Skip to content
ସିରିଏଲ ଅଭିନେତ୍ରୀ ସୁମନଙ୍କୁ ଗୋଟିଏ କାର ଗିଫ୍ଟ କରିଲେ ସୌଗତ । କିଛି ଦିନ ପୂର୍ବରୁ ସୁମନ ଓ ସୌଗତଙ୍କର ନିର୍ବନ୍ଧ ଶେଷ ହୋଇ ଯାଇଛି । ସୁମନ ଓ ସୌଗତ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ଦୁହେଁ ଦୁହିଁ ଙ୍କୁ ଭଲ ପାଉଥିଲେ । ସୋସିଆଲ ମିଡିଆରେ ଦୁହେଁ ଏକାଠି ନଜର ଆସୁଥିଲେ ।
ପ୍ରାୟ ୪ ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଇ ଆସୁଛନ୍ତି । ବହୁତ ସାରା ଓଡିଆ ସିନେମାରେ ସୁନ୍ଦର ଅଭିନୟ କରିଛନ୍ତି ହିରୋଇନ ସୁମନ । ଓଡିଆ ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଥିଲେ ସୌଗତ । ସୁମନ ଓ ସୌଗତ ଗୋଟିଏ ଇଭେଣ୍ଟ ଶୋ ରେ ଦେଖା ହୋଇଥିଲେ ।
ଏହା ପର ଠାରୁ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ ଏବେ ଦୂହିଁଙ୍କର ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧ ପରେ ସୌଗତଙ୍କୁ ଏକ କାର ଗିଫ୍ଟ କରିଛନ୍ତି ସୌଗତ ଓ ଏଥିରେ ସୁମନ ବହୁତ ଖୁସି ରେ ଅଛନ୍ତି । ସୌଗତ ଜଣେ ବହୁତ ବଡ ବିଜନେସ ମ୍ୟାନ ଅଟନ୍ତି । ସୌଗତଙ୍କର ସାରା ଭାରତ ବର୍ଷରେ ବଡ ବଡ ବିଜନେସ ରହିଛି । ଦୂହିଁଙ୍କ ମଧ୍ୟରେ ଅନେକ ଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା । ସୌଗତ ସୁମନଙ୍କ ଅଭିନୟ ଦେଖି ଫିଦା ହୋଇ ଯାଇଥିଲେ ।
ସୁମନଙ୍କୁ ଏବେ ପ୍ରାୟ ୩୧ ବର୍ଷ ହୋଇଛି । ଅଳ୍ପ ଦିନ ପରେ ସେ ବିବାହ ବନ୍ଧନରେ ବାନ୍ଧିହେବେ । ସେ ଅନେକ ଓଡିଆ ସିରିଏଲରେ ନେଗେଟିଭ ରୋଲ ରେ ନଜର ଆସିଛନ୍ତି । ସୁମନ କେବଳ ଓଡିଆ ସିରିଏଲ ନୁହେଁ ସେ ଅନେକ ଓଡିଆ ସିନେମା, ଆଲବମ ଓ ୱେବ ସିରିଜରେ କାମ କରିଛନ୍ତି ।