Breaking News

ନିଜ ଶାଶୂ ଘରେ କେମିତି ସମୟ ବିତାଉଛନ୍ତି, ଓଡ଼ିଆ ଅଭିନେତ୍ରୀ Elina ସାମନ୍ତରାୟ…. ଦେଖନ୍ତୁ video !

ନମସ୍କାର ବନ୍ଧୁଗଣ ଓଲିଉଡର ଚୁଲୁବୁଲି ଅଭନେତ୍ରୀ ଏଲିନା ସାମନ୍ତରାୟ ଶାଶୂଘରେ କେମିତି ଅଛନ୍ତି ଏବଂ କଣ କରୁଛନ୍ତି ଆସନ୍ତୁ ଦେଖିନେବ | ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଅଛନ୍ତି ଯେଉଁଥିରେ କିଛି ରିଆଲିଟି ସୋଅରେ ବିଜେତା ହୋଇ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି ସେମାନେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆସିବା ପରେ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶେ ଲୋକ ପ୍ରିୟ ହୋଇଛନ୍ତି |

ତାହାଲେ ଠିକି ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ | ଏଲିନା ସାମନ୍ତରାୟ କିଏ ହେବ ମୋ ହିରୋଇନ ରେ ସେ ସେଥିରେ ବିଜୟ ଲାଭ କରି ଓଲିଉଡ ଜଗତକୁ ପ୍ରବେଶ କରିଥିଲେ | ଆଉ ତାପରେ ସେ ସମସ୍ତ ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ସମସ୍ତ ଫିଲ୍ମକୁ ସୁପର ହିଟି କରାଇ ପାରିଛନ୍ତି ଏବଂ ଲୋକଙ୍କ ପାଖରେ ସେ ଅତି ପ୍ରିୟ ପାତ୍ର ହୋଇ ପାରଛନ୍ତି |

ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅରିନ୍ଦମ ଅନୁଭବ ମହାନ୍ତି ବାବୁସାନ ମହାନ୍ତି ଭଳି ଅନେକ ହିରୋ ମାନଙ୍କ ସହିତ ସେ ଅଭିନୟ କରିଛନ୍ତି ଓଲିଉଡ ନାୟିକା ଏଲିନା ସାମନ୍ତରାୟ କୀଏବେ ନଜାଣେ ଖୁବୁ କମ ସମୟ ମଧ୍ୟରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ନିପୁଣ ଅଭିନୟ କରି ବେଶେ ଘରେ ଘରେ ଲୋକ ପ୍ରିୟ ହୋଇ ପାରିଛନ୍ତି |

ତେବେ ଓଲିଉଡର ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କର ଆସିବାକୁ ଯାଉଛି ଗୋଟେ ନୂଆ ଓଡ଼ିଆ ଫିଲ୍ମ ତେବେ ଏହି ଫୋଟ ଆପଣ ମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ରିଅଲ ଲାଇଫି ନୁହେଁ ଏ ହେଉଛି ରିଲି ଲାଇଫିର କଥା ଏଲିନା ସାମନ୍ତରାୟ ମଧ୍ୟ ରିଅଲ ଲାଇଫିର ମଧ୍ୟ ବିବାହ କରି ନାହାନ୍ତି ଇଏ ହେଉଛି ରିଲି ଲାଇଫିର ବିବାହର ଫୋଟ | ତେବେ ଏଲିନା ସାମନ୍ତରାୟ ଆପଣ ମାନେ କେତେ ମାତ୍ରେ ରେ ଭଲ ପାଆନ୍ତି ଏବଂ ଏଲିନାଙ୍କୁ ଏବଂ ଏଲିନାଙ୍କ କୋଉ ଫିଲ୍ମ ଅଧିକ ଭଲ ଲାଗେ ତାହାକୁ ଆମେ କମେଣ୍ଟ ବକ୍ସ ରେ କମେଣ୍ଟ କରା ଜଣାନ୍ତୁ !

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.