ଦର୍ଶକବନ୍ଧୁ ବାହାଘର ପରେ ଆପଣଙ୍କ ସ୍ୱାମୀ ଆପଣଙ୍କୁ କହିଲେ ମଧ୍ୟ ଏହି ତିନଟି ଦିନିଷ କୁ ଆପଣ ଭୁଲୁରେ ପିନ୍ଧିବେ ନାହିଁ ଜଣେ ବିବାହିତା ମହିଳା କୁ ଭୁଲୁ ରେ ବି ଏହି ତିନଟି ଦିନିଷ ପିନ୍ଧିବା ଉଚିଛି ନୁହେଁ ଏହା ପିନ୍ଧିବା ଦ୍ୱାରା ଆପଣ ଆପଣଙ୍କ ସ୍ୱାମୀ ଙ୍କର ମୃତ୍ୟୁର କାରଣ ବନି ପାରନ୍ତି | ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବସ୍ତୁ ଶାସ୍ତ୍ର କୁ ବହୁତ ମହତ୍ୱ ଦିଆଯାଇଥାଏ ଆମେ ଯେ କୌଣସି କାମ କରିବା ପୂର୍ବରୁ ବସ୍ତୁ ବିଷୟରେ ନିଶ୍ଚୟ ବିଚାର କରିଥାଉ | କାରଣ ଵାହବିଷ୍ୟତରେ କୌଣସି ଅସୁବିଦାର ସାମ୍ନା କରିବାକୁ ନ ପଡୁ ବୋଲି ଆଜି କଲି ଅଧାନିକ ଜୀବନ ଶୈଳୀରେ ବିବାହିତ ମହିଳା ମାନେ କିଛି ଏପରି ଦିନିଷ ପିନ୍ଧି ଥାନ୍ତି ଯାହା ବିଷୟରେ ସେମାନଙ୍କୁ ଜଣାନଥିବ |
ଏହା ଦ୍ୱାରା ତାଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ ଏହା ବେତିତ ସ୍ୱାମୀଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ ଚାଲନ୍ତୁ ଜାଣିବା ସେହି ତିନଟି ବିଷୟରେ ଯାହାକୁ ଭୁଲୁରେ ମହିଳା ମନକୁ ପିନ୍ଧିବା ଉଚିଛି ନୁହେଁ |
ପ୍ରଥମ ହେଉଛି ଶାସ୍ତ୍ର ରେ କୁହାଯାଇଛି କୌଣସି ମହିଳାଙ୍କୁ ସମ୍ପୂର୍ଣ ଧଳା ରଙ୍ଗର ସଡ଼ି ପିନ୍ଧିବା ଉଚିଛି ନୁହେଁ ଏହା କରିବା ଦ୍ୱାରା ଆପଣଙ୍କ ମାନସନାମ ଉପରେ ଆଞ୍ଚ ଆସିଥାଏ ଏହାର କାରଣ ହେଉଛି ଧଳା ରଙ୍ଗର ସାଡୀ ପିନ୍ଧିବା ଦ୍ୱାରା ପତିବର୍ଥ ଧର୍ମ ନଷ୍ଟ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ସମଧ୍ୱରେ ନକାରାତ୍ମକ ଉର୍ଜାର ଆଗମନ ହୋଇଥାଏ | ଯଦି ଆପଣ ଧଳା ରଙ୍ଗର ଶାଢ଼ୀ ପିନ୍ଧିବାକୁ ଚାହୁଁଛନ୍ତି ତେବେ ଏପରି ଶାଢ଼ୀ ପିନ୍ଧନ୍ତୁ ଯେଉଁଥିରେ ଅନ୍ୟ ରଙ୍ଗ ମିଶିକି ଥିବା |
ଦ୍ୱତୀୟ ରେ ହେଉଛି ପାଦରେ ସୁନା ଧାତୁ ପିନ୍ଧିବା ମହିଳା ମାନେ ସୁନ୍ଦର ଦେଖାଯିବ ପାଇଁ ପାଦରେ ସୁନାର ପାଉଁଜି ପିନ୍ଧି ଥାନ୍ତି କିନ୍ତୁ ଏହା ବିବାହିତ ମହିଳା ମାନଙ୍କ ପାଇଁ ସମ୍ପୂର୍ଣ ଅଶୁଭ ମାନାଯାଏ ପାଦରେ ସୁନା ପିନ୍ଧିବା ଦ୍ୱାରା କୁବେର ମହାରାଜ ଙ୍କର ଅପମାନ ହୋଇଥାଏ ଯାହା ଫଳରେ ଆପଣ ଅନେକ ଅସୁବିଦାର ସାମ୍ନା କରିବେ ସେଥି ପାଇଁ ସୁନାକୁ ପାଦରେ କେବେବି ପିନ୍ଧନ୍ତୁ ନାହିଁ |
ତୃତୀୟ ରେ ହେଉଛି ସିନ୍ଦୁର ଓ ମଙ୍ଗଳ;ସୂତ୍ର ମହତ ହିନ୍ଦୁ ଧର୍ମ ରେ ସିନ୍ଧୁର ଓ ମଙ୍ଗଳ ସୂତ୍ରର ମହତ ବହୁତ ରହିଛି ଯଦି ବିବାହିତ ମହିଳା ସିନ୍ଦୁର ନଲଗାଇବେ ଏହା ଶାସ୍ତ୍ର ରେ ପାପ ବୋଲି ମାନାଯାଇଥାଏ | ମଙ୍ଗଳ ସୂତ୍ର ରେ ସୁନା ଏବଂ ପିତଳ ନଲାଗିଲେ ଚଳିବ ଈଂତୁ ହଳଦିଆ ସୂତାରେ କଲା ପୃଥ୍ୱୀ ଲାଗିଥିବା ଅବଶକ୍ୟ ଏଭଳି ମାନ୍ୟତା ରହିଛି ମଙ୍ଗଳ ସୂତ୍ର ରେ ହଳଦିଆ ଅଂଶ ମତ ପ୍ରବର୍ତ୍ତୀ ଓ କଲା ଅଂଶ ଶିବ ହୋଇଥାନ୍ତି ସେଥି ପାଇଁ ପ୍ରତେକ ବିବାହିତ ମହିଳା ମାନଙ୍କୁ ମନଗଲ ସୂତ୍ର ପିନ୍ଧିବା ଉଚିଛି ଏହି ସବୁ ଭୁଲୁ ବିବାହିତ ମହିଳା ମାନେ କରନ୍ତୁ ନାହିଁ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …