ଦର୍ଶକବନ୍ଧୁ ଚାଣକ୍ୟ ନୀତି ଅନୁସାରେ ଚାଣକ୍ୟ କୁହନ୍ତି ଆପଣ ମହିଳା ମାନେ ଶୋଇବା ଅବସ୍ଥାରୁ ତାଙ୍କର ଚରିତ୍ର ବିଷୟରେ ଜାଣିବା | ଚାଣକ୍ୟ ଜଣେ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଥିଲେ ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ଆଜିକା ଜୀବନରେ ମଧ୍ୟ ସତ ସାବ୍ୟସ୍ତ ହୋଇଥିଲା ଏହି ନୀତିରେ ଚାଣକ୍ୟ କହିଛନ୍ତି | ଆପଣ ମହିଳା ମାନେ ଶୋଇବା ଢ଼ଙ୍ଗରୁ ଜାଣି ପାରିବେ ସେମାନଙ୍କର ବିଷୟରେ |
ସେମାନଙ୍କୁ ବନେଇଥିବା ଭଗବାନ ମଧ୍ୟ ସେମାନଙ୍କର ହୃଦୟ କଥା ଜାଣି ପାରନ୍ତି ନାହିଁ | ମହିଳା ମାନଙ୍କର ରହସ୍ୟ ଥାଏ କି ନଥାଏ କିଏବି ଜାଣନ୍ତି ନାହିଁ ଏମାନଙ୍କ ମନରେ କଣ ଚାଲିଥାଏ ଏବଂ ଏମାନେ କଣ ଭାବନ୍ତି ଏହାର ଜବାବ ଭଗବାନ ମଧ୍ୟ ଦେଇ ପାରନ୍ତି ନାହିଁ | କୌଣସି ମହିଳାର ଶୋଇବାରୁ ଅବସ୍ଥାରୁ ଆପଣ ତାର ହୃଦୟର କଥା ଜାଣି ପାରିବେ ଚାଣକ୍ୟ ତାଙ୍କ ନୀତି ଅନୁସାରେ କହିଛନ୍ତି | ପେଟକୁ ଓଲଟା କରି ତଳକୁ ମୁହଁ କରି ଶୋଉଥିବା ଝିଅ ଅଧିକ ଲାଭ ବାନ ହୋଇଥାନ୍ତି ସେମାନଙ୍କୁ ଏହି ପରି ପୁଅ ଆସନ୍ତି ଯେଉଁ ମାନେ କଥା କଥାରେ ପୁରସ୍କାର ଦେଇଥାନ୍ତି |
ଯେଉଁ ମାନେ ତକିଆ ପରି ଶୁଅନ୍ତି ସେମାନଙ୍କର ସ୍ଵଭାଵ ବହୁତ ଚଞ୍ଚଳ ହୋଇଥାଏ ସେମାନଙ୍କ ସ୍ବପ୍ନ ଅଲଗା ପ୍ରକାରର ହୋଇଥାଏ ସେମାନେ ଏମିତି ଅଧିକ ବଞ୍ଚିବାକୁ ପସନ୍ଦ କରନ୍ତି ସେମାନେ ସେମାନଙ୍କର ଯିଏ ତାଙ୍କୁ ତାଙ୍କ ଠାରୁ ଅଧିକ ଭଲ ପାଉଥିବା ପୁଅଙ୍କୁ ପସନ୍ଦ କରନ୍ତି | ଏମାନେ ନିଜସ୍ୱ ସ୍ୱଭାବରେ ବହୁତ ଭଲ ଅଟନ୍ତି ସେମାନେ ସେମାଙ୍କର ଧ୍ୟାନ ରଖୁଥିବା ପୁଅଙ୍କୁ ପସନ୍ଦ କରନ୍ତି |
