ଦର୍ଶକବନ୍ଧୁ ଆପଣମାନେ ଓଡ଼ିଆ ଲୋକ ପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ ତାଙ୍କର ଜବରଦସ୍ତ ଗୀତ ଗୁଡିକ ତ ଆପଣ ମାନେ ଶୁଣିଥିବେ ତେବେ ଦର୍ଶକବନ୍ଧୁ ଦୀପ୍ତିରେଖା 100 ରୁ ଅଧିକ ଭଜନ ଏବଂ ସିନେମା ଓ ଆଲବମ ଗୀତରେ ତାଙ୍କର ଜବରଦସ୍ତ ଗୀତ ଗାଇଛନ୍ତି ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି |
ତେବେ ଦର୍ଶକବନ୍ଧୁ ତାଙ୍କର ଜବରଦସ୍ତ ଗୀତ ମାଧ୍ୟମରେ ସେ ଦର୍ଶକ ମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି ତେବେ ବନ୍ଧୁଗଣ ଦୀପ୍ତିରେଖା ସୁନ୍ଦର ଗୀତ ଗାଇବା ସହ ଜବରଦସ୍ତ ଅଭିନୟ ମଧ୍ୟ କରନ୍ତି ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଯାହା ଦ୍ୱାରା ତାଙ୍କର ବହୁତ ସାରା ଫ୍ୟାନ ଫୋଲର୍ସ ମଧ୍ୟ ଅଛନ୍ତି |
ଦର୍ଶକବନ୍ଧୁ ଆପଣମାନେ ଦୀପ୍ତିରେଖା କେତେଗୁଡିକ ଧାରାବାହିକରେ ଅଭିନୟ କରିଥିବାର ନଜର ଆସିଛନ୍ତି ଏବଂ ଆପଣମାନେ ତାଙ୍କର ଅଭିନୟ ନିଶ୍ଚିତ ଦେଖିଥିବେ ତେବେ ଗତ ବର୍ଷ ପୂର୍ବରୁ ଦୀପ୍ତିରେଖା ପାଢ଼ୀ ବିବାହ ବନ୍ଧନ ରେ ବାନ୍ଧିହୋଇଥିଲେ ତେବେ ସେ ଭୁବନେଶ୍ୱରର ବହୁତ ବଡ ଶିଳ୍ପପତି ସୋମ୍ୟରଞ୍ଜନ ଙ୍କୁ ବିବାହ କରିଛନ୍ତି |
ତେବେ ଦର୍ଶକବନ୍ଧୁ ବାହାଘର ପରେ ସେ ବର୍ତମାନ ଭୁବନେଶ୍ୱର ରେ ରହୁଛନ୍ତି ବାହାଘର ପରେ ମଧ୍ୟ୍ୟ ସେ ତାଙ୍କ ଶୁଟିଂ ସେଟକୁ ଫେରିଛନ୍ତି ବା ନୂଆ ନୂଆ ଜବରଦସ୍ତ ଗୀତ ମଧ୍ୟ ଗାଉଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଦୀପ୍ତିରେଖା କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |