Breaking News

ନୂଆ ଯୋଜନା ଆରମ୍ଭ କଲେ ମୁଖ୍ୟ ମନ୍ତ୍ରୀ ବିବାହ କରିଲେ ମିଳିବ ପୁରା ଅଢେଇ ଲକ୍ଷ ଟଙ୍କା, କାହାକୁ ମିଳିବ କାହାକୁ ମିଳିବନି !

ଦର୍ଶକବନ୍ଧୁ ଶୁଭ ମଙ୍ଗଳା ଯୋଜନା ରେ ବିବାହ କଲେ ମିଳିବ ୨ ଲକ୍ଷ୍ୟ ୫୦ ହଜାର ଟଙ୍କା ମିଳିବଏମିତି ଉପାୟ ରେ ଉଠାଇପରିବେ ଲାଭ | ଏବେ ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଦର୍ଶକବନ୍ଧୁ ଆଜି ର ଏହି ଅର୍ଟିକଲ ରେ ଜାଣିବା କିଛି ତଥ୍ୟ ବିଷୟ ରେ | ବର୍ତ୍ତମାନ ସମୟ ରେ ମିଳିଥିବା ସୂଚନା ଅନୁସାରେ ଏକ ବିଶେଷ ଖବର ଜାଣିବାକୁ ମିଳିଛି ଏହି ଖବର ଅନୁସାରେ ଆମର ମୁଖ୍ୟ ମନ୍ତ୍ରୀ କରିଛନ୍ତି ଏକ ବୋହୁତ ବଡ ଘୋଷଣା ତେବେ ଏହି ଘୋଷଣା ଅନୁସାରେ ବିବାହ କରିଲେ ଆପଣଙ୍କୁ ମିଳିବ ୨ ଲକ୍ଷ୍ୟ ୫୦ ହଜାର ଟଙ୍କା ଏହିପରି ଭାବେ କଲେ ମିଳିବ ଲାଭ ତେବେ ଆମେ ଏହି ବିଷୟ ରେ ସମ୍ପୂର୍ଣ୍ଣ ଆଲୋଚନା କରିବା |

ତେବେ ଏହି ସୂଚନା ଅନୁସାରେ ଯଦି ଆପଣ କରିବେ ବିବାହ ତେବେ ଆପଣଙ୍କୁ ମିଳିବ ଏତିକି ଟଙ୍କା ମୁଖ୍ୟ ମନ୍ତ୍ରୀ ଆରମ୍ଭ କଲେ ଶୁଭ ମଙ୍ଗଳା ପୋର୍ଟାଲ ତେବେ ଦର୍ଶକବନ୍ଧୁ ଏହି ନୂଆ ଯୋଜନା ବିଷୟ ରେ ବିବାହ କରିଥିବା ବ୍ୟକ୍ତି ମାନେ ପାଇବେ ୨ ଲକ୍ଷ୍ୟ ୫୦ ହଜାର ଟଙ୍କା | ଖାଲି ଏତିକି ନୁହେଁ ଏହା ସହିତ ମୁଖ୍ୟ ମନ୍ତ୍ରି ଆରମ୍ଭ କରିଛନ୍ତି ଛାତ୍ର ବୃତି ଯୋଜନା ଛାତ୍ର ବୃତ୍ତି ପୋର୍ଟାଲ ମାଧ୍ୟମ ରେ ଏକାଧିକ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ | ତେବେ ବିବାହ ପୂର୍ବରୁ କଣ କଲେ ମିଳିବ ଏହିସବୁ ଅର୍ଥ ରାଶି ତେବେ ଏହା ସହିତ ଛାତ୍ର ଛାତ୍ରୀ ମାନେ କିପରି ଉପକୃତ କରିପାରିବେ |

ତେବେ ଛାତ୍ର ମାନେ ଏହି ବୃତ୍ତି ପାଇବା ପାଇଁ ଏମାନଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲ କୁ ଯିବାକୁ ପଡିବ ନାହିଁ ସେମାନେ କେବଳ ଗୋଟିଏ ୱେବ୍ ସାଇଟ୍ ମାଧ୍ୟମରେ ଏହାକୁ ଆବେଦନ କରିପାରିବେ ପିଲା ମାନେ ଏକ ୱେବସାଇଡ ଯାହା ର ନାମ ହୋଉଛି odisha. government.in ରେ କ୍ଲିକ୍ କରି ରେଜିଷ୍ଟ୍ରେସନ କରିପାରିବେ ଏବେ ପିଲାମାନେ ନିଜ ଛାତ୍ର ବୃତ୍ତି ପାଇଁ ଆବେଦନ କରିପାରିବେ ସୂଚନା ଅନୁସାରେ ରାଜ୍ୟ ସରକାର ୬ ଟି ରାଜ୍ୟ ପକ୍ଷ ରୁ ୨୧ ଟି ଛାତ୍ର ବୃତ୍ତି ଦିଆଯାଇଥାଏ ଏମାନଙ୍କୁ ଛାତ୍ର ଛାତ୍ରୀ ମାନେ ଘରେ ବସି ଆବେଦନ କରି ଏହାର ଲାଭ ଉଠାଇ ପାରିବେ |

ଏହା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ମଙ୍ଗଳ ପୋର୍ଟାଲ ର ଶୁଭାରମ୍ଭ କରିଛନ୍ତି ଏଥିରେ ବ୍ୟକ୍ତି ୨ ଲକ୍ଷ୍ୟ ୫୦ ହଜାର ଟଙ୍କାର ରାଶି ପାଇପାରିବେ | ଏହା ଦ୍ଵାରା ସମାଜ ରେ ଜାତି ଗତ ସମସ୍ୟା ବନ୍ଦ କରିବା ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ଏହା କରାଯାଇଛି ଏହାକୁ ଆପଣ sumangala.odisha.com ରେ ମଧ୍ୟ ରେଜିଷ୍ଟର କରିପାରିବେ ଏଥିରେ ଆପଣ ଏହି ଯୋଜନା ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.