Breaking News

ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ପ୍ରତେକ ଦିନ ଓଡିଆ ଫିଲ୍ମ ବା ଓଡିଆ ଚଳଚିତ୍ର ନିଶ୍ଚୟ ଦେଖୁଥିବେ କିନ୍ତୁ ଆପଣ ମାନେ ଯାଣିଛନ୍ତିକି ସେଥିରେ କାମ କରୁଥିବା ଓଡିଆ ହିରୋଇନ ମାନଙ୍କର ଘର କେଉଁଠି ବା ସେମାନେ କେଉଁଠି ରହନ୍ତି ଯଦି ଜାଣି ନାହାନ୍ତି ତାହାଲେ ଏହି ପୋଷ୍ଟକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ତେବେ ଆପଣ ଜାଣିପାରିବେ କେଉଁ ହିରୋଇନ୍ କେଉଁଠି ରହନ୍ତି ।

ପ୍ରଥମେ ଆସୁଛନ୍ତି ଭୂମୀକା ଦାସ – ଆପଣ ତାଙ୍କୁ ନିଶ୍ଚୟ ଜାଣିଥିବେ କାରଣ ସେ ପିଲାଟି ଦିନରୁ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ , ତାଙ୍କର ଜନ୍ମ ହୋଇଥିଲା ରାଉଲକେଲା ରେ କିନ୍ତୁ ଏବେ ସେ ଭୁବେନଶ୍ୱରରେ ରହୁଛନ୍ତି କାରଣ ତାଙ୍କର ଏପର୍ଯ୍ୟନ୍ତ ପାଠପଢା ସରିନି ଏବଂ ସେ ଫିଲ୍ମରେ କାମ କରିବା ସହ ପାଠ ମଧ୍ୟ ପଢୁଛନ୍ତି |

ପୂନମ ମୀଶ୍ର – ଆପଣ ମାନମେ ପୂନମ ମୀଶ୍ରଙ୍କୁ ତ ଭଲଭାବରେ ଜାଣିଥିବେ କାରଣ ଓଡିଆ ଫିଲ୍ମ ଜଗତରେ ବହୁତ ଗୁଡିଏ ଫିଲ୍ମରେ ସେ ହିରୋଇନ ଭାବରେ କାମ କରି ସାରିଛନ୍ତି | ତାଙ୍କର ପକୃତ ଘର ହେଉଛି ଭୁବେନଶ୍ୱରରେ ଏବଂ ସେ ଛୋଟବେଳରୁ ଭୁବେନଶ୍ୱରରେ ରହୁଛନ୍ତି ।

ଶୀତଳ ପାତ୍ର – ଆପଣ ମାନେତ ଶୀତଳ ପାତ୍ରଙ୍କୁ ଜାଣିଥିବେ , ତାଙ୍କର ଘର ହେଉଛି କଟକରେ ଏବଂ ସେ ଛୋଟବେଳରୁ କଟକରେ ରହୁଛନ୍ତି ।

ଏଲିନା ସାମନ୍ତ ରାୟ – ଆପଣମାନେ ଏଲିନା ସାମନ୍ତ ରାୟଙ୍କୁ ତ ଭଲ ଭାବେରେ ଜାଣିଥିବେ,ତାଙ୍କର ଘରାହେଉଛି ଭଦ୍ରକରେ |

ଓଡିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ – ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାଣିନଥିବେ ଏହାତ ଅସମ୍ଭବ କଥା ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବେନଶ୍ୱରରେ କିନ୍ତୁ ସେ ଅନୁଭବଙ୍କୁ ବିବାହ କଲାପରେ ସେ କଟକରେ ରହୁଛନ୍ତି ।

ସିବାନୀ – ଆପଣ ମାନେ ଓଡିଆ ହିରୋଇନ୍ ସିବାନୀଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ତାଙ୍କର ଜନ୍ମ ସ୍ଥାନ ବା ପକୃତ ଘର ହେଉଛି ଖୋର୍ଦ୍ଧା ଆଉ ସେ ଛୋଟବେଳରୁ ସେଇଟି ରହୁଛନ୍ତି ।

ଅର୍ଚିତା ସାହୁ – ଆପଣ ମାନେ ଅର୍ଚିତା ସାହୁଙ୍କୁ ତ ଭଲ ଭାବରେ ଜାଣିଥିବେ ତାଙ୍କର ପକୃତ ଘର ହେଉଛି ଭୁବେନଶ୍ୱରରେ ଆଉ ସେ ଛୋଟବେଳରୁ ଏବେ ପର୍ଯ୍ୟନ୍ତ ରହୁଛନ୍ତି ।

ରିୟା – ଆପଣ ମାନେ ରିୟାଙ୍କୁ ତ ଭଲଭାବରେ ଜାଣିଥିବେ , ରିୟାଙ୍କୁ ଘର ହେଉଛି ବାଲେଶ୍ଵର

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.