Breaking News

ନୂଆ କରି ଫିଲ୍ମ କରିବାକୁ ଯାଉଛନ୍ତି ସୋମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ !

ଦର୍ଶକବନ୍ଧୁ ସିନେମା କରିବେ ସୋନାଲି ଓଡ଼ିଆ ଇଣ୍ଡଷ୍ଟ୍ରି ଚର୍ଚ୍ଚା ର ବିଷୟ ପାଲଟିଥିଲେ ସୋନାଲି ନନ୍ଦ ଏବେ ସିନେମା ଆଡ଼କୁ ମୁହାଁଇଛନ୍ତି ସଂଗୀତ ଜଗତରେ ଜବରଦସ୍ତ ସିଙ୍ଗର ସେ ଅନେକ ସାରା ହିଟ ଗୀତ ଦେଇଛନ୍ତି ଏବଂ ସୋମ୍ୟଙ୍କ କେସେ ରେ ହାଇଲାଇଟି ଥିବା ସୋନାଲି ସିନେମା ଆଡ଼କୁ ମନବଳାଈ ଛନ୍ତି | ନୂଆ ସିନେମା କରିବେ ବୋଲି ବଲିଉଡ ପ୍ରଯୋଜକ ସହିତ କଥା ହେଇସାରିଛନ୍ତି |

ସୋନାଲି ନିଜ କାହାଣୀକୁ ମିଡ଼ିଆ ସାମ୍ନାକୁ ନଆସି ନିଜ ନିଜ କାହାଣୀ କୁ ଗଢି ତୋଳିବେ ନିଜ ଜୀବନରେ ଘଟିଥିବା କାହାଣୀ କୁ ନେଇ ରୋକ ଠୋକ ଅଣ୍ଟା ଭିଡିଛନ୍ତି ସୋନାଲି ଏବଂ ଏ ନେଇ ସୋସିଆଲ ମିଡିଆରେ ବେଶେ ଚର୍ଚ୍ଚା ଧରିଛି ସୋସିଆଲ ମିଡିଆ ଠାରୁ ଏବଂ ମିଡ଼ିଆ ସାମ୍ନା ଠାରୁ ଦୂରରେ ରହୁଥିବା ସୋନାଲି ଏବେ ଫିଲ୍ମ ଜରିଆରେ ମିଡ଼ିଆ ସାମ୍ନା କୁ ଆସି କଢ଼ା ଜବାବ ଦେବାକୁ ପ୍ରସୂତ ହଉଛନ୍ତି |

ଏବେ ସୋନାଲିକୁ ପୋଲିସ ଘେରକୁ ଟାଣିବାକୁ ଅନେକ ଚେଷ୍ଟ ଚାଲିଥିଲା ବେଳେ ସୋନାଲି ଏବେ ନୁଛିକି ଅଛନ୍ତି ଏବଂ ନିଜର ଅସୁସ୍ଥ କାରଣ ଦର୍ଶାଇ ଏବେ ନୁଚୁଛନ୍ତି ସୋନାଲି କିନ୍ତୁ ଏକ ଫିଲ୍ମ ଜରିଆରେ ନିଜ କାହାଣୀ ଏବଂ ସୋମ୍ୟଙ୍କ କାହାଣୀ ସାମ୍ନା ଆଣିବେ ଏବଂ ନିଜେ କେତେ ଭଲ କେତେ ଖରାପ ତା ନେଇ ଏବେ ବାଖ୍ୟା କରିବାକୁ ଅଣ୍ଟା ଭିଡିଛନ୍ତି ସୋନାଲି |

ତେବେ ବାକି ରହିଲା ସୋନାଲି ଙ୍କର ଫିଲ୍ମ କେବେ ଆସୁଛି ଏବଂ ଚଳଚିତ୍ର ନାମ ସୋମ୍ୟଙ୍କ ଉପରେ ବେଷ୍ଟିତ ରହୁଛି ନ ସୋନାଲିଙ୍କ ଉପରେ ବେଷ୍ଟିତ ରହୁଛି ଏବଂ ଚଳଚିତ୍ରର ନାଁ କଣ ରହୁଛି | ତେବେ ଆପଣ ଭାବୁଛନ୍ତି କି କଣ ସୋନାଲି ଚଳଚିତ୍ରର ନାଁ ରଖିବେ ସୋନାଲିଙ୍କୁ ନେଇ କାହାଣୀଟିକୁ କେତେ ଗତିଶୀଳ ହେବ ଲୋକ ମାନଙ୍କ ଆଗରେ ସୋନାଲି ଫୁଣି ଭଲ ଭାବରେ ଠିଆ ହୋଇ ପାରିବେନି କି ନାହିଁ ଏବଂ ଷ୍ଟେଜ ରେ ଫୁଣି ତଳି କରତାଳି ସୋନାଲିଙ୍କ ଗୀତ କମ୍ପିବ କି ନାହଁ ତାହା ରହିବ ଦେଖିବାକୁ |

ଆପଣଙ୍କ ମତାମତ କଣ ଚଳଚିତ୍ର ଟିର ନାମ କଣ ରହିବ ସୋନାଲି କେତେ ଠିକ କେତେ ଭୁଲ ଆମକୁ କମେଣ୍ଟ ମାଧ୍ୟମ ରେ ମତା ମତ ଦେଇ ଜଣାଇବେ ଜମାରୁବି ଭୁଲିବେ ନାହିଁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.