Breaking News

ନିଜ ଶାଶୂଘରେ କିପରି ଦିନ କାଟୁଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତ୍ରୀ ଅସୀମା ପଣ୍ଡା….

ନମସ୍କାର ବନ୍ଧୁଗଣ ଓଲିଉଡ଼ ଜବରଦସ୍ତ ଗାୟିକା ଅସୀମ ପଣ୍ଡାଙ୍କୁ ଆପଣ ମାନେ ବେଶେ ଭଲ ଭାବେ ଜାଣିଥିବେ ଅଲିଉଡର ଏମିତି ଏକ ଗାୟିକା ଯେ ହେଉଛନ୍ତି ଅସୀମ ପଣ୍ଡା ଯିଏକି ଏକ ହଜାର ରୁ ଅଧିକ ଗୀତ ଗାଈ ସାରିଲେଣି ଆଉ ନିଜର ସୁନ୍ଦର ଗୀତ ଗାଇବା କାରଣରୁ ସାରା ଓଡିଶା ଲୋକ ମାନଙ୍କ ମନରେ ଗୋଟେ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ଅସୀମ ପଣ୍ଡା |

ବର୍ତମାନ ସମୟରେ ଅସୀମ ପଣ୍ଡା ଗୋଟେ ଗୀତ ଗାଇବା ପାଇଁ ପରୀ 10 ହଜାର ରୁ 15 ହଜାର ଟଙ୍କା ନେଉଛନ୍ତି ଆଉ ଏହା ସହିତ ହୋତେ ଷ୍ଟଯେ ସୋ କରିବାରୁ 50 ରୁ 1 ଲକ୍ଷ ଟଙ୍କା ନେଉଛନ୍ତି | ଏହାରି ମଧ୍ୟରେ ଅସୀମ ପଣ୍ଡା ଲୋକ ପ୍ରିୟତା ସାରା ଓଷା ଧୀରେ ଧୀରେ ବଢ଼ିବାରେ ଲାଗିଛି ଅସୀମ ପଣ୍ଡା ବହୁ ସାରା ଆଲବମ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ତାଙ୍କ ଗୀତ ଗାଇବା ସହ ତାଙ୍କ ଅଭିନୟ କୁ ମଧ୍ୟ ସାରା ଓଡ଼ିଶାରେ ଲୋକ ମାନେ ଦେଖୁଛନ୍ତି |

ଦର୍ଶକବନ୍ଧୁ ତାଙ୍କ ଅଭିନୟ କୁ ସମସ୍ତେ ପ୍ରଶଂସା ମଧ୍ୟ କରୁଥିବା ନଜର ଆସୁଛନ୍ତି | ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅସୀମ ପଣ୍ଡା କିନ୍ତୁ ଦୃଭାଗ୍ୟ ବଶତ ତାଣ୍କ ବାହାଘର ବେଶୀ ଦିନ ଚାଲି ନଥିଲା | ସ୍ୱାମୀଙ୍କ ସହ ଝଗଡା ହେବ କାରଣରୁ ଦୁହେଁ ପରସ୍ପର ଠାରୁ ଡିଭସ ନେଇଥିଲେ ବର୍ତମାନ ସମୟରେ ଅସୀମ ପଣ୍ଡା ଏକୁଟିଆ ଭୁବେନଶ୍ୱର ରେ ତାଙ୍କ ପାରିବ ଲୋକ ଙ୍କ ସହ ରହୁଥିବା ନଜର ଆସିଛନ୍ତି |

ଏହା ସହିତ ଅଲିଉଡ଼ ଇଣ୍ଡ୍ରଷ୍ଟି ରେ ଜଣେ ସଫଳ ଗାୟିକା ଭାବରେ ପରିଚିତ ହୋଇପାରିଛନ୍ତି | ହାଲୋ ଫ୍ରେଣ୍ଡ ଅସୀମ ପଣ୍ଡା କେମିତି ଲାଗନ୍ତି ଓ ତାଙ୍କ ଗୀତ ଗୁଡିକ ଆପଣ ମାନକୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.