ଯେଉଁ ଯହିଁ ମାନେ ସିଧା ଶୁଅନ୍ତି ସେମାନଙ୍କର ସ୍ଵଭାଵ ବିଷୟରେ ଯେଉଁ ଝିଅ ମାନେ ସିଧା ଶୁଅନ୍ତି ସେମାନଙ୍କର ହାତ ସିଧା ଥାଏ ସେମାନେ ସେମାନଙ୍କର ଜୀବନରେ ସନ୍ତୁଳନ ରଖିଥାନ୍ତି ଏପରି ଝିଅ ମାନେ ଜୀବନରେ କିଛି ହାସଲ କରିବା ପାଇଁ ଚାହୁଁଥାନ୍ତି | ବଡ଼ ବଡ଼ ସ୍ବପ୍ନ ଦେଖିଥିବା ଏହି ଝିଅ ମାନଙ୍କୁ ଏହି ପରି ପୁଅ ପସନ୍ଦ ଆସନ୍ତି ଯେଉଁ ମାନେ ଏମାନଙ୍କର ଭଲ ଭାବରେ ଦେଖା ଚାହାଁ କରି ପାରିବେ ଏବଂ ବହୁ ସାରା ଭଲ ପାଇବା ଦେଇ ପାରିବେ କାରଣ ଏହି ଝିଅ ମାନେ ସ୍ୱପ୍ନକୁ ପୁରା କରିବ ପାଇଁ ପୁରା ଲାଗି ପଡ଼ିଥାନ୍ତି ଏହି ଝିଅ ମାନେ ଅଧିକ ପରିଶ୍ରମୀ ଅଟନ୍ତି ଏବଂ ନିଜର ପରିଶ୍ରମ ଦ୍ୱାରା ଆଗକୁ ବଢିବାକୁ ଚାହିଁଥାନ୍ତି |
ଯେଉଁ ଝିଅ ମାନେ ତକିଆ ଉପରେ ହାତ ରଖି ଶୋଉଥିବା ଝିମାନେ ଏହି ଝିଅ ମାନେ କେଉଁ ପଟରେ ଶୋଇଲେ ମଧ୍ୟ ତକିଆ ଉପରେ ହାତ ରଖି ଶୋଇଥାନ୍ତି ଏମାନଙ୍କର ସ୍ୱଭାବ ପୁରା ପୁରୀ ଗମ୍ଭୀର ଅଟନ୍ତି ଏମାନଙ୍କର ସବୁଠାରୁ ବଡ଼ କମଜୋର ଏହା କି ହୋଇଥାଏ କି ଏମାନେ ବହୁ ଶୀଘ୍ର କାହାକୁ ବିଶ୍ୱାସ କରିଦେଇଥାନ୍ତି ଏମାନେ ଯହିଁ ହଉ ପୁଅ କାହାର କଥାରେ ଶୀଘ୍ର ଆସିଯାଇଥାନ୍ତି ଏମାନଙ୍କର ସ୍ଵଭାଵ ସଫା ହୋଇଥାଏ ଏମାନେ ଭଲ ସ୍ଵଭାଵ ଯୋଗୁଁ ଅନ୍ୟ କଥାରେ ନାଚି ଯାଇଥାନ୍ତି |
ଯେଉଁ ଝିଅ ମାନେ ବଙ୍କା ହୋଇ ଶୋଇଥାନ୍ତି ବହୁତ ମହିଳା ମାନେ ବଙ୍କା ହୋଇ ଶୋଇଥାନ୍ତି ଏପରି ମହିଳା ଶୋଭାବରେ ମହିଳା ମାନେ ବହୁତ ନିରବ ହୋଇଥାନ୍ତି ଏମାନେ ଆଳସ୍ୟ ମଧ୍ୟ ହୋଇଥାନ୍ତି ଏମାନଙ୍କ ଦ୍ୱାରା ବାନ ଯାଇଥିବା ସାଙ୍ଗ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ ଏମାନଙ୍କ ଶୋଭାବରେ ହସି ହସି ପୁଅଙ୍କୁ ପସନ୍ଦ କରିଥାନ୍ତି କାରଣ ଏମାନେ ଅଧିକ ହସକୁଳି ହୋଇଥାନ୍ତି ଏମାନେ ହସକୁଳ ପୁଅଙ୍କୁ ହିଁ ପସନ୍ଦ |