ଦର୍ଶକବନ୍ଧୁ ଶ୍ରଦ୍ଧା ଏବଂ ରାଜେଶ ଏହି ନାଁ ଟି ବା ଏହି ଯୋଡି କୁ କିଏ ବା ନଜାଣେ ଲୋକମାନେ ଏହି ଯୋଡି କୁ ବେଶ ପସନ୍ଦ ମଧ୍ୟ କରୁଥିଲେ ତାଙ୍କର ପ୍ରେମ ସୋସିଆଲ ମିଡିଆରେ ଲୋକମାନଙ୍କୁ ବେଶ ପସନ୍ଦ ଆସୁଥିଲେ ଏମିତି କି ତାଙ୍କର ନିର୍ବନ୍ଧ ବହୁତ ଧୁମ ଧାମ ରେ ମଧ୍ୟ ସେମାନେ ପାଳନ କରିଥିଲେ ଓ ବହୁତ ସାରା ଫୋଟୋ ସହୁତ ମଧ୍ୟ ହୋଇଥିଲା |
କିନ୍ତୁ ନିର୍ବନ୍ଧ ର କିଛି ଦିନ ପରେ ଏମାନେ ଅଲଗା ହୋଇଯାଇଛନ୍ତି ଯାହା ଶୁଣିବାକୁ ମିଳୁଛି ଏମାନଙ୍କର ବ୍ରେକପ ହୋଇଯାଇଛି ସୋସିଆଲ ମିଡିଆରେ ଏକାଠି ରିଲ ବନାଉଥିବା ଏହି ଯୋଡି ଏବେ ନିଜ ଏକାଉଣ୍ଟ ରୁ ଏହି ନିଜ ପାର୍ଟନରଙ୍କ ଫୋଟୋ କୁ ଡିଲିଟ କରିଦେଇଥିଲେ ଆଉ ନିଜ ସୋସିଆଲ ମିଡିଆରେ ଆଉ ଏକାଠି ରିଲ ବନାଉଥିବାର ନଜର ଆସିଲେନି |
ତେବେ କିଛିଦିନ ପରେ ଶ୍ରଦ୍ଧା ନିଜ ସୋସିଆଲ ମିଡିଆରେ ଲାଇଭ ଆସି କହିଥିଲେ କି ପ୍ରେମରେ ଧୋକା ଖାଇଲେ କେତେ କଷ୍ଟ ହୋଉଛି ଦୁଇଜଣଙ୍କ ବିବାହ କଥା ବହୁତ ଚର୍ଚ୍ଚା ର ବିଷୟ ପାଲଟିଥିଲା କିନ୍ତୁ ମଝିରେ ଦୁହିଜଣଙ୍କ ମଧ୍ୟରେ କିଛି ଝଗଡା ହୋଇଥିଲା ଏବଂ ଦୁହେଁ ସୋସିଆଲ ମିଡିଆରେ ଲାଇଭ ଆସି କହିଥିଲେ କି ତାଙ୍କ ଜେଜେ ମା ମରିଯିବାରୁ ତାଙ୍କ ବାହାଘର ଘୁଞ୍ଚିଛି |
କିନ୍ତୁ ବନ୍ଧୁଗଣ ସେହି ବାହାଘର ଟି ହେବ ନାହିଁ ବୋଲି କିଏ ଜାଣିଥିଲା ଏହି ବାହାଘର ଟି ଭାଙ୍ଗି ଯାଇଛି ଓ ଦୁଇଜଣଙ୍କର ବ୍ରେକପ ହୋଇଯାଇଛି ବୋଲି ଶୁଣିବାକୁ ମିଳୁଛି ଅନେକ ସାରା ଧାରାବାହିକ ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ସାରିଛନ୍ତି ଏହି ଯୋଡି |
ତେବେ ବନ୍ଧୁଗଣ ଆପଣମାନେ ଏହି ଯୋଡି କୁ ତ ବେଶ ପସନ୍ଦ କରୁଥିବେ ଓ ଏ ଦୁହିଁଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିନେମା ଓ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛନ୍ତି ନିଜର ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …