ଆପଣ ମାନେ ସମସ୍ତେ ଓଲିଉଡ ଜଗତର କଳାକାର ମାନଙ୍କୁ ଜାଣିଥିବେ ଏହି କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ଏମିତି ଜଣେ କଳାକାର ଙ୍କ ବିଷୟରେ କହିବୁ ଜିଏ କି ଖୁବ ସୁନ୍ଦର ଅଭିନୟ କରନ୍ତି।ସେ ଆଉ କେହି ନୁହନ୍ତି ଆପଣ ଙ୍କର ପ୍ରିୟ ଅଭିନେତା ଦେବାଶିଷ।ତେବେ ବନ୍ଧୁଗଣ ଦେବାଶିଷ ଏବେ କଣ କରୁଛନ୍ତି ଓ ତାଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ବିଷୟରେ ଆସନ୍ତୁ ଜାଣିବା।
ଆପଣ ମାନେ ଦେଖିଥିବେ ସୋସିଆଲ ମିଡ଼ିଆ ରେ ହିରୋ ହିରୋଇନ ମାନଙ୍କ ପ୍ରୋଫାଇଲ କୁ ଆମେ ମାନେ ଫଲୋ କରୁ ତାଙ୍କ ଚାଲି ଚାଳିନୀ ବିଷୟରେ ଜାଣିବା ପାଇଁ। ଏଇ ଗ୍ଲାମର ଜଗତରେ ଥିବା ଲୋକ ମାନେ ସବୁ ବେଳେ କିଛି ନ କିଛି ଗୁଣ ରେ ଅଧିକ ଥାଆନ୍ତି।ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା ଦେବାଶିଷ ଙ୍କର ବିଷୟରେ କିଛି ଅଜଣା କଥା।
ଆପଣ ମାନେ ସମସ୍ତେ ଜାଣିଥିବେ ଦେବାଶିଷ ହେଉଛନ୍ତି ଜଣେ ହାଣ୍ଡସମ ହିରୋ।ଦେବାଶିଷ ପ୍ରଥମେ ଆଲବମ ଜଗତରେ ବହୁତ ଫେମସ ଥିଲେ ।ସେ ବହୁତ ଗୁଡିଏ ଆଲବମ ରେ ଅଭିନୟ କରିଛନ୍ତି।ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ସେ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି।ଏବେ କିଛି ଦିନ ହେବ ଦେବାଶିଷ ଙ୍କ ପରିବାର ଲୋକଙ୍କ ଫଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ଦେବାଶିଷ ତାଙ୍କ ସମସ୍ତ ଫାମିଲ ମେମ୍ବର ମାନଙ୍କ ସହ ଫଟ ଉଠାଇ ସେୟାର କରିଛନ୍ତି।
ଦେବାଶିଷ ଯେତେବେଳେ ଆଲବମ ଜଗତରେ ଅଭିନୟ କରିଥିଲେ ସେତେବେଳେ ତାଙ୍କର ଦେଖା ହୋଇଥିଲା ମୋନାଲିସା ଙ୍କ ସହ ଓ ସେଉଠୁ ତାଙ୍କ ପ୍ରେମ କାହାଣୀ ଗଢି ଉଠି ଥିଲା।ଓ ପରେ ଦୁଇଜଣ ଯାକ ବିବାହ କରିଥିଲେ ଆଜି କୁ ବହୁତ ଦିନ ହେବ ଏହି ଦୁଇଜଣଙ୍କର ବିବାହ ସରିଲାଣି।ଏହି ଦୁଇଜଣ ଯାକ ଆଲବମ ଜଗତରେ ବହୁତ ଫେମସ ହୋଇପାରିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରି ପାରିଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