Breaking News

ନୂଆ ବର୍ଷ ରେ ନବକଳେବର ମନ୍ତ୍ରୀ ମଣ୍ଡଳ ରେ ବଡ ଧରଣର ପରିବର୍ତ୍ତନ କରି ପାରନ୍ତି ନବୀନ.. ବିଦା ହୋଇ ପାରନ୍ତି ଅରୁଣ ସାହୁ!

ଆପଣ ମାନେ ଜାଣିଥିବେ ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଗୋଟିଏ ଦଳ ଶାସନ କରୁଛି।ନେତା ଥରେ ଭୋଟ ପାଇକି ଜିତିଗଲା ପରେ ଆଉ ଦେଖା ଯାଉନାହାନ୍ତି। ସେହିପରି ଆମ ଓଡିଶାରେ ଗୋଟିଏ ସରକାର ଏବଂ ଗୋଟିଏ ମନ୍ତ୍ରୀ ,ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି। କିନ୍ତୁ ଆମ ମୁଖ୍ୟ ମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ନବ କଳେବର। ୫ମ ଥର ନିର୍ବାଚନରେ ପ୍ରଥମ ଥର ପାଇ ଅଦଳବଦଳ ।

କିଏ ଯିବା ଆଉ କିଏ ଆସିବ ଠିକ ନାହିଁ।ମନ୍ତ୍ରୀ ମଣ୍ଡଳ ରେ ହୋଇପାରେ ବଡ ଧରଣର ଅଦଳବଦଳ।ତେବେ ଆସନ୍ତୁ ଜାଣିବା କିଏ ଯିବେ କିଏ ରହିବେ। ଆମ ଦେଶରେ ବହୁଦଳ ଶାସନ ବ୍ୟବସ୍ଥା ଚାଲିଛି ।ତେଣୁ ବହୁତ ଗୁଡିଏ ଦଳ ନିର୍ବାଚନ ଲଢ଼ି ଥାନ୍ତି। ପ୍ରତ୍ୟକ ଦଳର କଯ୍ୟକାଳ ୫ବର୍ଷ ।ପୁଣି 5 ବର୍ଷ ପରେ ନିର୍ବାଚନ ହୁଏ ଜିଏ ଜିତେ ସେ ଶାସନ ଭାର ସମ୍ଭାଳେ।

ଆପଣମାନେ ଜାଣିଥିବେ ଯଦି ଗୋଟିଏ ଦଳ ରହିବ ତେବେ ଲୋକମାନଙ୍କ ପ୍ରତି ବହୁତ ଅବହେଳା ଏବଂ ଅନ୍ୟାୟ ଦେଖାଦେବ। ସେହିପରି ଆମ ଓଡିଶାରେ ବହୁତ ଦିନ ହେଲାଣି ଗୋଟିଏ ସରକାର ଏବଂ ଗୋଟିଏ ଶାସନ। ତାଙ୍କ ମନ୍ତ୍ରୀ ମଣ୍ଡଳ ବି ସମାନ। ଆଉ କିଛି ମନ୍ତ୍ରୀ ଅଛନ୍ତି ଯେ କିଛି ବି ଜାଣିନାହାନ୍ତି କିନ୍ତୁ ସେ ବଡ ବଡ ମନ୍ତ୍ରୀ ଅଛନ୍ତି ।ଏବେ ଚର୍ଚ୍ଚା ହେଉଛି କି ମନ୍ତ୍ରୀ ମଣ୍ଡଳ ରେ ପରିବର୍ତ୍ତନ ହେବାକୁ ଯାଉଛି।


ଅଦଳବଦଳ ତାଲିକାରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ନାମ ସର୍ବପ୍ରଥମେ ଆସୁଛି । ସେ ଉଚ୍ଚ ବିଭାଗର ଶିକ୍ଷା ମନ୍ତ୍ରୀ ରହିବା ବେଳଠୁ କିଛି ବି ପରିବର୍ତ୍ତନ ହୋଇନାହିଁ।ତେଣୁ ସମସ୍ତେ କହୁଛନ୍ତି ସେ ବଦଳନ୍ତୁ। ଯାହାଦ୍ୱାରା ଯଦି କିଛି ପରିବର୍ତନ ହୋଇପାରେ। ଅରୁଣ ସାହୁ ମଧ୍ୟ ନିଷ୍ପାପ ଶିଶୁ ପରୀ ନିଖୋଜରେ ସାମିଲ ଅଛନ୍ତି।ଏହାର ପ୍ରଭାବ ପଡିପାରେ।


ନୂଆ ମନ୍ତ୍ରୀ ମଣ୍ଡଳ ରେ ଏହି ମାନଙ୍କ ନାମ ସର୍ବ ପ୍ରଥମେ ଆସୁଛି:- ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ ନାୟକ, ତୁଷାରାକାନ୍ତି ବେହେରା, ରଘୁନନ୍ଦନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା ।
କିନ୍ତୁ କିଛି ବି କହି ହେବ ନାହିଁ ।କାରଣ ନବୀନ କିଛି ବି କରିପାରନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ୨ଟି ବଡ ଲଘୁଚାପ ପାଣିପାଗ ବିଭାଗ କରିଲା ସତର୍କ, ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ 11 ରେ ଆସୁଛି ଆଉ ଏକ ଲଘୁଚାପ , …

Leave a Reply

Your email address will not be published. Required fields are marked *