Breaking News

ନୂଆ ବାହା ହୋଇଥିବା ଅଭିନେତା ଅର୍ଦ୍ଧେନ୍ଦୁ ଓ ତାଙ୍କ ସ୍ତ୍ରୀ

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନିଜର ଜବରଦସ୍ତ ଅଭିନୟ ଫଳ ରେ କମ୍ ଦିନ ରେ ଲୋକ ମାନ ଙ୍କ ପାଖରେ ବହୁତ୍ ପ୍ରିୟ ହୋଇଯାଆନ୍ତି । ଇଣ୍ଡଷ୍ଟ୍ରି ବା ଧାରାବାହିକ ମାନ ଙ୍କ ରେ ଜବରଦସ୍ତ ଅଭିନୟ କରି ରୋଜଗାର କରନ୍ତି ଏବଂ ସେହି ଇଣ୍ଡଷ୍ଟ୍ରି ବା ଧାରାବାହିକ ଲାଇନ ରେ ବହୁତ୍ ନାମ ଅର୍ଜନ କରନ୍ତି ।

ଓଡ଼ିଆ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ ଏବଂ ଟିକେ ସୁନ୍ଦର୍ ହୋଇଥିବେ ତାହେଲେ ଏହି ଲାଇନ୍ ଟି ଆପଣ ଙ୍କ ପାଇଁ ସହଜ ଅଟେ । ହଁ ବନ୍ଧୁ ଆପଣ ଯଦି ଟିକେ ସୁନ୍ଦର୍ ହୋଇଥିବେ ଏବଂ ଜବରଦସ୍ତ ଅଭିନୟ ମଧ୍ୟ କରୁଥିବେ ତାହାଲେ ଆପଣ ଖୁବ୍ ଶୀଘ୍ର କମ୍ ସମୟ ରେ ଲୋକ ମାନଙ୍କ ପାଖ ରେ ବହୁତ୍ ଜଲ୍ଦୀ ଲୋକପ୍ରିୟ ହୋଇଯାଆନ୍ତି । ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି । ସେମାନ ଙ୍କ ମଧ୍ୟ ରୁ ଅର୍ଧେନ୍ଦୁ ହେଉଛନ୍ତି ଜଣେ । ହଁ ବନ୍ଧୁ ସେ ତାଙ୍କ ନିଜ ଅଭିନୟ ଜରିଆରେ ଖୁବ୍ କମ୍ ଦିନ ରେ ସେ ଲୋକ ମାନ ଙ୍କ ପାଖରେ ରେ ଅତି ପ୍ରିୟ ହୋଇପାରିଛନ୍ତି ।

ସିନେମା ଠାରୁ ଆଲବମ୍ ରେ ଅଧିକ ନଜର ଆସନ୍ତି ଅର୍ଧେନ୍ଦୂ ଗୋଟିଏ ପରେ ଗୋଟିଏ ସୁପର ଗୀତ ରେ ଆଲବମ୍ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି । ନିକଟ ରେ ତାଙ୍କ ବିବାହ ହୋଇ ଥିଲା ।ସେ ସ୍ବର୍ଗତ ପିପିଲ୍ ବିଧାୟକ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ । ଏହି ବିବାହ ରେ ଉଳିଉଡ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ । ଗତ କାଲି ଆର୍ଦ୍ଧେନ୍ତୁ ତାଙ୍କ ଘରେ ଏକ ପୂଜା ର ଆୟୋଜନ କରିଥିଲେ ।

ଅର୍ଦ୍ଧେନ୍ତୁ ଓ ପଲ୍ଲବୀ ଙ୍କ ସହ ପରିବାର ଉପସ୍ଥିତ ରହି ଏହି ପୂଜା ର ଆୟୋଜନ କରିଥିଲେ । ଅର୍ଦ୍ଦେନ୍ତୁ ଙ୍କ ଆଗକୁ ଆସିବକୁ ଯାଉଛି ଦୁଇ ଟି ଫିଲ୍ମ୍ ଯାହାର ଗୀତ ର ସୁଟିଂ ଓଡ଼ିଶା ବାହାରେ କରାଯିବ । ଆପଣ ମାନେ ମଧ୍ୟ ଜାଣିଥିବେ ଅର୍ଦ୍ଧେନ୍ତୁ ଦୁଇ ଟି ଓଡ଼ିଆ ଫିଲ୍ମ୍ କରିଛନ୍ତି । ଗୋଟିଏ ହେଉଛି ବ୍ଲାକ ମେଲ୍ ଓ ଅନ୍ୟ ଟି ହଉଛି ମୁଁ ପରଦେଶୀ ଚଢେଇ ଏହି ଦୁଇଟି ଫିଲ୍ମ୍ ସାରା ଓଡ଼ିଶା ରେ ଚହଳ କରିଥିଲା ଓ ଏହି ଫିଲ୍ମ୍ ଗୀତ ମଧ୍ୟ ସୁପର ହିଟ ହୋଇଥିଲା । ଆଗକୁ ତାଙ୍କର ଦୁଇ ଗୋଟି ଫିଲ୍ମ୍ ଆସିବାକୁ ଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *