Breaking News

ନୂଆ ହୋଟେଲ୍ କରିବେ Kishore Bhaina, ଭୁବେନେଶ୍ଵର ଜାଗା ଠିକ୍ ହେଲା ଭାଇନା, ପୁଣି ଲାଗିବ ଲୋକଙ୍କ ଭିଡ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପୁଣି ଲାଗିବ ଲୋକଙ୍କର ଭିଡ଼ ଆଉ ଦୋକାନ ଦେବାକୁ ଯାଉଛନ୍ତି କିଶୋର ଭାଇନା ପୁଣି ଏକ ନୂଆ ହୋଟେଲ ଖୋଲିବାକୁ ଯାଉଛନ୍ତି ଆପଣମାନେ ଠିକ୍ ଶୁଣିଛନ୍ତି ଦର୍ଶକ ବନ୍ଧୁ ଯେଉଁ ଜାଗାରେ କିଶୋର ଭାଇନା ହୋଟେଲ ଖୋଲିଥିଲେ ।

ଆଉ ସେ ଜାଗାରେ ହୋଟେଲ କରିବେ ନାହିଁ।ତେବେ ସେହି ଭୁବନେଶ୍ୱର ରେ ଆପୋଲୋ ହସ୍ପିଟାଲ ପାଖରେ ଏକ ଜାଗା ଦେଖାଯାଇଛି ଯେଉଁ ଠି କି କିଶୋର ଭାଇନା ଏକ ମଟନ ହୋଟେଲ ଟିଏ କରିବେ।ସେ ପୁଣି କହିଛନ୍ତି କି ସେ ତାଙ୍କର ଲାଇସେନ୍ସ କରିବେ ଏବଂ ପରିଷ୍କାର ପରିଚ୍ଛନନତା ରେ ଖୋଲିବାକୁ ଯାଉଛନ୍ତି ହୋଟେଲ ।

ଯାହା ଭୁବନେଶ୍ୱର ଦୂର ଦର୍ଶନ କେନ୍ଦ୍ର ପାଖରେ ଯେଉଁ ହୋଟେଲ ଟି ଦେଖିଥିବେ ତାହାଠୁ ଭଲ ଆଉ ଏକ ସୁନ୍ଦର ହୋଟେଲ ଟିଏ କରିବେ ଭୁବନେଶ୍ୱର ଆପଲୋ ହସ୍ପିଟାଲ୍ ପାଖରେ ସେ ପୁଣି ଥରେ ଲାଇସେନ୍ସ ପାଇଁ ଆପଲ୍ଲାଇ କରିଛନ୍ତି ତେବେ ପୁଣି ଥରେ ସେ ମଟନ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସୂଚନା ଅନୁସାରେ ଏହି ରିପୋର୍ଟ ଟି ମିଳିଛି ।

ପୁଣି ଥରେ ଗରମ ଗରମ୍ ମଟନ ଝୋଳ ଲୋକମାନେ ଖାଇବେ ଏବଂ ପୁଣିଥରେ ଲୋକମାନଙ୍କ ଲାଇନ୍ ଲାଗିବ କିଶୋର ଭାଇନା ଙ୍କ ମଟନ ଖାଇବା ପାଇଁ ଆପୋଲୋ ହସ୍ପିଟାଲ ପାଖରେ ତାଙ୍କର ଏକ ମଟନ ଦୋକାନ ଆରମ୍ଭ ହେବାକୁ ଯାଉଛି ଯେଉଁଠି ଲୋକମାନେ ସେହି ମଟନ ତରକାରୀ ଖାଇବେ 200 ଟଙ୍କା ପ୍ଲେଟରେ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.