Breaking News

ନୂଆ ବୋହୁ ଛାଡିଲା ପରେ ଏବେ କଣ କରୁଛନ୍ତି ସୁମୀ ଅପା

ହଁ ବନ୍ଧୁ ନୂଆ ବୋହୂ ଟି ଛାଡ଼ି ବର୍ତ୍ତମାନ ସମୟ ରେ କଣ କରୁଛନ୍ତି ନୂଆ ବୋହୂ ରେ ଅଭିନୟ କରୁଥିବା ସୁମୀ ଅପା ।ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ସୁମୀ ଅପା। ହଁ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ।

ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସୁମି ଅପ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ସୂମୀ ଅପା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ନୂଆ ବୋହୂ ଶିରିଏଲେ ସହିତ ସେ ଭଲ ଆଲବମ୍ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି।

ନୂଆ ବୋହୂ ସିରିଏଲେ କରିବା ପୂର୍ବ ରୁ ସେ ଅନେକ ଧାରା ଵାହିକ ରେ ଅଭିନୟ କରିଛନ୍ତି ଯେମିତି କି ଶ୍ରୀ ଜଗନ୍ନାଥ ଓ ମାନିନୀ ରେ ସେ ଜବରଦସ୍ତ ଅଭିନୟ ଦେଖାଇଛନ୍ତି।ସୂମୀ ଅପା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ତାହାଲେ ନୂଆ ବୋହୂ ଛାଡ଼ିବା ପରେ କଣ କରୁଛନ୍ତି ନୂଆ ବୋହୂ ରେ ଅଭିନୟ କରୁଥିବା ସୁମି ଅପା । । ସୂମୀ ଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଆଉ ତାଙ୍କ ପରିବାର କହିଲେ ମା ଆଉ ସାନ ଭଉଣୀ । ସେ ବର୍ତ୍ତମାନ ସୁଟିଂ ପାଇଁ ଭୁବନେଶ୍ବର ରେ ରହୁଛନ୍ତି ।

ଶୂମି ନୂଆ ବୋହୂ ଧାରାବାହିକ ଟି ଛାଡ଼ି ଦେଇଛନ୍ତି ସତ୍ କିନ୍ତୁ ସୂଚନା ମିଳୁଛି ଯେ ଆଗକୁ ଏକ ଧାରାବାହିକ ଆସୁଅଛି ସେଥିରେ ଶୁମି ନଜର ଆସିବେ ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *