Breaking News

ଅଭିନେତା ସୁମନଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଓ ସେ ଏବେ କଣ କରୁଛନ୍ତି !

ବନ୍ଧୁଗଣ ଆପଣମାନେ ଜାଣିଥିବେ ସୁମନ ମହାରଣା ହେଉଛନ୍ତି ଜଣେ ଓଡ଼ିଆ କଥାଚିତ୍ର ବା ଦୂରଦର୍ଶନ ଅଭିନେତା କିନ୍ତୁ ସେ ମୁଖ୍ୟତଃ ହାସ୍ୟ ଅଭିନେତା ରୂପେ ପରିଚିତ। ସେ ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ ଫିଲ୍ମ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଓଲିଉଡ଼ ରେ ଅଭିନୟ ଆରମ୍ଭ କରିଥିଲେ। ସୁମନ ମହାରଣା ତାଙ୍କ ପ୍ରଥମ ଫିଲ୍ମ ପାଇଁ ଶ୍ରେଷ୍ଠ କଳାକାର ଆୱାର୍ଡ ମଧ୍ୟ ପାଇଥିଲେ।

ଦର୍ଶକବନ୍ଧୁ ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ। ସେ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଥିଲେ। ତେବେ ଫ୍ରେଣ୍ଡ୍ସ ସୁମନ ମହାରଣାଙ୍କ ଉଚ୍ଚତା ହେଉଛି ୪ ଫୁଟ୍ ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରରେ ବାମନ ଭୂମିକାରେ ଅଭିନୟ କରିଥାନ୍ତି ସୁମନ ମହାରଣା କଣ୍ଢେଇ ଆଖିରେ ଲୁହ ଫିଲ୍ମ ଜରିଆରେ ୨୦୦୪ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ଅଭିନୟ ଆରମ୍ଭ କରିଥିଲେ |

ଫ୍ରେଣ୍ଡ୍ସ ଏହାପରେ ସେ ବିଭିନ୍ନ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ। ଓଡ଼ିଆ ଫିଲ୍ମ ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା। ସୁମନ ମହାରଣା ଓଡ଼ିଆ ଫିଲ୍ମ ଜଗତରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ସହ ଅନେକ ଦୂରଦର୍ଶନ ଏବଂ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ସୁମନ ମହାରଣା ଅଭିନୟ କରିଥିବା କିଛି ଓଡ଼ିଆ ଫିଲ୍ମ ହେଉଛି |

କଣ୍ଢେଇ ଆଖିରେ ଲୁହ ଲକ୍ଷ୍ମୀ ପ୍ରତିମା ପ୍ରିୟା ମୋ ଫେରିଆ ମାୟା ତୁ ମୋ ଆଖିର ତାରା ଜଗୁ ଅଟୋ ବାଲା ଏମନ ମାନେନା ହେଲା ମତେ ପ୍ରେମ ଜର ଏହିଭଳି ଅନେକ ଓଡ଼ିଆ ଫିଲ୍ମରେ ବେଶ୍ ସୁନ୍ଦର ଅଭିନୟ କରିଥିଲେ। ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ତାଙ୍କ ପରିବାର ଙ୍କୁ ଦେଖିପାରୁଥିବେ |

ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି ୨ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି। ଏହା ସହିତ ସେ ଗୋଟିଏ ଷ୍ଟେଜ ସୋ କରିବା ପାଇଁ ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି। ଆଉ ସୁମନ ମହାରଣା ଗୋଟିଏ ଆଡ୍ଭାଟାଇଜ୍ମେଣ୍ଟ କରିବା ପାଇଁ ପାଖାପାଖି ୧ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି। ଏହା ସହିତ ତାଙ୍କ ପାଖରେ ଗୋଟିଏ ବଡ଼ ଘର ରହୁଛି ଏବଂ ତାଙ୍କ ପାଖରେ ୨ ଟି କାର୍ ମଧ୍ୟ ଅଛି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ସୁମନ କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ଜଣାଇବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.