Breaking News

ଓଡିଆ ଧାରାବାହିକ ତାରାତାରିଣୀ ରେ ଅଭିନୟ କରୁଥିବା କନିକା ଖୁଡୀ(ମିଲି – Mili Mohanty) ଙ୍କ ପୁରା ପରିବାର ପ୍ରଥମଥର ପାଇଁ ଦେଖନ୍ତୁ – Ollywood

ଆମ ଓଡ଼ିଶା ଲୋକମାନେ ଚଳଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି ଆପଣ ମାନେ ଜାଣିଥିବେ।ତେବେ ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ତାରା ତାରିଣୀ ଆପଣ ମାନେ ସମସ୍ତେ ଦେଖିଥିବେ।ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛି।ଏହି ସିରିଏଲ ରେ ଅଭିନୟ କରୁଥିବା କନିକା ଖୁଡି ଙ୍କୁ ଆପଣ ମାନେ ଜାଣି ଥିବେ ତାଙ୍କର ପ୍ରକୃତ ନାମ ହେଉଛି ମିଲି ମହାନ୍ତି।ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି ।ତାଙ୍କ ଶାଶୁ ଘର ମଧ୍ୟ ଭୁବନେଶ୍ୱର ଓ ତାଙ୍କ ବାପଘର ହେଉଛି କେନ୍ଦ୍ରାପଡା।


ଆମେ ଆପଣ ମାନଙ୍କୁ କହି ରଖୁଛୁ କି ମିଲି କେବଳ ସିରିଏଲ ରେ ନୁହେଁ ସେ ବହୁତ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି।ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସେ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ନାମ ମଧ୍ୟ କମାଇଛନ୍ତି।ଏବେ ମିଲି କନିକା ଭୂମିକାରେ ତାରା ତାରିଣୀ ସିରିଏଲ ରେ ଅଭିନୟ କରୁଛନ୍ତି।ଏହି ଭୂମିକା ରେ ସେ ଖୁବ ସୁନ୍ଦର ଅଭିନୟ କରିବା ସହ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି।


ମିଲିଙ୍କର ଅଭିନୟ ଏତେ ମଜାଦାର ଲାଗୁଛି ଲୋକମାନଙ୍କୁ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି।କନିକା ଆଗରୁ ବହୁତ ଗୁଡିଏ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି। କିନିକାଙ୍କ ଶଶୁର ଘର ପରିବାର କହିଲେ ତାଙ୍କ ସ୍ଵାମୀ ଏବଂ ତାଙ୍କ ପୁଅ ଏବଂ ତାଙ୍କ ଶାଶୁ ଶସୁର ଅଟନ୍ତି।ଓ ସେ ଏବେ ତାଙ୍କ ଶାଶୁ ଘର ଭୁବନେଶ୍ୱର ରେ ରହୁଛନ୍ତି।


ତେବେ ତାରା ତାରିଣୀ ସିରିଏଲ ତାଙ୍କୁ ଏବେ ଗୋଟିଏ ନୂଆ ପରିଚୟ ଦେଇଛି ସେ ଏହି ସିରିଏଲ ରେ ସୁନ୍ଦର ଭୂମିକା ରେ ସୁନ୍ଦର ଅଭିନୟ କରି ଏବେ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି।କନିକା ଙ୍କର ନୂଆ ପରିଚୟ ହେଉଛି କନିକା ଖୁଡି ଏହି ନାମରେ ଖୁବ ପରିଚିତ ଏବେ ମିଲି।ତାଙ୍କୁ ମିଲି ନାମରେ ଯେତିକି ଲୋକ ନ ଜାଣିଥିବେ କନିକା ନାମରେ ତାଙ୍କୁ ବହୁତ ଲୋକ ଜାଣିଛନ୍ତି।ଓ ଏହି ନାମରେ ସେ ବେଶ ପରିଚିତ ହୋଇସାରିଲେଣି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *