Breaking News

ନିଜର ପ୍ରଥମ ବିବାହ ବାର୍ଷିକ ସେଲିବ୍ରେଟି କରୁଥିବାର ନଜର ଆସିଲେ ସବ୍ୟସଚୀ ଅର୍ଚ୍ଚିତା

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତାଙ୍କୁ ବେଶ ଭଲଭାବରେ ଜାଣିଥିବେ ତେବେ ବନ୍ଧୁଗଣ ଏବେ ଏବେ ସୋସିଆଲ ମିଡିଆରେ ସବ୍ୟ ଓ ଅର୍ଚ୍ଚିତା ତାଙ୍କ ମ୍ୟାରେଜ ଆନିଭର୍ସାରି ମନାଉଥିବାର ନଜର ଆସିଛନ୍ତି ଓ ଏହା ସହ ସେ ତାଙ୍କ ଫ୍ୟାନ ମାନଙ୍କୁ କଣ କହିଛନ୍ତି ଆସନ୍ତୁ ଜାଣିବା |

ବନ୍ଧୁଗଣ ଆପଣମାନେ ଜାଣିଥିବେ ସବ୍ୟସଚୀ ଓ ଅର୍ଚ୍ଚିତା ଦୁହେଁ ଓଲିଉଡ଼ ର ଆଗ ଧାଡି ର ହୁଇରୋ ଏବଂ ହିରୋଇନ ତେବେ ବନ୍ଧୁଗଣ ଦୁହେଁ ବହୁତ ଦିନ ଧରି ଭଲପାଇ ବସିଥିଲେ ଓ ପରବତରୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର କଥା ଶୁଣିବାକୁ ମିଳିଥିଲା |

ତେବେ ଦର୍ଶକବନ୍ଧୁ ଏହି ଯୋଡି ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେ ରାଜସ୍ଥାନ ରେ ବିବାହ କରିଥିଲେ ଓ ଏହା ପରେ ଓଡିଶା ଫେରି ତାଙ୍କର ରିସେପ୍ସନ ର ଭୋଜି ସବୁ କଳାକାର ମାନଙ୍କୁ ଦେଇଥିଲେ ଆଉ ସେଠାରେ ଅନେକ ସାରା କଳାକାର ମାନେ ଯୋଗ ଦେଇଥିଲେ |

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଅର୍ଚ୍ଚିତା ଓ ସବ୍ୟସଚୀ ସେମାନଙ୍କର ଆନିଭର୍ସାରି ସେଲିବ୍ରେଟି କରିଛନ୍ତି ଆଉ ସେମାନେ ଏହାକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ବହୁତ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଏହି ଯୋଡି ଟି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.