Breaking News

ନୂଆ ବର୍ଷରେ ମୋଦି ଦେବେ ଚାକିରିଆ ମାନଙ୍କୁ ବଡ ଉପହାର! ସମସ୍ତ ଚାକିରିଆ ଓ ପେନସନଧାରୀଙ୍କ ଦରମାରେ ବୃଦ୍ଧି ହେବ

ନୂତନ ବର୍ଷ ରେ ନୂଆ ଉପହାର ।ନୂତନ ବର୍ଷ ରେ କେନ୍ଦ୍ର କର୍ମୀଚାରି ଙ୍କ ପାଇଁ ଖୁସି ଖବର ଆମେ ନେଇଆସିଛୁ ।2021 ବର୍ଷ ରେ କେନ୍ଦ୍ର କର୍ମଚାରୀ ଙ୍କୁ ଅଧିକ ବେତନ ଦେବେ ସରକାର।ଚଳିତ ବର୍ଷ କୋରୋନା ମହାମାରୀ ପାଇଁ କେନ୍ଦ୍ର କର୍ମଚାରୀ ପାଉଥିବା ମହଙ୍ଗା ଭତା ଉପରେ ରୋକ ଲଗାଇଥିଲେ ସରକାର।କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନେ 21 ପ୍ରତିଶତ ହାରରେ ମିଳୁଥିଲା କିନ୍ତୁ ଏବେ 17 ପ୍ରତିଶତ ହାରରେ ମିଳୁଛି।


କୋରୋନା ମହାମାରୀ ପାଇଁ ସରକାରୀ କଯ୍ୟାଳୟ ରେ ଠିକ୍ ସେ କାମ ହେଉନଥିବାରୁ ସରକାର ମହଙ୍ଗା ଭତା ବନ୍ଦ କରିଦେଇଥିଲେ।ଆଗରୁ ସପ୍ତମ ବେତନ କମିଶନ ଅନୁଯାୟୀ 21 ପ୍ରତିଶତ ଦିଆଯାଉଥିଲା କିନ୍ତୁ ଏବେ 17 ପ୍ରତିଶତ ହାରରେ ଦିଆଯାଉଛି।
ଆଶାକରାଯାଉଛି କି ଜୁନ 2021 ରେ ମହଙ୍ଗା ଭତା ଉପରେ ସରକାର ଖୁସୀ ଖବର ଦେଇପାରନ୍ତି।

 

ସୂଚନାଅନୁଯାଇ ୨୦୨୧ ଜୁନ ପରେ କର୍ମଚାରୀ ଏବଂ ପେନସନଭୋଗୀମାନେ ଆଶା କରୁଛନ୍ତି ସରକାର ଡ଼ିଏ ଉପରେ କିଛି ଖୁସି ଖବର ଦେଇ ପାରନ୍ତି । ଯଦି ଡ଼ିଏ ବୃଦ୍ଧି ହୁଏ ତେବେ ବ୍ୟାଙ୍କ ଖାତାକୁ ଅଧିକ ଦରମା ଆସିବ । ପ୍ରତି ବର୍ଷ ଜାନୁଆରୀ ମାସ ୧ ତାରିଖ ଓ ଜୁଲାଇ ୧ରେ କେନ୍ଦ୍ର ସରକାର ଡ଼ିଏ ବୃଦ୍ଧି କରିଥାନ୍ତି ।

ଚଳିତ ବର୍ଷ ଜାନୁଆରୀ ମାସରେ ଡ଼ିଏରେ ୪ ପ୍ରତିଶତ ବୃଦ୍ଧି ହୋଇଥିଲା ଯାହାର ସିଧା ସଳଖ ଲାଭ ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୫୫ ଲକ୍ଷ ଅଧିକ ପେନସନଭୋଗୀଙ୍କୁ ମିଳିଛି । ସାଧାରଣତଃ ମୂଲ୍ୟ ବୃଦ୍ଧିକୁ କ୍ଷତିପୂରଣ ଦେବା ପାଇଁ ସରକାର ବର୍ଷକୁ ଦୁଇଥର ଡିଏରେ ପରିବର୍ତ୍ତନ କରନ୍ତି । ସରକାରୀ ଖର୍ଚ୍ଚ ହ୍ରାସ କରିବାକୁ ଏହା ଆଉ ଏକ ପ୍ରୟାସ ।

 

ଏହାପୂର୍ବରୁ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା । ପୂର୍ବ ରୁ କ୍ୟାବିନେଟ ରେ ମହଙ୍ଗା ଭତା 4 ପ୍ରତିସତ ବୃଦ୍ଧି କରାଯାଇଥିଲା।21 ପ୍ରତିଶତୃ 17 ପ୍ରତିଶତ ଦେବାର କାରଣ ସରକାର ଖର୍ଚ୍ଚ ହ୍ରାସ କରିବାକୁ ଆଉ ଏକ ପ୍ରୟାସ ଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *