Breaking News

ନୂଆ ଇତିଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଆରବ ଦେଖନ୍ତୁ …

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ପ୍ରତ୍ୟେକ ଦିନ ଓଡ଼ିଆ ସିରିଏଲ ଗୁଡିକୁ ବେଶ ଭଲଭାବରେ ଦେଖୁଥିବେ ଓ ସେହି ସିରିଏଲ ମଧ୍ୟରୁ ସିନ୍ଦୁରର ଅଧିକାର ସିରିଏଲ ଟି ବେଶ ଲୋକପ୍ରିୟତା ହାସଲ କରିଥିଲା ଓ ଆପଣମାନେ ମଧ୍ୟ ସେହି ସିରିଏଲ କୁ ଦେଖିବାକୁ ବହୁତ ପସନ୍ଦ କରୁଥିବେ |

ତେବେ ଦର୍ଶକବନ୍ଧୁ ସିନ୍ଦୁରର ଅଧିକାର ସିରିଏଲ ରେ ଆପଣମାନେ ଲିଡ଼ ନାୟିକା ଇତି ଙ୍କୁ ତ ଜାଣିଥିବେ ତେବେ ଇତି ବର୍ତ୍ତମାନ ସମୟର ବେଶ ଚର୍ଚ୍ଚିତା ନାୟିକା ଭାବରେ ବେଶ ପରିଚିତ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ସିନ୍ଦୁରର ଅଧିକାର ସିରିଏଲ ଟି ବେଶ ଲୋକପ୍ରିୟତା ହାସଲ କରିପାରିଛି |

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ସେହି ସିରିଏଲ ରେ ଇତି ଭୂମିକାରେ ପ୍ରଥମେ ନୀଲାଖି ପାତ୍ର ଅଭିନୟ କରୁଥିଲେ କିନ୍ତୁ କୌଣସି କାରଣରୁ ସିଏ ଏହି ସିରିଏଲ କୁ ଛାଡି ଦେଇଛନ୍ତି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବହୁତ ସାରା କଥା ଚର୍ଚ୍ଚା କୁ ଆସିଥିଲା ତେବେ ସେ ଯାହାବି ହେଉ ନା କାହିଁକି ବର୍ତ୍ତମାନ ସମୟରେ ଆମେ ତାଙ୍କ ଜାଗାରେ ଆମେ ନୂଆ ଇତି ଙ୍କୁ ଦେଖିବାକୁ ପାଉଛନ୍ତି |

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟେ ଭିଡିଓ ବେଶ ଭାଇରଲ ହବାରେ ଲାଗିଛି ଯେଉଁଥିରେ ଆପଣମାନେ ଇତି ଏବଂ ଆରବ ଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଉଥିବେ ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ଇତି ଏବଂ ଆରବଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.