଵସ୍ତ ବୃକ୍ଷ |ବେଦ ପୁରାଣ ଉପନିଷଦ ଆଦି ରେ ଏହାର ମହତ୍ଵ ବର୍ଣ୍ଣନା କରା ଯାଇଛି |ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଗୀତା ରେ ଏହାର ଉପାଦେୟତା ବର୍ଣ୍ଣନା କରିଛନ୍ତି |ଭାରତୀୟ ଶାସ୍ତ୍ର ଅନୁସାରେ ଏହା ଚାରିପଟେ କପଡା ବାନ୍ଧି ମନ କାମନା କରିବା ଦ୍ଵାରା ମନ ସ୍କାମନା ପୁରା ହୋଇ ଥାଏ |

ବର ବୃକ୍ଷ |ବ୍ଯେଦିକ ଯୁଗ ରୁ ଏହାର ମହତ୍ଵ ପ୍ରତିପାଦିତ ହୋଇଛି |ଏହା ଘନ ଛାୟା ପ୍ରଦାନ କରିବା ସହିତ ବହୁତ ପୂଜନୀୟ ମଧ୍ୟ ହୋଇ ଥାଏ |ଜ୍ୟେଷ୍ଠ ମାସ ପୂର୍ଣ୍ଣିମା କୁ ବଟ ପୂର୍ଣ୍ଣିମା ବୋଲି ଅଭିହିତ କରା ଯାଏ |

ନିମ୍ବ ବୃକ୍ଷ ଔଷଧୀୟ ଗୁଣ ରେ ପରିପୂର୍ଣ୍ଣ ଅଟେ |ଏହାର ପ୍ରଚୁର ଔଷଧୀୟ ଗୁଣ ଗରମ ଦିନ ରେ ହେଉଥିବା ରୋଗ ର ଉପଚାର ନିମନ୍ତେ ବ୍ୟବହାର କରା ଯାଏ |ଏହାର ଔଷଧୀୟ ଗୁଣ ମଧ୍ୟ ଅନେକ |

ବିବାହ ପୂଜା ଇତ୍ୟାଦି ରେ ଆମ୍ବ ପତ୍ର ର ବ୍ୟବହାର ବହୁତ ଶୁଭ ଅଟେ |ନଡିଆ ପତ୍ର କୁ ଶ୍ରୀ ଫଳ ବୋଲି ମଧ୍ୟ କୁହା ଯାଏ |ଏହାର କୌଣସି ଅଂଶ ଅନୁପଯୋଗୀ ନୁହେଁ |ବିଭିନ୍ନ ଶୁଭ କାର୍ଯ୍ୟ ରେ ଏହା ବ୍ୟବହାର କରା ଯାଏ |

କଦଳୀ ବୃକ୍ଷ ବିଭିନ୍ନ ପୂଜା କାର୍ଯ୍ୟ ରେ ବ୍ୟବହାର କରା ଯାଏ |ଏଥିରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି |କଦଳୀ ପତ୍ର ରେ ଭୋଜନ କଲେ ସ୍ୱାସ୍ଥ୍ୟ ଭଲ ରହି ଥାଏ |

ଅଶୋକ ବୃକ୍ଷ ର ମଧ୍ୟ ଔଷଧୀୟ ଗୁଣ ରହିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.